ବେଦାନ୍ତ ଫେକର କାରଖାନାରେ ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି

ଭଦ୍ରକ : ବେଦାନ୍ତ ଫେକର କମ୍ପାନୀ ପରିସରରେ ବଢ଼ିଲା କଟକଣା ଅବଧି । ପୁଣି ୭୨ ଘଣ୍ଟା ବଢିଲା ୧୪୪ ଧାରା ଅବଧି । ୨୨ ତାରିଖ ସକାଳ ୬ଟାରୁ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା । ସୂଚନା ଅନୁଯାୟୀ ଭଦ୍ରକ ରାନ୍ଦିଆସ୍ଥିତ କମ୍ପାନୀରେ ଗତ ୧୧ ତାରିଖରେ ଫର୍ଣ୍ଣେସରେ ପୋଡ଼ିଯାଇ

ରାଜ୍ୟରେ ୨୪ ଘଣ୍ଟାରେ ୪୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୯ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୭୭୨ କୋଭିଡ୍‌ ଟେଷ୍ଟ ହୋଇଛି । ତେବେ କୋଭିଡରେ କେହି ପ୍ରାଣ ହରାଇ ନାହାନ୍ତି । ସୁସ୍ଥ ହୋଇଛନ୍ତି ୨୦୩ ଆକ୍ରାନ୍ତ । ରାଜ୍ୟରେ ମୋଟ ଆକ୍ଟିଭ କେସ

ନନ୍ଦନ ବିହାରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ନନ୍ଦନ ବିହାରର ଏକ ନିର୍ମାଣଧୀନ କୋଠାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଯୁବକ ଜଣକ ସେହି କୋଠାରେ ଲେବର ଭବେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି । ସ୍ଥାନୀୟ ଲୋକେ ହତ୍ୟା ସନ୍ଦେହ କରୁଥିବାର କୁହାଯାଉଛି। ଖବର ପାଇ

ନକ୍ସଲ-ପୋଲିସ ଗୁଳିବିନିମୟ, ଦୁଇ ମହିଳା ମାଓବାଦୀ ମୃତ

ମାଲକାନଗିରି: ପୋଲିସ ଏନକାଉଣ୍ଟର ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ୨୮ ଲକ୍ଷ୍ୟ ଟଙ୍କା ଇନାମୀ ଦୁଇ ମହିଳା ମାଓବାଦୀ ମୃତ। ମଧ୍ୟପ୍ରଦେଶ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ବାଲାଘାଟ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର

ସ୍ୱଭାବିକ ହେବାରେ ଲାଗିଛି ସମ୍ବଲପୁର ସହର

ସମ୍ବଲପୁର : ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଛି ସମ୍ବଲପୁର ସହର । ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଅଘଟଣ ଯୋଗୁଁ ଏବେ ସାରା ସହର ଏକ ପ୍ରକାର ଅଶାନ୍ତ ହୋଇପଡ଼ିଥିଲା । ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ଶାନ୍ତି ଧିରେ ଧିରେ ଫେରିଛି। ଅଶାନ୍ତ ବାତାବରଣରୁ ମୁକ୍ତ ହେଇ

ଭୁବନେଶ୍ୱରର ବିମାନ ବନ୍ଦରରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଦେଶ ପାଇଁ ଲଢ଼ିବାକୁ ଯାଇଥିଲେ । ସହିଦ ହୋଇ ଫେରିଲେ । ଏବେ ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରର ବିମାନ ବନ୍ଦରରେ ମର ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର । ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ

ଯୁବକଙ୍କୁ ବୀଭତ୍ସ ହତ୍ୟା: ଗାଁ ପଡିଆ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହର ହୁଲୁରିସିଂହାରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଛି। କେଉଁ କାରଣରୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ୨୧ ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ।ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ନନ୍ଦା ଓ ଭଦ୍ରା ଚାପର ମରାମତି ସହ ରଙ୍ଗ କାର୍ଯ୍ଯ

ଟ୍ରେନ୍ ଟଏଲେଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବେକରେ କ୍ଷତ ଚି଼ହ୍ନ ଥିବା ନେଇ ପୋଲିସ କଲା ବଡ଼ ଖୁଲାସା

ଭୁବନେଶ୍ୱର: ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା। Grp ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ। ମୃତ ମହିଳାଙ୍କ ବେକକୁ କୌଣସି ଏକ ମୁନିଆ ଜିନିଷରେ ଆଘାତ କରାଯାଇଥିବା ଅନୁମାନ କରାଯାଉଛି । ମହିଳାଙ୍କ

ବାଳକକୁ ହତ୍ୟା ଅଭିଯୋଗ, ଗାଁ ପୋଖରୀରୁ ମିଳିଲା ମୃତଦେହ

ଭଞ୍ଜନଗର : ୧୨ ବର୍ଷର ବାଳକକୁ ହତ୍ୟା ଅଭିଯୋଗ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡି ପଞ୍ଚାୟତର କାଦପଡା ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ କାଦପଡା ଗାଁ ର ଶିବରାମ ପଣ୍ଡାଙ୍କ ନାବାଳକ ପୁଅ । ଶନିବାର ଦିନ ଟିଉସନ୍‌ କୁ ଯାଇ ଘରକୁ ନଫେରିବାରୁ , ପରିବାର