Sign in
Sign in
Recover your password.
A password will be e-mailed to you.
ସ୍ବିଡ଼େନରୁ ଆସିଥିବା ମେସିନ୍ ଦ୍ଵାରା ସଫେଇ ହେଲା ବେଡ଼ାବନ୍ଧ…
ପରିବେଶ ପରିଚ୍ଛନ୍ନ ପାଇଁ ଲୋକଙ୍କ ସହଯୋଗ ଲଡିଲା ବିଏମସି
ବ୍ରହ୍ମପୁର : ସହରର ପୋଖରୀକୁ ସଫା କରିବା ନିମନ୍ତେ ଆମ୍ପିବିୟାନ୍ ଓ୍ବିଡ଼୍ ହାର୍ବେଷ୍ଟର ଭେସେଲ୍ ନାମକ ଏକ ଅତ୍ୟାଧୁନିକ ମେସିନ ସ୍ବିଡ଼େନରୁ ବ୍ରହ୍ମପୁରକୁ ଅଣାଯାଇଛି । ଏହି ମେସିନର ମୂଲ୍ୟ ୩ କୋଟି ଟଙ୍କା । ମେସିନ!-->!-->!-->…
ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ ସୁଟିଂ…
ମାଲକାନଗିରି : ସ୍ୱାଭିମାନ ଅଞ୍ଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି।
ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ!-->!-->!-->…
ଆମ ମୁଣ୍ଡରେ ଅଠା ବୋଳାଯାଇଛି : ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦ ବୁଧବାର ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ବାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଡାକ୍ତରୀ ଚିକିତ୍ସା ପାଇଁ ହସ୍ପିଟାଲ୍ ଆସିଛି ବୋଲି କହିଛନ୍ତି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏସବୁ!-->…
ପ୍ରସ୍ତାବରେ ଅଟକିଛି ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ
ଛତ୍ରପୁର : ଗଞ୍ଜାମ ଜିଲାର ଭାତ ହାଣ୍ଡି ରୂପେ ଋଷିକୁଲ୍ୟା ନଦୀ ପରିଚିତ । ଏଣୁ ଋଷିକୁଲ୍ୟା ବଞ୍ଚିଲେ ହିଁ ଜିଲାର ସମସ୍ତ କେନାଲ ଓ ନାଳ ବଞ୍ଚତ୍ପାରିବ। ଋଷିକୁଲ୍ୟା ଚିରସ୍ରୋତା ହେଲେ ଗଞ୍ଜାମରେ ଚାଷ ବଞ୍ଚନ୍ତା | ଭଲ ଚାଷ ହୋଇ ଅମଳ ହେଲେ ଚାଷୀ ବଞ୍ଚତ୍ପାରିବ। ତେଣୁ ଋଷିକୂଲ୍ୟାକୁ ଛାଡି!-->…
ସମ୍ବଲପୁର ସ୍ଥିତି ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେପି…
ଝାରସୁଗୁଡା: ଗତ ୧୨ ତାରିଖ ପରଠାରୁ ସମ୍ବଲପୁରରେ ଦେଖାଦେଇଥିବା ଅପ୍ରୀତିକର ସ୍ଥିତିକୁ ନେଇ ଆଜି ଝାରସୁଗୁଡାରେ ବିଜେପିର ରାଜ୍ୟସ୍ତରୀୟ ଟିମ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛି। ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏହି ଘଟଣା ଘଟିଥିବା ବେଳେ ଭୋଟ ବ୍ୟାଙ୍କ!-->…
ତାପମାତ୍ରା ବୃଦ୍ଧି ପାଉଛି : ପିଇବା ପାଣି ପାଇଁ ଡହଳ ବିକଳ ଲଣ୍ଡାଗାଁ ପଞ୍ଚାୟତବାସୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବା ରେ ଲାଗିଛି, ପ୍ରତିଦିନ ର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି l ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ ଓ କୂପରେ!-->…
ବ୍ରାହ୍ମଣୀଦେବୀ ପୀଠର ଚୈତ୍ରମାସର ଆୟବ୍ୟୟ ଅଟକଳ…
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଥିବା ସର୍ବ ପୁରାତନ ପିଠ ମା ବ୍ରାହ୍ମଣୀ ଦେବୀ ପୀଠ ୫୦ ୬୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ପୂଜା ପାଇ ଆସୁଥିବା ପୀଠରେ ନୂତନ କରି ଗଠନ ହୋଇଥିବା କମିଟି ଓ ଆଳତି ବାହିନୀ ପକ୍ଷରୁ ଚଳିତ ବର୍ଷ ଚୈତ୍ର ମାସର ଆୟ ଏବଂ ବ୍ୟୟ ହିସାବ କରାଯାଇ ସର୍ବସାଧାରଣ ଅବଗତ!-->…
ବୁଢାବଳଙ୍ଗ ନଦୀରେ ବୁଡ଼ି ୨ ମୃତ
ବାଲେଶ୍ବର: ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତୁକାଶାସନ ଗାଁରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ବୁଢାବଳଙ୍ଗ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ପତୁକାଶାସନ ଗାଁ ଘାଟରେ ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇଥିବା ସୂଚନା। ମୃତକ ଦୁହେଁ ଦାଦା, ପୁତୁରା ବୋଲି ଜଣାପଡ଼ିଛି।
ଲଙ୍କାପୋଡି ଯାତ୍ରାରେ ଡ୍ୟାନ୍ସ ଏକାଡେମୀ ଅନୁଷ୍ଠାନ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ…
ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡା ଗ୍ରାମ ପଂଚାୟତରେ ଶ୍ରୀରାମ ନବମୀ ଦିନରୁ ଅନୁଷ୍ଠିତ ହୋଇ ଆସୁଥିବା ରାମ ଲୀଳା ସହିତ ଆଜି ଲଙ୍କା ପୋଡି ଯାତ୍ରା ପଡିଆରେ ପ୍ରଥମ ଥର ପାଇଁ ଏକ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,| ଆଜିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର!-->…
ମେ’ ୨୧ରେ ଓଜେଏସ୍ ପ୍ରିଲିମିନାରୀ ପରୀକ୍ଷା…
କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା (ଜୁଡିସିଆଲ ସର୍ଭିସ) (ଓଜେଏସ୍)- ୨୦୨୨ର ପ୍ରିଲିମିନାରୀ (ପ୍ରାଥମିକ) ପରୀକ୍ଷା ମେ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ୧୧. ୩୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ।!-->…