Sign in
Sign in
Recover your password.
A password will be e-mailed to you.
ଛତିଶଗଡ଼ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭି ଉପରେ ନକ୍ସଲ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ
ରାୟପୁର : ଛତିଶଗଡ଼ର ବିଜାପୁର ଜିଲ୍ଲାରେ କଂଗ୍ରେସ ବିଧାୟକ ବିକ୍ରମ ମାଣ୍ଡଭି ଗାଡ଼ି ଉପରକୁ ନକ୍ସଲମାନେ ଆକ୍ରମଣ କରିଛନ୍ତି। ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ଗଙ୍ଗାଲୁର ବଜାରରେ ବିଧାୟକଙ୍କ ସମେତ ସମସ୍ତ କଂଗ୍ରେସ ନେତା ଏକ ରାସ୍ତା ସଭା କରି ମୁଖ୍ୟାଳୟକୁ ଫେରୁଥିବା ବେଳେ ଏହି ଘଟଣା!-->…
ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ଅଟକାଇଲା ପୁଲିସ: ଠେଲକୁଲି ଥାନାରେ ଅଟକ
ଝାରସୁଗୁଡ଼ା/ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଶ୍ରୀପୁରା ଛକରେ ବିଜେପି ଟିମକୁ ପୁଲିସ ରୋକିଥିବା ଜଣାଯାଇଛି। ଏହି ଟିମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,!-->…
ଅତିକ ଅହମଦ ହତ୍ୟା ଘଟଣା: ଓକିଲଙ୍କ ଘର ବାହାରେ ବୋମାମାଡ଼
ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋବାର ଗଲି ଅଞ୍ଚଳରେ ବୋମା ମାଡ଼ ହୋଇଛି। ଶନିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ ଅହମଦଙ୍କ ଜଣେ ଓକିଲଙ୍କ ଘର ଏଠାରେ ରହିଛି। ଓକିଲଙ୍କ ଘର ବାହାରେ ହିଁ ଏପରି ବୋମା ମାଡ଼ କରାଯାଇଛି। ତେବେ ଏଥିରେ କେହି ବି ଆହତ ହୋଇନାହାନ୍ତି।ଅତିକଙ୍କ!-->…
ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ଯାଏଁ ବନ୍ଦ ରହିବ ଦର୍ଶନ
ପୁରୀ : ଆସନ୍ତାକାଲି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ!-->…
ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍, ଦୁଇ ଗୁରୁତର
ଆଠଗଡ଼ : ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍। ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି ଏଭଳି ଅଘଟଣ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ଯୁକ୍ତ ଦୁଇରେ ପଢୁଛନ୍ତି। ଜଣେ ଛାତ୍ରଙ୍କର ବେକରେ!-->…
୪୦ ବିଧାୟକଙ୍କ ସହ ବିଜେପି ଆଡ଼କୁ ଢଳୁଛନ୍ତି ଏନସିପିର ଅଜିତ ପାୱାର !
ମୁମ୍ବାଇ : ମହାରାଷ୍ଟ୍ରରେ ପୁଣିଥରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର କିଛି ବିଧାୟକଙ୍କୁ ସୁପ୍ରିମକୋର୍ଟ ଦଳବଦଳ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ବିଜେପି ଓ ସିନ୍ଦେ ମିଳିତ ଭାବେ ଗଠନ!-->…
ପ୍ରେମିକ ଦେଇଥିବା ବିଷ ପିଇ ଜୀବନ ହାରିଲା ପ୍ରେମିକା…
କଳାହାଣ୍ଡି : ପ୍ରେମିକ ଦେଇଥିବା ବିଷ ପିଇ ଜୀବନ ହାରିଲା ପ୍ରେମିକା । ଝିଅର ମୃତଦେହ ରଖି ପ୍ରେମିକ ଘର ଆଗରେ ଧାରଣା ଦେଲେ ପରିବାର । କଳାହାଣ୍ଡି ଜିଲ୍ଲା କୋକସରା ଥାନା ନୂନପାଣି ଗାଁରେ ଅଭାବନୀୟ ଘଟଣା ଘଟିଛି ।
ସୂଚନାନୁଯାୟୀ, ରିମା ନାଗ ଓ ଗ୍ରାମର ସମୀର ପୁଝାରି ନାମକ ଯୁବକଙ୍କ!-->!-->!-->…
ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ…
ଢେଙ୍କାନାଳ: ବ୍ଲାଉଜ ସିଲେଇ ପଇସା ନ ଦେବାରୁ ଯୁବକଙ୍କୁ ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଟଭାପାଳ ସୁନ୍ଦରପଡା ଗାଁରେ। ଆହତ ଯୁବକ ବିପିନ ପରିଡାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ହାତ ବେକ ଓ!-->…
ସମ୍ବଲପୁରରେ ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ…
ସମ୍ବଲପୁର: ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ରହିବ। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।!-->…
ଡନ୍ ଲରେନ୍ସ ବିଷ୍ଣୋଇକୁ ଦେଖି ଅନୁପ୍ରାଣିତ ହୋଇଥିଲେ ଅତିକଙ୍କ ଶୁଟର…
ଲକ୍ଷ୍ନୌ : ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିବା ୩ ଯୁବକଙ୍କ ମଧ୍ୟରୁ ଜଣେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଦ୍ୱାରା ଅନୁପ୍ରାଣିତ ହୋଇଥିଲା। ଲରେନ୍ସ ବିଷ୍ଣୋଇ ଯେମିତି ଆତଙ୍କ ସୃଷ୍ଟି କରୁଥିଲା ଠିକ ସେହିପରି ଶୁଟର ଜଣକ ଉତ୍ତର ପ୍ରଦେଶରେ ବଡ଼ ଡନ୍!-->…