Sign in
Sign in
Recover your password.
A password will be e-mailed to you.
ରୁଟି ଓଲଟାଇବାର ସମୟ ଆସିଗଲାଣି, ବିଳମ୍ବ ନ ହେବା ଆବଶ୍ୟକ: ଶରଦ ପାୱାର
ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଆଲୋଚନା ସରଗରମ ହୋଇଛି | ଆଜି ଶରଦ କହିଛନ୍ତି ଯେ ରୁଟି ଓଲଟାଇବାର ସମୟ ଆସିଛି। ମୁମ୍ବାଇରେ ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, କେହି!-->…
ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ, ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା
ବାଲେଶ୍ୱର: ଚିଟଫଣ୍ଡ ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିବାର ଖବର ମିଳିଛି। ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଦ୍ଵାରା ଚିଟ୍ ଫଣ୍ଡ ଠକେଇ ମାମଲାରେ ଦୁଇ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା କରାଯାଇଛି। ‘ମିରାକିଲ୍ ୱଣ୍ଡର’!-->…
ପ୍ରଧାନମନ୍ତ୍ରୀ ନିବାସରେ ୫୦୦ କୋଟି ଖର୍ଚ୍ଚ କାହିଁକି ?
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରୀ ବାସଭବନର ସୌନ୍ଦର୍ଯ୍ୟକରଣ ପାଇଁ ୪୫ କୋଟି ଖର୍ଚ୍ଚ ହେବା କଥା ଜଣାପଡ଼ିବା ପରେ ବିଜେପି କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଛି । ଏହାର ଜବାବରେ ଆମ ଆଦମି ପାର୍ଟି ପକ୍ଷରୁ ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ!-->…
ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣା : ଜଣେ ମୃତ, ଜଣେ ନିଖୋଜ
ରାଜନଗର : ବ୍ରାହ୍ମଣୀରେ ବୁଡ଼ିଲା ଡଙ୍ଗା। ରାଜନଗର ଏକମାଣିଆ – କେରଡ଼ାଗଡ଼ ଘାଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା। ଡଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ନାବାଳକ ଦେବେନ୍ଦ୍ର ବେହେରାଭ୍କ ମୃତ୍ୟୁ ହୋଇଛି । ନାଉରିଆ ସୁଦର୍ଶନ ସ୍ୱାଇଁ ଏବେ ବି ନିଖୋଜ ଅଛନ୍ତି ।
!-->!-->!-->…
ପ୍ଲାଷ୍ଟିକରୁ ଇଟା ତିଆରି କଲେ ଯୁବତୀ…
ନାଇରୋବି: ପ୍ଲାଷ୍ଟିକ୍ କେତେ ବିପଜ୍ଜନକ, ଏହା ତ ଆପଣ ନିଶ୍ଚୟ ଜାଣିଥିବେ | ପ୍ଲାଷ୍ଟିକ ଯେଭଳି ଆମ ପରିବେଶକୁ ପ୍ରଦୂଷିତ କରୁଛି ତାହାକୁ ନେଇ ପରିବେଶବିତ ଚିନ୍ତାରେ ପଡିଯାଇଛନ୍ତି | ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରୟାସ କରାଯାଉଛି ଆଉ ଏହି!-->…
ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ନବରଙ୍ଗପୁର: ମାରି ଦେଇ ଝୁଲାଇ ଦେଲେ !। ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନବରଙ୍ଗପୁର ବେହେରାଗୁଡା ମଣ୍ଡେଇ ପଡିଆ ସାମନା ବରଗଛରେ ଗୋଡ଼ବନ୍ଧା ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗଛରେ ଏକ ବ୍ୟାଗ ମଧ୍ୟ ରହିଛି ।
ଘଟଣାସ୍ଥଳରେ ଟାଉନ!-->!-->!-->…
ସୁଦାନରୁ ଫେରିଲେ ୩୬୦ ଭାରତୀୟ, ବିମାନ ବନ୍ଦରରେ ଭାବବିହ୍ୱଳ ପରିବେଶ
ନୂଆଦିଲ୍ଲୀ : ଅପରେସନ ‘କାବେରି’ ଜରିଆରେ ଅଶାନ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୬୦ ଭାରତୀୟ ଗତକାଲି ସନ୍ଧ୍ୟାରେ ଦେଶରେ ପାଦ ଦେଇଛନ୍ତି। ଏହି ସମୟରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଭାରତ ମାତା କି ଜୟ ଧ୍ୱନୀରେ!-->…
ଟ୍ରେନରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି
ଭୁବନେଶ୍ୱର : ଧାନବାଦ ଏକ୍ସପ୍ରେସରେ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣା । ପରିଚୟ ଜାଣିବା ପାଇଁ ୩ ମୋବାଇଲ ନମ୍ବର ଜାରି କଲା ଜିଆରପି । ୩ ଟି ନମ୍ବର ହେଲା 9438122528, 9438916892, 7008297947… ନିଜ ନାମ ଗୋପନ ରଖି ପରିଚୟ ଜଣାଇପାରିବେ । ମୃତ ମହିଳାଙ୍କ ପରିଚୟ ପାଇବା ପାଇଁ!-->…
ବିଦ୍ରୋହୀ ଜଗଦୀଶ ଓ ଲକ୍ଷ୍ମଣଙ୍କୁ ହରାଇବା ପାଇଁ ବିଜେପିର ସ୍ୱତନ୍ତ୍ର ପ୍ଲାନ
ବେଙ୍ଗାଲୁରୁ : କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପି ପାଇଁ ଏଥର ବିଦ୍ରୋହୀ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ଲାଗିଛନ୍ତି। ବିଜେପି ଛାଡ଼ିଥିବା ପ୍ରାୟ ୧୦ ଜଣ ବରିଷ୍ଠ ନେତା ବିରୋଧୀ କ୍ୟାମ୍ପରେ ଯୋଗ ଦେଇଛନ୍ତି। ଏହି ବିଦ୍ରୋହୀମାନେ ବିଜେପିର ପାରମ୍ପରିକ ଆସନରେ ପ୍ରାର୍ଥୀ!-->…
ସମଲିଙ୍ଗୀ ଦମ୍ପତିଙ୍କୁ କେମିତି ମିଳିବ ସାମାଜିକ ସୁରକ୍ଷା? କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସମଲିଙ୍ଗୀ ଦମ୍ପତିଙ୍କୁ ମୌଳିକ ସାମାଜିକ ଅଧିକାର ପ୍ରଦାନ କରିବା ଦିଗରେ ସରକାର ଉପଯୁକ୍ତ ମାଧ୍ୟମ ବାହାର କରିବେ ଉଚିତ। ବିଶେଷ କରି ଯୁଗ୍ମ ଆକାଉଣ୍ଟ ଖୋଲିବା କିମ୍ବା ବୀମା ପଲିସିରେ ପାର୍ଟନଙ୍କୁ କେମିତି ନୋମିନେଟ କରିବ ହେବ, ତା’ର ବ୍ୟବସ୍ଥା କରାଯିବା ଦରକାର ବୋଲି ଆଜି!-->…