ଶ୍ରୀମତୀ ବିଦୁଲତା ହୁଇକାଙ୍କୁ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ରାୟଗଡା ଜିଲ୍ଲାର ଜିଲ୍ଲା ସଭାପତି ଭାବରେ ନିଯୁକ୍ତ…

ରାୟଗଡ଼ା , ୩୧/୨ : ଯୋଗେଶ୍ୱର ଦାସଙ୍କ ରିପୋର୍ଟ :ଆଜି ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ "କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦ", କେବିକେ ପରିଷଦର ଆନୁଷ୍ଠାନିକ ଶୁଭାରମ୍ଭ ଏବଂ ଜିଲ୍ଲା ସଭାପତିଙ୍କ ନିଯୁକ୍ତି ସମାରୋହ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଶ୍ରୀମତୀ

ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର :ପୁରୁଷ ଓ ମହିଳା ସମାଜର ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ: ପ୍ରଫେସର…

ନୟାଗଡ଼,୩୧/୦୧(ନିସର୍ତ୍ତ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆୟୋଜନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l କଲେଜ ଅଧ୍ୟକ୍ଷ ଡ଼ଃ ବିପିନ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ " ମହିଳା ଓ ବିକାଶ : ସାମ୍ପ୍ରତିକ ସମୟରେ ଆହ୍ୱାନ " ଶୀର୍ଷକ ଉପରେ ଆୟୋଜିତ ଏହି

ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳଙ୍କ ପ୍ରେସ୍ ମିଟ୍

ମାଲକାନଗିରି, ୩୧/୧/୨୬:ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟବନ୍ତ ମହୋତ୍ସବ-୨୦୨୫ କୁ ଆନନ୍ଦ ଉଲ୍ଲାସର ସହ ଶାନ୍ତି ଶୃଙ୍ଖଳାର ରକ୍ଷା କରି ଉପଭୋଗ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ

ଗଞାମ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘ ତରଫରୁ କମ୍ବଳ ବଣ୍ଟନ…

ବ୍ରହ୍ମପୁର : ଗଞାମ ଜିଲ୍ଲା ଅବସରପ୍ରାପ୍ତ ପୋଲିସ ଅଫିସର ସଂଘ ,ବ୍ରହ୍ମପୁର ତରଫରୁ ସଭାପତି ପ୍ରକାଶ ଚନ୍ଦ୍ର ସାହୁ ଓ କାର୍ଯକାରି ସଭାପତି ଶାନ୍ତନୁ କୁମାର ପାଢୀ ଙ୍କ ନେତୃତ୍ବରେ ବ୍ରହ୍ମପୁରରେ ବିଭିନ୍ନ ସ୍ଥାନରେ ଶୀତରେ ଥରି ଅସହାୟ ଅବସ୍ଥାରେ ଶୋଇଥିବା ବ୍ୟକ୍ତି ମାନଙ୍କୁ ଗତ

ମସ୍କୋ ଯିବେନି ଜେଲେନ୍‌ସ୍କି

କିଏଭ୍‌: ଯୁଦ୍ଧ ବିରତି ପ୍ରସଙ୍ଗରେ ଆଲୋଚନା କରିବାକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ତରଫରୁ ଯେଉଁ ଆମନ୍ତ୍ରଣ କରାଯାଇଥିଲା, ତାହାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି। ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଜେଲେନ୍‌ସ୍କି

ମୋମୋ ଗୋଦାମ ଅଗ୍ନିକାଣ୍ଡ ଘଟଣାରେ ମମତା ସରକାରଙ୍କୁ କଡ଼ା ସମାଲୋଚନା କଲେ ଶାହ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଶାଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କୋଲକତା ମୋମୋ ଗୋଦାମ ଅଗ୍ନିକାଣ୍ଡ ଘଟଣାରେ ମମତା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶାହ । ଶାହ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ବେଲୁଚିସ୍ତାନର ୧୦ ସହର ଉପରେ କବଜା କଲା BLA, ୧୦ ପାକ୍ ଜବାନ ମୃତ

ବେଲୁଚିସ୍ତାନ: ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଲଢ଼ୁଆମାନେ ଅନେକ ବଜାରକୁ ନିୟନ୍ତ୍ରଣ କରିଛନ୍ତି । ‘ଦି ବେଲୁଚିସ୍ତାନ ପୋଷ୍ଟ’, X ରେ ପୋଷ୍ଟ କରିଛି ଯେ BLA ଲଢ଼ୁଆମାନେ, ବଜାରଗୁଡ଼ିକୁ କବଜା କରୁଛନ୍ତି । ଏପର୍ଯ୍ୟନ୍ତ, ସେମାନେ

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର

ମୁମ୍ବାଇ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ଅଜତି ପାୱାରଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯିବା ପରେ ଏହି ପଦ ପାଇଁ ସୁନେତ୍ରାଙ୍କୁ ଚୟନ କରାଯାଇଥିଲା । NCP

ଖଣିରେ ଭୂସ୍ଖଳନ, ଚାଲିଗଲା ୨୦୦ରୁ ଅଧିକ ଜୀବନ

କଙ୍ଗୋ : କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁ ଖଣିର ମାଟି

ପୁଅ ଜନ୍ମ ନ ହେବାରୁ ସ୍ତ୍ରୀକୁ ମାରି ନଦୀରେ ଫିଙ୍ଗିଲା ସ୍ବାମୀ

ବିହାର : ପୁଅ ପାଇଁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ । ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସିକନ୍ଦରପୁର ଥାନା ଅଞ୍ଚଳର ୧୭ ନମ୍ବର ୱାର୍ଡର ବାଲୁଘାଟ ଗଳି ନମ୍ବର ୩ରେ ପୁଅ ନ ଥିବାରୁ ରାଗରେ ସ୍ୱାମୀ ତାଙ୍କ ଭାଇମାନଙ୍କ ସହିତ ମିଶି ତାଙ୍କ