Sign in
Sign in
Recover your password.
A password will be e-mailed to you.
ଯୁବକଙ୍କ ଆକସ୍ମିକ ମୃତ୍ୟୁ
ହିଞ୍ଜିଳିକାଟୁ : ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନସାହିର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରପରିଷଦର ପୂର୍ବତନ ନଗରପାଳ ଶିବରାମ ଗୌଡଙ୍କ ଜ୍ୟେଷ୍ଠ ପୁତ୍ର ଶାଶ୍ବତ ଗୌଡ (୨୬) । ପ୍ରକାଶ ଯେ, ଯୁବକ ଜଣଙ୍କ!-->…
ଶ୍ରାବଣମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ କାଉଡିଆମାନେ ଜଳାଭିଷେକ କଲେ
ମାଲକାନଗିରି : ଶ୍ରାବଣ ମାସ ପ୍ରଥମ ସୋମବାର ଉପଲକ୍ଷେ ଆଜି ସକାଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶୈବପୀଠ ଗୁଡିକରେ ବୋଲବମ କାଉଡିଆ ମାନେ ଜଳାଭିଷେକ କରି ନିଜର ମାନଶିକ ପୁରଣକରିଛନ୍ତି । ବିଶେଷ କରି ମାଲକାନଗିରି ସହର ପ୍ରବେଶ ଦ୍ଵାର ମାଲ୍ୟବନ୍ତ ପର୍ବତ ଶିଖରେ ଥିବା ମାଲକାନଗିରି ଜିଲ୍ଲାର!-->…
ମହାଦେବଙ୍କଠାରେ ଜଳଲାଗି କଲେ ଶତାଧିକ କାଉଡ଼ିଆ
ହିଞ୍ଜିଳିକାଟୁ : ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା ସକାଶେ କାଉଡ଼ିଆ ମାନେ ନିଜର ମାନସିକ ପୁରଣ କରିବା ଲାଗି ବୋଲବମ ଯାତ୍ରା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ପ୍ରଥମ ସୋମବାର ସକାଶେ କାଉଡ଼ିଆ ମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ!-->…
ମାଲକାନଗିରି ବନବିଭାଗ ଦ୍ବାରା କାଠ ବୋଝେଇ ଟ୍ରକ ଅଟକ
ମାଲକାନଗିରି : ଆଜି ମାଲକାନଗିରି ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରିରୁ ଉମରକୋଟ ପରିବହନ ହେବାକୁ ଥିବା ଏକ କାଠ ବୋଝେଇ ଟ୍ରକ ନମ୍ବର ସିଜି ୦୪ ଏନ ଏକ୍ସ ୧୭୦୬ କୁ ଅଟକ ରଖିଛନ୍ତି । ଉକ୍ତ ଟ୍ରକରେ ନିଳଗିରି କାଠ ସହ କିଛି ଚାକୁଣ୍ଡା କାଠ ରହିଥିବା ବେଳେ ଉକ୍ତ ଚାକୁଣ୍ଡା ଗଛ!-->…
ସୀମାନ୍ତରେ ମାଓବାଦୀ ଖଞ୍ଜିଥିବା ଆଇଡି ବୋମା ବିସ୍ଫୋରଣରେ ୩ ଗ୍ରାମବାସୀ ଗୁରୁତର
ମାଲକାନଗିରି : ଜଙ୍ଗଲ ଭିତରେ ଛତୁ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ମାଓବାଦୀଙ୍କ ଆଇଡି ବୋମାର ଶିକାର ହେଲେ ୩ ଜଣ ଗ୍ରାମବାସୀ। ଆଇଡି ବୋମା ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସହ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି!-->…
ଶ୍ରାବଣ ପ୍ରଥମ ସୋମବାର: ଜଳାଭିଷେକ ପାଇଁ ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼
ବାଲିଗୁଡା : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ସକାଳୁ ସକାଳୁ ସମସ୍ତ ଶିବ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଗୁଡିକରେ ଭକ୍ତ ମାନଙ୍କର ପ୍ରବଳ ଭିଡ ଜମିଥିବାରୁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ । ଶ୍ରାବଣ ମାସରେ କାଉଡିଆମାନେ ମାନସିକ କରି ଶିବଙ୍କ ମସ୍ତକରେ ଜଳଲାଗି!-->…
ବିଜେପିର ସାଙ୍ଘାତିକ ଅଭିଯୋଗ: ବାଲେଶ୍ବର ଛାତ୍ରୀ ଘଟଣା ପଛରେ କଂଗ୍ରେସର ହାତ
ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏବେ ଶାସକ ବିଜେପି ସାଙ୍ଘାତିକ ଅଭିଯୋଗ ଆଣିଛି। ଏହି ଘଟଣା ପଛରେ ଛାତ୍ର କଂଗ୍ରେସର ହାତ ରହିଛି ବୋଲି ବିଜେପି ଅଭିଯୋଗ କରିଛି। ନିଜ ଜୀବନ ନେବାକୁ!-->…
ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ
ଭୁବନେଶ୍ବର: ବାଲେଶ୍ବର ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି। ଏହି ଘଟଣା ପରେ ସରକାରଙ୍କ ଚେତା ପଶିଛି। ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନକୁ ନେଇ ତାଗିଦ୍ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ଅଭିଯୋଗ କମିଟିର ସ୍ଥିତିକୁ ଉଚ୍ଚ!-->…
ରାଧିକାଙ୍କ ଆଇଫୋନ ଖୋଲିବ କି ହତ୍ୟାର ରହସ୍ୟ!
ନୂଆଦିଲ୍ଲୀ: ଗୁରୁଗ୍ରାମରେ ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି। ଝିଅ ହତ୍ୟା ମାମଲାରେ ବାପା ଦୀପକ ଯାଦବଙ୍କୁ ପୁଲିସ ଗିରଫ କରିଛି। ଦୀପକ ପୁଲିସ ସାମ୍ନାରେ ନିଜର ଦୋଷ ସ୍ବୀକାର କରି କହିଥିଲେ, ‘ରାଧିକାଙ୍କୁ ବାରମ୍ବାର ତାଙ୍କର ଟେନିସ୍ ଏକାଡେମୀ ବନ୍ଦ!-->…
ସମୁଦ୍ର ଭିତରେ ପାକିସ୍ତାନ ଓ ତୁର୍କୀକୁ ଉଚିତ ଜବାବ ଦେଲା ଭାରତ
ନୂଆଦିଲ୍ଳୀ: ସମୁଦ୍ର ଭିତରେ ପାକିସ୍ତାନ ଓ ତୁର୍କୀକୁ ଉଚିତ ଜବାବ ଦେଇଛି ଭାରତ । ସାମୁଦ୍ରିକ ସୀମାରେ ଗ୍ରୀକ୍ ସେନା ସହ ମିଶି ଭାରତୀୟ ନୌସେନା ଯୁଦ୍ଧାଭ୍ୟାସ କରିଛି । ଏହାକୁ ନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ୍ ‘ରେ ଫଟୋ ସେୟାର କରିଛି ଭାରତୀୟ ସେନା । ଗତ ଜୁଲାଇ ୧୦ ତାରିଖରେ!-->…