Sign in
Sign in
Recover your password.
A password will be e-mailed to you.
‘ସମାଜ’ ପାଠକ ମଞ୍ଚ ବୈଠକ
ବ୍ରହ୍ମପୁର: ସ୍ଥାନୀୟ ଉତ୍କଳ ଆଶ୍ରମ ଠାରେ ସମାଜ ପାଠକ ମଞ୍ଚ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ନାଟ୍ୟକାର ଶିକ୍ଷାବିତ ମେଜର ରମାରମଣ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶିଷ୍ଟ ଅସ୍ଥଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ କେଏମ ପାଠୀ, ପୂର୍ବତନ କୂଳପତି ପ୍ରଫେସର ଜୟନ୍ତ ମହାପାତ୍ର,!-->…
ବ୍ରହ୍ମପୁର ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ ଥିବା ଚିଟଫଣ୍ଡ ସଂସ୍ଥା ଏମଡି ଗୋଲେଙ୍କ ମୃତ୍ୟୁ…
ବ୍ରହ୍ମପୁର : ମଣ୍ଡଳ କାରାଗାରରେ ସଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେ(୬୦)। ବ୍ରହ୍ମପୁର ଜନାନା ହସ୍ପିଟାଲ ରୋଡରେ ରାମକୃଷ୍ଣ ଇଲେକ୍ଟ୍ରୋ କଣ୍ଟ୍ରୋଲ ଲିମିଟେଡ ନାମରେ ସେ ଏକ ଚିଟ୍ ଫଣ୍ଡ ସଂସ୍ଥା ଖୋଲିଥିଲେ। ସେ ସଂସ୍ଥାର ପରିଚାଳନା ନିର୍ଦେଶକ!-->…
ଜଙ୍ଗଲ ନିଆଁ ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗ୍ରୁପ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ରେ ଦିନକୁ ଦିନ ତାତି ବଢୁଥିବା ବେଳେ ଜଙ୍ଗଲ ନିଆଁ କୁ ଆୟତ୍ତ କରିବା ବନ ବିଭାଗ ପାଇଁ କଷ୍ଟ ହୋଇପଡୁଛି। ବନ ବିଭାଗ ପକ୍ଷରୁ ନିୟୋଜିତ ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିଲେ ମଧ୍ଯ ନିଆଁ ଆୟତ୍ତ କୁ ନେଇ ଚିନ୍ତା ରେ ବନବିଭାଗ। ଜଙ୍ଗଲ ରେ ନିଆଁ!-->…
କୁଟିକିଆ ଘଞ୍ଚ ଜଙ୍ଗଲ ମଧ୍ୟରୁ ଗଞ୍ଜେଇ ଜବତ : ମାଫିଆ ଚମ୍ପଟ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହୋଇ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଖବର ପାଇ ମାଡ଼ି ବସିଲା ପୋଲିସ୍ । ୪୪୦ କେଜି ୩୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ଜବତ କରିଛି । ସୂଚନା ପ୍ରକାରେ!-->…
କନ୍ଧମାଳ ପୁଲିସ ନାଁରେ ଅଭିଯୋଗ : ଆରକ୍ଷୀ ଅଧିକ୍ଷକଙ୍କୁ ଫେରାଦ
କନ୍ଧମାଳ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୁଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ ହୋଇଛି। ପାଙ୍ଗାଉପରସାହି ପଂଚାୟତବାସୀ ଏହି ଅଭିଯୋଗ ଆଣିବା ସହ ଏ ସଂକ୍ରାନ୍ତରେ କନ୍ଧମାଳ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ପଂଚାୟତର ଲୋକେ ଏକତ୍ରିତ ହୋଇ ଆସି!-->…
କନ୍ଧମାଳ ଜିଲ୍ଲା ସ୍କାଉଟ ଓ ଗାଇଡ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଜ୍ୟପାଳ
କନ୍ଧମାଳ: ରାଜ୍ୟ ଭାରତ ଏବଂ ଗାଇଡ ଭୁବନେଶ୍ୱର ତରଫରୁ ଶନିବାର ଭୁବନେଶ୍ବର ସ୍ଥିତ ରାଜଭବନ ଠାରେ ସେବା ପାଇଁ ସର୍ଭିସ୍ ଷ୍ଟାର କାର୍ଯ୍ୟକ୍ରମରେ କୋରନା ବେଳେ ସେବା କରିଥିବା ବିଭିନ୍ନ ଜିଲାର ସ୍କାଉଟ ଓ ଗାଇଡ ଶିକ୍ଷକଙ୍କୁ ରାଜ୍ୟପାଳ ପୁରସ୍କୃତ କରିଛନ୍ତି। ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲା!-->…
ତିନି ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲା ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପାଦକ ସଙ୍ଘ
ବ୍ରହ୍ମପୁର : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୨୫୮ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ବୃହତ କୃଷି ବହୁମୁଖୀ ସମବାୟ ସମିତିରେ କାର୍ଯ୍ୟରତ ସମିତି କର୍ମଚାରୀ ଙ୍କ ରହିଥିବା ଆଭ୍ୟନ୍ତରୀଣ ସମସ୍ୟା ର ସମାଧାନ ପାଇଁ ଆଜି ତିନିଦଫା ଦାବିରେ ସଙ୍ଘ ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା!-->…
ଗ୍ରୀଷ୍ମକୁ ନେଇ ଚିନ୍ତାରେ ଲୋକେ…
ବ୍ରହ୍ମପୁର : ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରୁ ଅଧିକା ରହିଛି । ଏହି ଗ୍ରୀଷ୍ମକୁ ନେଇ ଚିନ୍ତାରେ ଲୋକେ । ଚଳିତ ବର୍ଷ ଅତ୍ୟଧିକ ତାପମାତ୍ରା ବୃଦ୍ଧି ହୋଇପାରେ । ଆସନ୍ତା ସପ୍ତାହକ ମଧ୍ୟରେ ୪୦ ଡିଗ୍ରି ଅଧିକା ଟପିଯିବାର ଆଶଙ୍କା ମଧ୍ୟ ପ୍ରକାଶ କରିଛି ଆଞ୍ଚଳିକ!-->…
ବେଆଇନ ଭାବେ ପାର୍କିଂ ଫି ଆଦାୟ ତୁରନ୍ତ ପ୍ରତ୍ୟାହାର ଦାବିରେ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ
ବ୍ରହ୍ମପୁର : ଏମ୍.କେ.ସି.ଜି. ମେଡିକାଲ କଲେଜ ପରିସରରେ ବେଆଇନ ଭାବେ ପାର୍କିଂ ଫି ଆଦାୟ ତୁରନ୍ତ ପ୍ରତ୍ୟାହାର ଦାବିରେ ଏସୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ ଆଜି ଠାରୁ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ବ୍ରହ୍ମପୁର ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)!-->…
ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା…
ଫୁଲବାଣୀ : ଓଡ଼ିଶାରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁଣ୍ଣକାରୀ ପ୍ରଥା । ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ!-->…