Sign in
Sign in
Recover your password.
A password will be e-mailed to you.
୨ଟି ଭାଲୁ ସହ ଲଢ଼ି ଜୀବନ ବଞ୍ଚାଇଲେ ଛାତ୍ର
ନୀଳଗିରି : ଭାଲୁ ସହ ଲଢ଼ି ଜଣେ ଛାତ୍ର ନିଜ ଜୀବନ ବଞ୍ଚାଇବା ଘଟଣା ନୀଳଗିରି ଅଞ୍ଚଳରେ ବେଶ୍ ଚର୍ଚ୍ଚା ହୋଇଛି । ପୋଡ଼ାଶୋଳ ନିକଟ ପାତ୍ରସାହିର ଧୀରେନ୍ଦ୍ର ପାତ୍ରଙ୍କ ପୁଅ ପ୍ରଭାତ, ନିକଟସ୍ଥ ରାଧାମାଧବ ହାଇସ୍କୁଲର ନବମଶ୍ରେଣୀରେ ପାଠ ପଢ଼ନ୍ତି । ଆଜି ସକାଳୁ ସେ ଗାଁ ନିକଟ ସିଟିସ୍କୁଲ ପଡ଼ିଆ!-->…
ନରସିଂହପୁର କ୍ଲଷ୍ଟରର ୭ମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଆୟୋଜିତ…
ଶିଶୁ ସୁରକ୍ଷା ଓ ଶିକ୍ଷା ଗୁଣତ୍ମକମାନକୁ ନେଇ ନରସିଂହପୁର କ୍ଲଷ୍ଟରର ୭ମ ମାସିକ ବୈଠକ
ନୟାଗଡ଼, ୩୧/୦୧(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ୭ମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ସଫଳତାର ସହ ଆୟୋଜିତ!-->!-->!-->…
ପରିତ୍ୟକ୍ତ ନାଳରୁ ଯୁବକର ମୃତ ଦେହ ଉଦ୍ଧାର : ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ
ନୟାଗଡ଼,୩୧/୦୧(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ସିନ୍ଦୁରିଆ ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ ନାଳରୁ ଏକ ଯୁବକର ମୃତ ଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ହେଉଛନ୍ତି ବରପଲ୍ଲୀ ଗ୍ରାମର ବିକାଶ ପ୍ରଧାନ (୨୨) ବର୍ଷ , ପିତା ଭୀମସେନ ପ୍ରଧାନ । ସୂଚନା!-->…
ଓଡ଼ିଆ ଭାଷାରେ ଏକାଦଶ ଶ୍ରେଣୀ ବିଜ୍ଞାନ ସନ୍ଦର୍ଭ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ ଗୁଡିକ ଉନ୍ମୋଚନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ ମଧ୍ୟରେ ଗଣିତ,!-->…
କ୍ଲାସ ନ କରି କଲେଜରେ ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଆକ୍ସନ୍ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏହା ସହ ଦରମା ମଧ୍ୟ ବନ୍ଦ ହୋଇପାରେ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସବୁ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର!-->…
୩ଟି ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ୫ ମୃତ…
ବହ୍ମପୁର: ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ୩ଟି ବାଇକ୍ ଉପରେ ଏକ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଭୁଲ ରାସ୍ତାରେ ଆସି ଏକ ଟ୍ରକ ୩ଟି ମୋଟରସାକେଲକୁ ସାମ୍ନା ପଟୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା ।
ସେହିପରି!-->!-->!-->…
ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ..
ଭୁବନେଶ୍ବର: ଭୁବନେଶ୍ୱରରେ ଶନିବାର ଭୋର ସମୟରେ ଦୁର୍ବୃତ୍ତମାନେ ଖଣ୍ଡାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ ହୋଇଛନ୍ତି।
ଚିଣ୍ଟୁ ନାମକ ପୀଡିତ ବ୍ୟକ୍ତି ରାଜଧାନୀର ପାତ୍ରପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।ପ୍ରାଥମିକ ସୂଚନା ଅନୁଯାୟୀ,!-->!-->!-->…
ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ସ୍ବତନ୍ତ୍ର ନୀତି ନିର୍ଘଣ୍ଟ
ଭୁବନେଶ୍ୱର: ଫେବୃଆରୀ ୧୫ରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା । ଏନେଇ ଶୁକ୍ରବାର ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାତି ୧୦ଟାରେ ମନ୍ଦିର ଚୁଡ଼ାକୁ ମହାଦୀପ ଉଠିବା ନେଇ ସ୍ଥିର ହୋଇଛି ।
ଏହି ବୈଠକରେ!-->!-->!-->…
ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ: ଘୋଷଣା କଲେ ସରକାର
ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧକୁ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ ଭାବେ ଘୋଷଣା କଲେ ରାଜ୍ୟ ସରକାର । ଏନେଇ ଶୁକ୍ରବାର ବରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ସହକାରୀ ପ୍ରଣାଳୀ,!-->…
ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପକ୍ଷରୁ ମହାବିଦ୍ୟାଳୟର ଅଧ୍ଯକ୍ଷ ଲକ୍ଷ୍ମଣ ପାଳ ଓ ଚତୁର୍ଥ ଶ୍ରଣୀ କର୍ମଚାରୀ ଦିବାକର ମଲ୍ଲିକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଓଡ଼ିଆ ବିଭାଗ ଅଧ୍ୟାପକ ଡ.ବିଭୂତି ଭୂଷଣ!-->…