Sign in
Sign in
Recover your password.
A password will be e-mailed to you.
କେମିତି ହୋଇଥିଲା ଅତିକ ଓ ଅସରଫର ହତ୍ୟା, ହସ୍ପିଟାଲ ସାମ୍ନାରେ ସିନ ରିକ୍ରିଏଟ ହେଲା
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ ଅହମଦ ଓ ତାର ଭାଇ ଅସରଫର ହତ୍ୟା ମାମଲାର ଯାଞ୍ଚ ଆରମ୍ଭ ହୋଇଯାଇଛି। ଏସଆଇଟି ଓ ନ୍ୟାୟିକ ଆୟୋଗର ଟିମ ଯାଞ୍ଚ ପାଇଁ ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ ପହଞ୍ଚି ଗ୍ୟାଙ୍ଗଷ୍ଟାର ଅତିକ ଓ ଅସରଫର ହତ୍ୟାକାଣ୍ଡର ସିନ ରିକ୍ରିଏଟ କରିଥିଲେ।ଏସଆଇଟି ଓ!-->…
ଏଲନ ମସ୍କଙ୍କୁ ଧକ୍କା, ଉତକ୍ଷେପଣ ପରେ ଷ୍ଟାରସିପ୍ ରକେଟରେ ବିସ୍ଫୋରଣ
ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନି ସ୍ପେସ ଏକ୍ସ ଦ୍ବାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରସିପର ଉତକ୍ଷେପଣ ବିଫଳ ହୋଇଯାଇଛି । ଗୁରୁବାର ହୋଇଥିବା ଏହାର ଉତକ୍ଷେପଣର କିଛି ମିନିଟ ପରେ ଏଥିରେ ବିସ୍ଫୋରଣ ହୋଇଥିଲା ।ଷ୍ଟାରସିପ୍ କ୍ୟାପସୁଲ୍ ତିନି ମିନିଟ୍ ର ପ୍ରଥମ ପର୍ଯ୍ୟାୟ!-->…
ଇନ୍ଦୋରରୁ ନିର୍ବାଚନ ଲଢ଼ିବା କଥା କହିଲେ ରାଜନୀତିକୁ ନାଁ କହି ଆସୁଥିବା ସୋନୁ !
ମୁମ୍ବାଇ: କରୋନା କାଳରେ ଗରିବଙ୍କ ପାଇଁ ଭଗବାନ ଭାବରେ ଉଭା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ପର୍ଯ୍ୟନ୍ତ ରାଜନୀତିରେ ପ୍ରବେଶ କରିବାକୁ ମନା କରିଆସିଛନ୍ତି। ହେଲେ ଇନ୍ଦୋରରେ ସେ କିଛି ଏଭଳି କଥା କହିଛନ୍ତି, ଯେଉଁଥିରୁ ସେ ରାଜନୀତିରେ ଖୁବଶୀଘ୍ର ଯୋଗ ଦେଇପାରନ୍ତି ବୋଲି!-->…
କାଲିଠୁ ଓବିସି ମୋର୍ଚ୍ଚାର ଜନଜାଗରଣ ଯାତ୍ରା; ଲିଫ୍ଲେଟ୍, ପୋଷ୍ଟର ଓ ଗୀତ ରିଲିଜ୍…
ଭୁବନେଶ୍ୱର: ସାରା ଦେଶରେ ଶିକ୍ଷା ଓ ନିଯୁକ୍ତିରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିବା ବେଳେ ଓଡ଼ିଶାରେ ଏହା ମିଳୁନାହିଁ । ବିଶେଷକରି ଶିକ୍ଷା ଅନୁଷ୍ଠାନରେ ନାମଲେଖାରେ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆଦୌ ସଂରକ୍ଷଣ ମିଳୁନାହିଁ । ରାଜ୍ୟରେ ଓବିସିଙ୍କ ଜନସଂଖ୍ୟା!-->…
ଭାରତକୁ ସହି ପାରୁନି ଚୀନ୍, କହିଲା- କେବଳ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟି ବି ଦରକାର
ନୂଆଦିଲ୍ଲୀ : ଚୀନ୍କୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର । ଏହାକୁ ନେଇ ଭାରତ ଅଧିକ ଉତ୍ସୁକ ନ ଥିବା ବେଳେ ଚୀନ୍ କିନ୍ତୁ ଏହାକୁ ବରଦାସ୍ତ କରିପାରୁ ନାହିଁ।ଚୀନ୍ର ବୈଦେଶିକ ମନ୍ତ୍ରାଳୟ ଏହି ପରିପ୍ରେକ୍ଷୀରେ ଭାରତ ନାଁ ନ ଧରି କହିଛି ଯେ, କେବଳ ଜନସଂଖ୍ୟା!-->…
ଝାରସୁଗୁଡ଼ା ଉପନିର୍ବାଚନ: ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କ ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଥିବା ବେଳେ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ!-->…
ଆତଙ୍କୀ ହମଲା ପରେ ସେନା ଟ୍ରକ୍ରେ ଲାଗିଥିଲା ନିଆଁ, ୫ ଯବାନ ସହିଦ
ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନା ଟ୍ରକ୍ରେ ଆପେଆପେ ଜଳି ନଥିଲା। ଆତଙ୍କବାଦୀମାନେ ହିଁ ହମଲା କରିବା ପରେ ସେନା ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ଏହି ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ହମଲା କରିଥିଲେ। ସମ୍ଭବତଃ!-->…
୪୩.୯ ଡିଗ୍ରି ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର, ଦ୍ବିତୀୟରେ ଭୁବନେଶ୍ବର ୪୩.୨ ଡିଗ୍ରି
ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପୂର୍ବାହ୍ଣ ୮ଟା ପରେ ଓ ଅପରାହ୍ଣ ୩ଟା ପୂର୍ବରୁ ବାହାରକୁ ବାହାରିବା ଅସହ୍ୟ ହୋଇପଡୁଛି। ଆଜି ରାଜ୍ୟର ୨୮ଟି ସହରର ତାପାମାତ୍ରା ୪୦ ଡିଗ୍ରି ଉପରେ ରହିଛି। ୪୩.୯ ଡିଗ୍ରି ସହ!-->…
ହିଣ୍ଡେନବର୍ଗ ବିବାଦ ଭିତରେ ଶରଦ ପାୱାରଙ୍କୁ ଭେଟିଲେ ଗୌତମ ଆଦାନି…
ମୁମ୍ବାଇ : ଆମେରିକା ଭିତ୍ତିକ ଶର୍ଟସେଲର କମ୍ପାନୀ ହିଣ୍ଡେଗନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଅଡ଼ୁଆରେ ପଡ଼ିଥିବା ଶିଳ୍ପପତି ଗୌତମ ଆଦାନି ଆଜି ହଠାତ୍ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି। ଆଦାନି ଆଜି ଶରଦ ପାୱାରଙ୍କ ମୁମ୍ବାଇ ସ୍ଥିତି ବାସଭବନରେ ପହଞ୍ଚି ବେଶ କିଛି ଘଣ୍ଟା ତାଙ୍କ!-->…
ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ଆସନ୍ତା ମେ’ ୯ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଚିଠି!-->…