ଗଉଡଗୁଡା ଗ୍ରାମରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ପକ୍ଷରୁ ତଦନ୍ତ ଜାରି

ମାଲକାନଗିରି (୨୪।୪) : ମାଲକାନଗିରି ଜିଲ୍ଲା ଗଉଡଗୁଡା ଗ୍ରାମରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣା ପଡିଥିବା ବେଳେ ଏହା ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇନି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ

ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସ ଭ୍ୟାନ, ୯ ଆହତ

କାଶିପୁର : ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ ଦୁର୍ଘଟଣା ଘୋଟି ୯ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏମିତି ଏକ ଘୋଟଣା ଘୋଟିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଅଣ୍ଡରାକଞ୍ଚ ଥାନା ଲୁଣ୍ଡୁରୁକୋଣ ଘାଟିରେ । ବାଫଲାମାଳି ବକ୍ସାଇଟ ମାଇନ୍ସରୁ ଡିଉଟିସାରି ବାହାରି ରାୟାଗଡା ପୋଲିସ

ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା : ନକଲି ସାର୍ଟିଫିକେଟ କାରବାରର ମାଷ୍ଟରମାଇଣ୍ଡ ଗିରଫ

ବ୍ରହ୍ମପୁର : ଗୋଷାଣୀନୂଆଗଁl ଥାନା ପୋଲିସ ନକଲି ସାର୍ଟିଫିକେଟ କାରବାରର ରହସ୍ୟ ଉନ୍ମୋଚନ କରି ଏହାର ମାଷ୍ଟରମାଇଣ୍ଡ ଦୈତାରୀ ବେହେରାକୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗେଳେଶ୍ୱରରୁ ଗିରଫ କରିଛି ପୋଲିସ। ସେ ଜଣେ ସରକାରୀ ଶିକ୍ଷକ ଥିବା ବେଳେ ଗତ ୨୦୧୩ ମସିହାରୁ ଏଭଳି ନକଲି ସାର୍ଟିଫିକେଟ

ମହିଳାଙ୍କୁ ମନେରଗା କାର୍ଯ୍ୟରେ ଦୁର୍ବ୍ୟବହାର

ହିଂଜିଳିକାଟୁ (୨୪ା୪) : ହିଂଜିଳି ଥାନା ଶିକିରିଠାରେ ଏକ ମନରେଗା କାର୍ଯ୍ୟରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଶନିବାର ଶିକିରି ପଂଚାୟତ ଅନ୍ତର୍ଗତ ମର୍ଶାଘାଇ ନାଳରେ ମନେରଗା କାର୍ଯ୍ୟ କରିବାକୁ ଶିକରି ଗ୍ରାମର ରେଣୁ ବେହେରା (୨୫)

ଜାଲ ସାର୍ଟିଫିକେଟ ରାକେଟ ର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ…

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ପକ୍ଷରୁ ଜାଲ ରାକେଟ ସାର୍ଟିଫିକେଟର ପର୍ଦ୍ଦାଫାଶ। ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ବାପା ଓ ପୁଅ । ୨୦୦ ଦଶମ ବୋର୍ଡର ଖାଲି ସାର୍ଟିଫିକେଟ, ଯୁକ୍ତ ଦୁଇର ଖାଲି ୧୭୦ ସାର୍ଟିଫିକେଟ, ପ୍ରିଣ୍ଟର,

୧୫ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଆଉ ୧୦ବର୍ଷ ପାଇଁ ହକି ଦଳର ପ୍ରାୟୋଜକ ହେବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ମଧ୍ୟରେ ରହିଛି କଟକ ରିଂ ରୋଡକୁ ( ଖାନ ନଗରଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ) ୬ ଲେନ ବିଶିଷ୍ଟ କରାଯିବ।  ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି

ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ ୯ ଜଣ ପ୍ରାର୍ଥୀ…

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବିତା କରିବେ। ଏଥିଲାଗି ସମୁଦାୟ ୧୦ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିବାବେଳେ ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର

ଯିଏ ଆଇନଶୃଙ୍ଖଳା ଭାଙ୍ଗୁଛି, ତା’ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ: ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ାରେ ବିଜେପିର ସାମ୍ବାଦିକ ସମ୍ମିଳନୀ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ସମ୍ବଲପୁର ହିଂସା ଇତିହାସ ହିଁ କହିବ ବିଜେପି ପ୍ରଶ୍ନର ଉତ୍ତର। ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ କିଛି ନା କିଛି ସେଠି

ଗୃହ ଓ ନଗର ଉନ୍ନୟନ ବିଭାଗ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ବାତିଲ…

ଭୁବନେଶ୍ୱର: ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପାଇଁ ବାତିଲ ହୋଇଛି ଆକାଉଣ୍ଟାଣ୍ଟ ପରୀକ୍ଷା | ମିଳିଥିବା ସୂଚନା ମୁତାବକ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ଦ୍ବାରା ଗତକାଲି ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ଓଡ଼ିଆ ଲେଖାଥିବା ପ୍ରଶ୍ନପତ୍ର ଆସିଥିଲା

ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌

ଭୁବନେଶ୍ବର: CFSLକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌ । ସେଣ୍ଟ୍ରାଲ ଫୋରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗଙ୍କ ମୋବାଇଲ ଫୋନ୍‌ । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ୩ଟି ଫୋନକୁ CFSLକୁ ପଠାଗଲା । ଅର୍ଚ୍ଚନାଙ୍କ ଓପୋ ଓ ସାମସଙ୍ଗ ଫୋଲଡେଡ଼ ମୋବାଇଲ ଓ ଜଗବନ୍ଧୁ ଙ୍କ ଆପଲ ଇ ଫୋନ୍‌କୁ