Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରରେ ଖୋଲିବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର
ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର। ଏନେଇ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ କରି ଧନଜୀବନକୁ ସୁରକ୍ଷା!-->…
ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ଥାନାରେ ସ୍ବାମୀ ଅଟକ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଏକ ବୀଭତ୍ସ ହତ୍ୟା କାଣ୍ଡ ଘଟଣା ଘଟିଛି। ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି। ମୃତ ମହିଳା ଜଣକ ହେଉଛନ୍ତି ମାମା ପ୍ରଧାନ।
ସୂଚନା ଅନୁସାରେ ଭରତପୁର ଥାନା ତେଲୁଗୁ ସାହି ଅଞ୍ଚଳରେ!-->!-->!-->…
ବନ୍ଦ ଘର ଭିତରୁ ମିଳିଲା ୩ ମୃତ ଦେହ, ହତ୍ୟା ସନ୍ଦେହ
ବରଗଡ: ବରଗଡ ଜିଲ୍ଲା ଭେଡେନ ଥାନା ଅଂଚଳରେ ଦେଖା ଯାଇଛି ଏକ ଅଭାବନୀ ଘଟଣା । ଗୋଟିଏ ବନ୍ଦ ଘରୁ ୩ ମୃତ ଦେହ ଉଦ୍ଧାର କରାଯାଇଛି । ୩ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ ଭେଡେନ ଥାନା ଆଖିଫୁଟା ଗାଁରେ ଏକ ବନ୍ଦ ଘରୁ ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କର!-->…
ଘରୋଇ ବିଶ୍ବବିଦ୍ୟାଳୟ ହଷ୍ଟେଲ ରୁମରେ ଛାତ୍ରୀଙ୍କ ଆତ୍ମହତ୍ୟା…
ଭୁବନେଶ୍ୱର: ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ ଘଟିଛି ଘଟଣା । BSc Data Science ର ଦ୍ଵିତୀୟ ବର୍ଷ ଛାତ୍ରୀ ଅର୍ଚ୍ଚନା ଦାସ ଆତ୍ମହତ୍ୟା!-->…
ଆଇଏଏସ୍ସ୍ତରରେ ଅଦଳବଦଳ: ସରୋଜ କୁମାର ସାମଲ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ
ଭୁବନେଶ୍ବର: ଆଇଏଏସ୍ସ୍ତରରେ ରାଜ୍ୟ ସରକାର ମଙ୍ଗଳବାର ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏଠାରେ!-->…
ସମଲିଙ୍ଗୀ ବିବାହ ମାମଲାର ଶୁଣାଣି : କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ତା’ର ଶୁଣାଣି ଆଜି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।!-->…
ନାମାଙ୍କନପତ୍ର ଦାଖଲ କଲେ ଦୀପାଳି
ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ପ୍ରବଳ ଖରା ତାତି ଭିତରେ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି ସମୟରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ!-->…
ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ଭାରତୀୟ ପର୍ବତାରୋହୀ ଅନୁରାଗଙ୍କ ମୃତଦେହ ଉଦ୍ଧାର…
କାଠମାଣ୍ଡୁ : ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ସୋମବାର ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ ମୃତ୍ୟୁବରଣ କରିଛନ୍ତି । ମଙ୍ଗଳବାରଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ରାଜସ୍ଥାନର କିଶନଗଡ଼ର ବାସିନ୍ଦା ଅନୁରାଗ ସୋମବାର ଅନ୍ନପୂର୍ଣ୍ଣା ପର୍ବତର ତୃତୀୟ ଶିବିରରୁ!-->…
ଚେକିଂ ବେଳେ RTO କର୍ମଚାରୀଙ୍କ ଉପରେ ସ୍କୁଟି ଚଳାଇ ଦେଲେ ନାବାଳକ, ଉଭୟ ଗୁରୁତର…
ଭୁବନେଶ୍ୱର : ଟ୍ରାଫିକ ଚେକିଂ ବେଳେ ଖସି ପଳାଇବାକୁ ଚେଷ୍ଟା କଲେ ନାବାଳକ ଆଉ ଘଟିଲା ଅଘଟଣ । ଆହତ ହେଲେ RTO କର୍ମଚାରୀ । ଭୁବନେଶ୍ୱର ୟୁନିଟ-୮ ଅଞ୍ଚଳରେ RTO ଓ ଟ୍ରାଫିକ ପୋଲିସର ଚେକିଂ ଚାଲିଥିଲା। ଏହି ସମୟରେ ପାୱାର ହାଉସ ଛକରୁ ଦ୍ରୁତ ଗତିରେ ଜଣେ ନାବାଳକ ସ୍କୁଟି ଚଳାଇ ଆସୁଥିଲେ!-->…
କେନ୍ଦ୍ରର ମାର୍ଗଦର୍ଶିକା ହେତୁ ଅନେକ ଯୋଗ୍ୟ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଛନ୍ତି: ପ୍ରଦୀପ ଅମାତ
ଭୁବନେଶ୍ବର: ରାଜ୍ୟକୁ ଆସିଥିବା ସାଢେ ୯ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁ ଗାଇଡଲାଇନ କେନ୍ଦ୍ର କରିଛି, ସେଥିରେ ଅନେକ ଯୋଗ୍ୟ ଲୋକ ବାଦ ପଡ଼ି ଯାଉଛନ୍ତି। କେନ୍ଦ୍ର ଏପରି କ୍ରାଇଟେରିଆ କରି ଦେଇଛି!-->…