ଜଗତସିଂହପୁରରୁ ନିଖୋଜ ଯବାନଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର…

ଯାଜପୁର :ତିନି ଦିନ ତଳେ ଜଗତସିଂହପୁରରୁ ନିଖୋଜ ହୋଇଯାଇଥିଲେ ଜଣେ ଯବାନ। ତାଙ୍କର କୌଣସି ପତ୍ତା ମିଳୁ ନଥିଲା। ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ୍ ଯାଜପୁରରୁ ମିଳିଥିବା ବେଳେ ଆଜି ଆଜି ତାଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୂର୍ଯ୍ୟକାନ୍ତ କୁଆଁର। ତାଙ୍କ ଘର

ଅସହ୍ୟ ତାତି ଯୋଗୁ ୩୨ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼ : ସୁନ୍ଦରଗଡ଼ କୋଇଡାରେ ୩୨ ଛାତ୍ରୀ ଅସୁସ୍ଥ । ଅସହ୍ୟ ତାତି ଯୋଗୁ ସୁନ୍ଦରଗଡ଼ ଶୟମ୍ଭା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ କେ.ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛାତ୍ରୀ ନିବାସରେ ଫ୍ୟାନ ନାହିଁ

ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ…!

ଭୁବନେଶ୍ବର: ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା। ଶନିବାର ରାତିରେ ୟୁପି ପ୍ରୟାଗରାଜରେ ପୋଲିସ ହେପାଜତରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମାଫିଆ ଡନ୍ ଅତିକ ଓ ଅସରଫ ଯେତେବେଳେ ଆସିଥିଲେ ସେହି ସମୟରେ ଗୁଳିମାଡର ଶିକାର

ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଲକ୍ଷ ଲକ୍ଷ ଛୁଆ ଅଲିଭ ରିଡଲେ

ଛତ୍ରପୁର: ଶୀତ ଋତୁ ଆସିଲେ ଦଳ ଦଳ ହୋଇ ସମୁଦ୍ର ବକ୍ଷରେ ଭାସି ଆସନ୍ତି କଇଁଛମାନେ। ହଜାର ହଜାର ମାଇଲ ପାର କରି ପହଁରି ଆସି ପହଞ୍ଚି ଯାଆନ୍ତି ଓଡ଼ିଶାର ଉପକୂଳରେ । କେଇ ମାସ ପାଇଁ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଓଡ଼ିଶାର ଅତିଥି ପାଲଟି ଯାଆନ୍ତି। କାହିଁ କେଉଁ ଅନାଦି କାଳରୁ

ସମ୍ବଲପୁର ସହରରେ କୋହଳ ହେଲା କର୍ଫ୍ୟୁ, ଆଉ ୪୮ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରକୁ ଫେରୁଛି ଶାନ୍ତି । ସ୍ଥିତି ଅଧିକ ସ୍ୱାଭାବିକ ହେବାରେ ଲାଗିଛି। ଅଧିକ କୋହଳ ହୋଇଛି କର୍ଫ୍ୟୁ । ଦିନରେ କଟକଣା ହଟିଥିବାବେଳେ ଜୀବନ ଯାତ୍ରା ସ୍ୱାଭାବିକ ଚାଲିଛି। ସହରର ସମସ୍ତ ଦୋକାନ ବଜାର ଖୋଲା ରହିଛି। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିଛି। କର୍ପ୍ୟୁ କୋହଳ

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କାଲିଠୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଖରା ଛୁଟି ଘୋଷଣା। ଅପ୍ରେଲ ୨୧ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ

ଜଙ୍ଗଲରୁ ଉଦ୍ଧାର ହେଲା ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ…

ସୁବର୍ଣ୍ଣପୁର: ଜଙ୍ଗଲରେ ପଡ଼ିଛି ୨ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଦୀପପାଲି ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଦୁଇରୁ ୩ଦିନ ତଳେ ମୃତ୍ୟୁ ହୋଇଥିବା

ଅଜିତ ପଓ୍ବାର ଓ ଅନ୍ୟ ଏନସିପି ନେତା ବିଜେପିରେ ମିଶିଲେ ମେଣ୍ଟରୁ ଓହରିବୁ : ଏକନାଥ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ : ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ବିଜେପି ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ମଧ୍ୟରେ ମତଭେଦ ଦେଖାଦେଇଛି । ଦଳର ମୁଖପାତ୍ର ସଞ୍ଜୟ ଶିରସାତ୍ କହିଛନ୍ତି ଯେ, ଯଦି ଭାରତୀୟ ଜନତା ପାର୍ଟି (ବିଜେପି) ସହ ହାତ ମିଳାନ୍ତି, ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ

‘ଆସନ୍ତା କାଲି ବଞ୍ଚିବୁ କି ନାହିଁ, ତାହା ଜାଣିନୁ’ ଉଦ୍ଧାର ପାଇଁ ନିବେଦନ କଲେ ସୁଦାନରେ ଫସିରହିଥିବା ଭାରତୀୟ

ନୂଆଦିଲ୍ଲୀ : ଜାତିସଂଘ ଓ ଅନ୍ତର୍ଜାତୀୟ ସମୁଦାୟର ନିବେଦନ ସତ୍ତ୍ବେ ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ସଂଘର୍ଷ ଜାରି ରହିଛି । ଏହା ଫଳରେ ସେଠାରେ ରହୁଥିବା ସାଧାରଣ ଲୋକଙ୍କ ଉପରେ ବଡ଼ ସଂକଟ ମାଡ଼ିଆସିଛି । ସେଠାରେ ରହୁଥିବା ଭାରତୀୟମାନେ ମଧ୍ୟ ଅତ୍ୟନ୍ତ ଅନିଶ୍ଚିତତା ମଧ୍ୟରେ ଗତି

ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ସହିଦ କହିଥିବା ରାଜୁ ଭୈୟାକୁ ପୁଲିସ କଷ୍ଟଡିକୁ ନେଲା

ପ୍ରୟାଗରାଜ: ଉତ୍ତରପ୍ରଦଶରେ ଆଗକୁ ପୌର ନିର୍ବାଚନ। ଏହି ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକୁମାର ସିଂ ବା ରାଜୁ ଭୈୟାଙ୍କୁ ଏବେ ପୁଲିସ କଷ୍ଟଡିକୁ ନେଇଛି। ରାଜୁ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ସହିଦ ବୋଲି କହିବା ସହ ତା’ର କବରରେ ତ୍ରିରଙ୍ଗା ପକାଇଥିଲେ। ଏହା ପରେ ଯଦି