Sign in
Sign in
Recover your password.
A password will be e-mailed to you.
ପ୍ରତିବାଦକାରୀଙ୍କ ଉପରେ ଗୁଳି ଚାଳନା, ୯ ମହିଳାଙ୍କ ମୃତ୍ୟୁ
ଆବୁଜା: ନାଇଜେରିଆରେ ସୈନିକମାନେ ପ୍ରତିବାଦ କରୁଥିବା ମହିଳାଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳିଚାଳନା ଯୋଗୁଁ ୯ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେନା ମଧ୍ୟ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରିଛି। ଉତ୍ତର-ପୂର୍ବ ଆଡମାୱା ରାଜ୍ୟରେ ସାମ୍ପ୍ରଦାୟିକ ସଂଘର୍ଷକୁ ସେନା ପରିଚାଳନା କରିବା!-->…
ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ ବ୍ୟବହାର କରିବେନି ୧୬ ବର୍ଷରୁ କମ୍ ବୟସର ପିଲା
ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆରେ ସୋସିଆଲ ମିଡିଆ କଟକଣା । ଆଜିଠାରୁ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିବନ୍ଧକ ଲଗାଯାଇଛି । ଯେଉଁଥିରେ ଟିକଟକ୍, ୟୁଟ୍ୟୁବ୍ ଏବଂ ମେଟାର ଇନଷ୍ଟାଗ୍ରାମ, ଫେସବୁକ୍ ଭଳି ବଡ଼ ବଡ଼ ଆପ୍ସ ବ୍ୟତୀତ ଥ୍ରେଡ୍ସ, ଏକ୍ସ,!-->…
ଭକ୍ତଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ: ସୋନିଆଙ୍କୁ ଚିଠି ଲେଖିଲେ ମୋକିମ
ଭୁବନେଶ୍ବର: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ । ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ନେତୃତ୍ୱ । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ!-->…
ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ କରି କଲେଜ ଅଧ୍ୟକ୍ଷ ଗିରଫ
ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପରମାନନ୍ଦ ମହାବିଦ୍ୟାଳୟରେ। କିଛି ମାସ ତଳେ ରସାୟନ ବିଭାଗରେ ନିଯୁକ୍ତି ପାଇଥିବା ଜଣେ ଯୁବତୀଙ୍କ ଫୋନକୁ ଉକ୍ତ କଲେଜର ଅଧ୍ୟକ୍ଷଙ୍କ ମେସେଜ!-->…
ଆଜିଠୁ ୧୪ ତାରିଖ ଯାଏ ଆବେଦନ କରିପାରିବେ ଯୁକ୍ତ ଦୁଇ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀ
ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ ଜାରି ରହିଛି। ଏହିକ୍ରମେ ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ଯୁକ୍ତଦୁଇ ଚତୁର୍ଥ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା!-->…
ଜାନୁଆରୀରୁ ଠପ ହୋଇପାରେ ଓପିଡି ରୋଗୀ ସେବା, ଡାକ୍ତର ସଂଘର ଚେତାବନୀ
ଭୁବନେଶ୍ୱର : ଜାନୁଆରୀରୁ ଠପ ହୋଇପାରେ ଡାକ୍ତରଖାନାରେ ଓପିଡି ରୋଗୀ ସେବା । ଜାନୁଆରୀରୁ ଡାକ୍ତର ଓପିଡି ବନ୍ଦ କରିବା ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମକୁ କରିବେ ବୟକଟ । ପ୍ରେସମିଟରେ ଏଭଳି ଚେତାବନୀ ଦେଇଛି ଓଡ଼ିଶା ଡାକ୍ତର ସଂଘ- ଓମସା । ୧୮!-->…
ସପ୍ତାହାନ୍ତରେ ସାରା ଦିନ ଖୋଲା ରହିବ BDA ପାର୍କ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଏହାର ପାର୍କଗୁଡ଼ିକର କାର୍ଯ୍ୟ ସମୟର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ପ୍ରାତଃଭ୍ରମଣକାରୀ, ଫିଟନେସ୍ ଉତ୍ସାହୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, BDA ସପ୍ତାହାନ୍ତରେ ଏହାର ସମସ୍ତ ପାର୍କଗୁଡ଼ିକୁ!-->…
ଜମି ଟଙ୍କା ନଦେବାରୁ କାର୍ଯ୍ୟାନୁଷ୍ଠାନ: ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ
ଢେଙ୍କାନାଳ : ଜମି ଟଙ୍କା ନଦେବାରୁ ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ । ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ସିଭିଲ୍ କୋର୍ଟ ଜଜ୍ । ନିର୍ଦ୍ଦେଶ ପରେ ତହସିଲଦାର ସ୍ଵାଧିନ କୁମାର ବେହରାଙ୍କ ଗାଡି,!-->…
ପଠା ପଢ଼ା ଛାଡି ଆନ୍ଦୋଳନ କରିବା ଠିକ ନୁହେଁ, ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ହେବ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ କଡ଼ା ଚେତାବନୀ । ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବିକୁ ନେଇ ବିଚାର କରୁଛନ୍ତି । ଯେଉଁ ଦାବି ଗୁଡିକ ପୂରଣ କରାଯାଇ ପାରିବ ସେ ସବୁ!-->…
ବିଶ୍ବବିଦ୍ୟାଳୟରେ ରାଗିଂ, ଡ୍ରଗ୍ସ ନ ନେବାରୁ ଛାତ୍ରଙ୍କୁ ମାଡ଼ !
ପିପିଲି : ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଡ୍ରଗ୍ସ ନେବାକୁ ବାଧ୍ୟ କରିବା ସହ ପାଇଖାନା ଚଟାଣ ଚଟାଇ ମାଡ଼ ମାରିଲେ । ଭୁବନେଶ୍ବର ଉପକଣ୍ଠ ପିପିଲି ବ୍ଲକ ଅଞ୍ଚଳରେ ଥିିବା ବିଶ୍ବବିଦ୍ୟାଳୟରୁ ଅଭିଯୋଗ ହୋଇଛି । ଛାତ୍ରଙ୍କୁ ମାଡ଼ ମାରିବା ସହ ଦୁଇଲକ୍ଷ ଟଙ୍କା ଦେବାକୁ ଧମକ!-->…