ଝରୀଗାଁରେ ଶ୍ରମିକମାନଙ୍କ ବିଶାଳ ଶୋଭାଯାତ୍ରା: ବିଭିନ୍ନ ଦାବି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଉମରକୋଟ (୧୬/୦୪/୨୦୨୬) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାରକୁ ନେଇ ‘ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଘ’ (ପଞ୍ଜିକରଣ ସଂଖ୍ୟା–୫୦୫/୨୦୨୬୩) ପକ୍ଷରୁ ଏକ ବ୍ୟାପକ ଦାବିପତ୍ର ପ୍ରଦାନ କରାଯାଇଛି। ସଙ୍ଘର ଶତାଧିକ

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ସରଣ୍ ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ- ନକ୍ସଲ ଗୁଳି ବିନିମୟ ଜାରି ରହିଛି । ନକ୍ସଲଙ୍କ ଶେଷ କ୍ୟାଡ଼ର ମିଶିର ବେଶ୍ରା ଓ ତା ସହ କିଛି କ୍ୟାଡ଼ର ନକ୍ସଲ ରହିଥିବା ସମ୍ପର୍କରେ ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ

ମାଟ୍ରିକରେ ୫୦୦ରୁ ୫୦୦ ମାର୍କ ରଖି ରେକର୍ଡ କଲେ ଟିନା ରଥ

ଭୁବନେଶ୍ୱର : ଅପ୍ରିଲ୍‌ ୧୫ରେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକଣ୍ଡାରି ଏଜୁକେସନ୍‌ (ସିବିଏସ୍‌ଇ‌)ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପରୀକ୍ଷା ପାଇଁ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ଯେଉଁଥିରେ ବାଜି ମାରିଛନ୍ତି ଓଡ଼ିଆ ଛାତ୍ରୀ ଟିନା ରଥ । ପୁରୀ

ସ୍ତ୍ରୀର ଗଳା ଚିପି ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ବଡ଼ପୁଟ ଗାଁରେ ସ୍ତ୍ରୀର ଗଳା ଚିପି ହତ୍ୟା ଅଭିଯୋଗରେ ହତ୍ୟାକାରୀ ସ୍ବାମୀ ପ୍ରକାଶ ରାଉତ(୩୬)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଜାମିନ ଖାରଜ ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ : ମୁଗ, ବିରି ଓ ଚିନାବାଦାମର ଦର ଧାର୍ଯ୍ୟ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି ହଲ୍‌ଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୨୦୨୫-୨୬ ରବି ଋତୁ ପାଇଁ ଜିଲ୍ଲାରେ ଉତ୍ପାଦିତ ହେଉଥିବା ମୁଗ,

ଆସିକା କଳିଙ୍ଗ ରୋଡ଼ ମୁଖ୍ୟ ରାସ୍ତାରୁ ମୃତ ଦେହ ଉଦ୍ଧାର ପରିବାର ପକ୍ଷରୁ ଅଂଶୁଘାତ ଅଭିଯୋଗ…..!

ବ୍ରହ୍ମପୁର : ଆସିକା କଳିଙ୍ଗ ରୋଡ଼ ସ୍ଥିତ ଟୁଇନ ରିଭର ପାର୍କ କଡ଼ରୁ ମୃତ ଦେହ ପୋଲିସ ଉଦ୍ଧାର କରିଛି।ମୃତକ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ସୁନ୍ଦରିଆ ପଡା ଗ୍ରାମର ପାଣ ଖଣ୍ଡୁଆଳ ଙ୍କ ପୁଅ ପ୍ରଶାନ୍ତ ଖଣ୍ଡୁଆଳ (୩୦) ଡାକନାମ (ପିଣ୍ଟୁ )। ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ମୃତ

ମାଲକାନଗିରିରେ ଶ୍ରୀରାମ ବନଗମନ ପଥ ଯାତ୍ରା—ସାଧୁସନ୍ଥଙ୍କ ଆଗମନ, ପବିତ୍ର ସ୍ଥଳୀ ମାନଙ୍କର ଉନ୍ନତି ପାଇଁ ଦାବି

ମାଲକାନଗିରି : ଅଯୋଧ୍ୟା ଠାରୁ ରାମେଶ୍ୱର ପର୍ଯ୍ୟନ୍ତ ଚାଲୁଥିବା ଶ୍ରୀରାମ ବନଗମନ ପଥ ଯାତ୍ରା ସନ୍ଦର୍ଭରେ ଆଜି ମାଲକାନଗିରି ଜିଲ୍ଲାରେ ସାଧୁସନ୍ଥମାନଙ୍କ ଆଗମନ ହୋଇଥିଲା। ଏହି ଯାତ୍ରା ଭଗବାନ ଶ୍ରୀରାମଙ୍କ ୧୪ ବର୍ଷର ବନବାସ ସମୟରେ ଯେଉଁ ପଥରୁ ସେ ଗତି କରିଥିଲେ, ସେହି ପୌରାଣିକ ଓ

ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟର ବାର୍ତ୍ତାଳପ: ଯୁଦ୍ଧ ପରିସ୍ଥିତି ଓ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ନେଇ…

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟ୍ ଧରି ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ପଶ୍ଚିମ ଏସିଆ ସଙ୍କଟ ଏବଂ ହର୍ମୁଜ୍ ପ୍ରଣାଳୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

ଇରାନକୁ କୌଣସି ପ୍ରକାରର ଯୁଦ୍ଧାସ୍ତ୍ର ପଠାଇବ ନାହିଁ ବେଜିଂ: ଟ୍ରମ୍ପ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ବଡ଼ ଦାବି କରିଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ୟକ୍ତିଗତ ଭାବେ ନିଶ୍ଚିତ କରିଛନ୍ତି ଯେ ବେଜିଂ କୌଣସି ପ୍ରକାରର ଯୁଦ୍ଧାସ୍ତ୍ର ଇରାନକୁ ପଠାଇବ ନାହିଁ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଚିଠି ଆଦାନ ପ୍ରଦାନ ବେଳେ

ସ୍କୁଲରେ ଗୁଳିକାଣ୍ଡ: ୪ ମୃତ, ୨୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ପୁଣି ତୁର୍କୀର ଏକ ସ୍କୁଲରେ ଭୟାବହ ଗୁଳିକାଣ୍ଡ । ସ୍କୁଲ ଛାତ୍ରର ଆଖିବୁଜା ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର । ମୃତକଙ୍କ ମଧ୍ୟରେ ତିନି ଛାତ୍ର ଓ ସ୍କୁଲର ଜଣେ ଶିକ୍ଷକ ସାମିଲ ଅଛନ୍ତି। ସ୍କୁଲରେ ଗୁଳିକାଣ୍ଡ ଖବର ପାଇ ପୋଲିସ ତୁରନ୍ତ