Sign in
Sign in
Recover your password.
A password will be e-mailed to you.
ବିବାହ ଉତ୍ସବକୁ ଆସି ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ
ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା କୁକୁରପେଟା ଗ୍ରାମକୁ ୩ ଦିନ ତଳେ ଜଣେ ଯୁବକ ଏକ ବିବାହ ଉତ୍ସବକୁ ଆସି ନିଖୋଜ ଥିବା ବେଳେ ଆଜି ତାଙ୍କ ମୃତଦେହ ବାଲିପଟ୍ଟା ତେଲିପୋଲ ନିକଟରୁ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଠାକୁରଗଡ ଥାନା କରଡାବାହାଳ ଗ୍ରାମର ଅମର ସାହୁ ବୋଲି!-->…
ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣିରୁ ଓହରିଗଲେ ବିଚାରପତି
ଅହମ୍ମଦାବାଦ : ଅପରାଧିକ ମାନହାନୀ କେସରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ବଡ଼ ଖବର ଆସିଛି। ଗୁଜରାଟର ତଳ କୋର୍ଟ ରାହୁଲଙ୍କ ବିରୋଧରେ ଦେଇଥିବା ରାୟକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ତାଙ୍କ ଆବେଦନର ଶୁଣାଣି!-->…
ନକ୍ସଲଙ୍କ ବଡ଼ଧରଣର ହମଲା: ଆଇଇଡି ବିସ୍ଫୋରଣରେ ୧୧ ସହିଦ
ରାୟପୁର : ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ାରେ ହୋଇଛି ବଡ଼ ହମଲା। ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡ(ଡିଆରଜି)ର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୁଲିସ୍ ଗାଡ଼ିଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଗାଡ଼ିରେ ଥିବା ୧୦!-->…
ସିମାନ୍ତ ଛତିଶଗଡ଼ରେ ବଡ଼ଧରଣର ନକ୍ସଲ ହମ୍ଲାରେ ୧୧ ଯବାନ ସହିଦ…
ମାଲକାନଗିରି :ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ ନକ୍ସଲ ଆକ୍ରମଣ । କୁମ୍ବି ଅପରେସନ ସାରି ଫେରୁଥିବା (DRG) ଯବାନଙ୍କ ଗାଡିକୁ ଆଇଡି ବିସ୍ଫୋରଣ ଦ୍ୱାରା ନକ୍ସଲ ମାନେ ଉଡାଇଦେଥିବା ସୂଚନା ମିଳିଛି । ଏହି ଆକ୍ରମଣ ରେ ୧୦ଜଣ ଯବାନ ସହିତ ଜଣେ ଗାଡିଚାଳକ ସହ ସହିଦ!-->!-->!-->…
ରୁଜାଙ୍ଗି ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ
ଫୁଲବାଣୀ : ସଦର ବ୍ଲକ୍ ଅନ୍ତର୍ଗତ ରୁଜାଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ବସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ!-->…
ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା : ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା'ପାଟଖଣ୍ଡା ଠାକୁରାଣୀଙ୍କ ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ମାସ ୨୩ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଯାଇଛି । ଏହି ଯାତ୍ରା ୨୧ ଦିନ ଧରି ଆୟୋଜନ ହୋଇ ଆସନ୍ତା ମେ ୧୩ ତାରିଖ ଦିନ ଉଦଯାପିତ ହୋଇ ମା' ନିଜ ମନ୍ଦିରକୁ!-->…
କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ବିଜେପି ନେତାଙ୍କ ସହ ଆଲୋଚନା
ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ସ୍ଥାନୀୟ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷ ଠାରେ ଅବସର ପ୍ରାପ୍ତ କର୍ନେଲ ତଥା ବିଜେପି ନେତା ଶିଶିର କୁମାର ଘୋଷଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବୀ, ଆଇନଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକ,!-->…
ଟିକିରି ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ଓ ରେଳ ଷ୍ଟେସନ ମୁଖ୍ୟ ରାସ୍ତା ମରାମତି ପାଇ ବୈଠକ
କାଶିପୁର : ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେସନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇ ଟିକିରି ଶିବ ମଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ୍ ପୂଵରୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟିକିରି ରେଳ ଷ୍ଟେସନରେ ରହଣୀ ଥିଲା କୋଭିଡ ପାଇ ସବୁ ଟ୍ରେନ ଚଳାଚଳ ବନ୍ଦ!-->!-->!-->…
୪୪ କିଲୋ ଗଞ୍ଜେଇ ସହ ୪ ଗିରଫ : ୨ ଗାଡ଼ି ଜବତ
ଦାରିଙ୍ଗବାଡି (୨୫/୪) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ଵର ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା ଦାରିଙ୍ଗବାଡି ପୋଲିସ । ୪୪ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଟି କାର ଓ ଚାଲାଣରେ ସଂପୃକ୍ତ ଥିବା ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା!-->…
ଗଞ୍ଜାମ ଜିଲ୍ଲା ବିଶ୍ବକର୍ମା ସମାଜର ୨୨ ତାଲୁକା ସାଧାରଣ ବୈଠକ ଅନୁଷ୍ଠିତ
ହିଞ୍ଜିଳିକାଟୁ (୨୫।୪) : ଜାତି ସମାଜର ପ୍ରତ୍ୟେକ ପରିବାର ମଧ୍ୟରେ ସୁସମନ୍ୱୟ ଓ ସହଯୋଗ ରହିଲେ ବିଶ୍ବକର୍ମା ସମାଜର ଉନ୍ନତି ହେଇ ପାରିବ। ଏହାସହ ଉତ୍ତର ପିଢିଙ୍କ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ହେବ ବୋଲି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ବଇଁଚବଣିଆ ସ୍ଥିତ!-->…