ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ…

ଭୁବନେଶ୍ୱର: ହୋଟେଲରେ ବସିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ । ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ । ଖାଇବା ପିଇବା ଚାଲିଥିବା ବେଳେ ଗଣ୍ଡଗୋଳ । ବଚସାରୁ ହାତାହାତି । ଚେୟାରରେ ପିଟାପିଟି । ଗତକାଲି ଏକାମ୍ର ହାଟରେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତିଙ୍କୁ କିଛି ଲୋକ

୨୫ ରୁ ଆରମ୍ଭ ହେବ ଏକବିଂଶ ତମ ମହାନଗର ମହୋତ୍ସବ…

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ଆରମ୍ଭ ହେବାକୁ ଯାଉଛି ୧୧ ତମ ମହାନଗର ମହୋତ୍ସବ। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ମହାନଗର ମହୋତ୍ସବ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ନାରାୟଣ ମହାଙ୍କୁଡ଼ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ସାମ୍ବାଦିକ

କୂଅରେ ପଡ଼ି ନାବାଳକର ମୃତ୍ୟୁ

କାମାକ୍ଷାନଗର: କୂଅରେ ପଡ଼ି ଜଣେ ନାବାଳକର ମୃତ୍ୟୁ। ମୃତକ ନାବାଳକ ହେଲେ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ବିରଞ୍ଚି ନାରାୟଣ ନାୟକଙ୍କ ୧୨ ବର୍ଷର ପୁଅ ଶୁଭମ ନାୟକ। ସୂଚନା ଅନୁଯାୟୀ, ଶୁଭମ ଗତକାଲି ମାମୁଁଘର ସରଦେଇପୁର ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିବାବେଳେ ଅସାବଧାନତାରୁ କୁଅରେ

ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ

ଅନୁଗୋଳ: ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ । ମୃତକ ଦୁଇ ଜଣ ମୁନି ପ୍ରଧାନ ଓ ଗୌରୀ ରାଉଳ । ଘର ପାଖ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତା ଦୁଇ ଜଣଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ

ଟ୍ରେନ୍ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣା, ପୋଷ୍ଟର ଲଗାଇଲା GRP

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଏକ ଟ୍ରେନ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଷ୍ଟର ଲଗାଇଲା GRP। ମୃତ ମହିଳାଙ୍କ ପରିଚୟ ଜାଣିବାକୁ ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଷ୍ଟର ଲଗାଯାଇଛି। ସେଥିରେ ମହିଲାଙ୍କ

ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ୭ ଗାଁ ଲୋକ

ନବରଙ୍ଗପୁର: କାଳ ହେଲା କାଳବୈଶାଖୀ । ତାଣ୍ଡବ ରଚିଛି । ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ । ଆକାଶରୁ ଖସିଲା ଗଦା ଗଦା କୁଆପଥର । ଏଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପୂଜାରୀଗୁଡା ପଞ୍ଚାୟତର । ଝଡ଼ ବର୍ଷା ସହ କୁଆପଥର ମାଡ଼ରେ ଅସ୍ତବ୍ୟସ୍ତ ହୋଇଛି ୭ ଖଣ୍ଡ ଗାଁ ଲୋକ । ଏତେ କୁଆପଥର

ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ । ଜଣେ ଛାତ୍ରଙ୍କର ଆପାର୍ଟମେଣ୍ଟର ୮ ମହଲା କୋଠାରୁ ଖସି ପ଼ଡି ମୃତ୍ୟୁ ହୋଇଛି । ଆଉ ଜଣେ କଲେଡ ହଷ୍ଟେଲରେ ଫ୍ୟାନରେ ଝୁଲି ପଡ଼ିଲେ । ଚନ୍ଦ୍ରମା ଆପାର୍ଟମେଣ୍ଟରୁ ଖସି ନ୍ୟାସନାଲ୍‌ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ଅନିରାଜ

୫୦ ବର୍ଷରେ ପଦାର୍ପଣ କଲେ ସଚିନ

ମୁମ୍ବାଇ : ସଚିନ ଯେତେବେଳେ ଯୁବାବସ୍ଥାରେ ଥିଲେ ସେ ଜଣେ ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ, କିନ୍ତୁ ୧୯୮୭ରେ ଏମ୍‌ଆର୍‌ଏଫ୍‌ ଫାଉଣ୍ଡେସନ୍‌ରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେନିସ୍‌ ଲିଲି ତାଙ୍କର ଏହି ଆଗ୍ରହକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କୁ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା

ସୁଦାନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ‘ଅପରେସନ୍ କାବେରୀ’

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ବର୍ତ୍ତମାନ ଗୃହଯୁଦ୍ଧ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ସୁଦାନରେ ଫସି ରହିଥିବା ପ୍ରାୟ ୪ହଜାର ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଆରମ୍ଭ କରିଛନ୍ତି। ଏହି ଅପରେସନ ଅଧିନରେ ଭାରତୀମାନେ ଭାରତ

ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ ୮ ଗୁରୁତର…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଆଜି ସକାଳୁ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ର ଜଣାପଡିଛି।ଅଟୋରେ ଆଠ ଜଣ ଯାତ୍ରୀ ଙ୍କୁ ନେଇ ହନ୍ତାଳ ଗୁଡା ଠାରୁ ଚିତ୍ର କୋଣ୍ଡା ଅଭିମୁଖେ ଯାଉଥିବା ସମୟରେ ହଠାତ୍