ଆସନ୍ତା ୧୦ତାରିଖରେ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ…

ସୁନ୍ଦରଗଡ଼ :ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଘନ ଘନ ଗସ୍ତ କରୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ବିଜେଡି ବିଧାୟକ ଶାରଦା ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,

ଚିତ୍ରକୋଣ୍ଡା ଆଇସିଡ଼ିଏସ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଚିତ୍ରକୋଣ୍ଡା : ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ କେତେକ ସ୍ଥାନରେ ଚିତ୍ରକୋଣ୍ଡା ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ସାତ ଦିନ ଧରି ଅର୍ଥାତ ଗଲା ତିନି ତାରିଖ ଠାରୁ ନଅ

ନରସିଂହ ମିଶ୍ର ମୋ ବାପାଙ୍କ ଚରିତ୍ର ଉପରେ କୌଣସି ଆପତ୍ତିଜନକ ଟିପ୍ପଣୀ ନ ଦିଅନ୍ତୁ: ଦୀପାଳି ଦାସ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ ଉପରେ ଦୀପାଳି ଦାସ ମୁହଁ ଖୋଲିଛନ୍ତି। ନବ ଦାସଙ୍କ ଝିଅ ଦୀପାଳି କହିଛନ୍ତି, ନରସିଂହ ମିଶ୍ର ବାପାଙ୍କ ଚରିତ୍ର ଉପରେ କୌଣସି ଆପତ୍ତିଜନକ ଟିପ୍ପଣୀ ନ

ରୋଟାରୀ କ୍ଳବ ରାଉରକେଲା ରିଭର ସାଇଡ ତରଫରୁ ଆଂସିନାରେଟର ପେଡ ବର୍ଣ୍ଣିଙ୍ଗ ମେସିନ ପ୍ରଦାନ

ରାଉରକେଲା : ଆଜି କଳିଙ୍ଗ ବିହାରସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୋଟାରୀ କ୍ଳବ ରାଉରକେଲା ରିଭର ସାଇଡ ତରଫରୁ ଏକ ଆଂସିନାରେଟର ପେଡ ବର୍ଣ୍ଣିଙ୍ଗ ମେସିନ ପ୍ରଦାନ କରାଯାଇଛି | ଉକ୍ତ ମେସିନ ଟିକୁ କ୍ଳବର ସମ୍ପାଦକ ଭଗବାନ ପାଢ଼ୀ ଙ୍କ ସହଧାର୍ମିଣୀ ଜୟଶ୍ରୀ ପାଢ଼ୀ ଅନୁଦାନ

ଡିଜେ ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ସୋର: ଦୋଳ ମେଳଣ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ମହିଳା। ବାଲେଶ୍ବର ଜିଲ୍ଲା ସୋର ଥାନା ସୋର-କୁପାରୀ ରାସ୍ତା କାନପୁର ପୋଲ ନିକଟରେ ଆଜି ଅପରାହ୍ନରେ ଏକ ପିକ୍‌ଅପ୍‌ ଡିଜିକୁ ଟାଣି ଟାଣି ନେଉଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ଉପରେ ଓଲଟି

ରାଜ୍ୟରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର :ଅସମ୍ଭାଳ ହେଲାଣି ଓଡ଼ିଶାର ତାତି। ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ ଯାତ୍ରା। ଏବେ କିନ୍ତୁ ପାଣିପାଗକୁ ନେଇ ଆସିଛି ଖୁସି ଖବର। ଗୁଳୁଗୁଳିରୁ ମିଳିବ ସାମାନ୍ୟ ଆସ୍ୱସ୍ତି। କାରଣ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକ

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ସ୍ଥାପନରେ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ଜେନାଙ୍କର ପ୍ରମୁଖ ଭୂମିକା ଥିଲା। ସେ ପ୍ରଥମ ଓଡ଼ିଆ

ଗୋପାଳକୃଷ୍ଣ ଦାସକୁ ଯିଏ ସୁପାରୀ ଦେଇଛନ୍ତି, ସେ ତାକୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶେର ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳକୃଷ୍ଣ ଦାସକୁ ଯିଏ ସୁପାରୀ ଦେଇଛନ୍ତି, ସେ ତାକୁ ଆଶ୍ବସ୍ତି ମଧ୍ୟ ଦେଇଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ତତେ ବଞ୍ଚେଇ ଦିଆଯିବ ବୋଲି ମଧ୍ୟ ଆଶ୍ବସ୍ତି ଦିଆଯାଇଛି। ବିରୋଧୀ ଦଳ ନେତା

ଚିନ୍ମୟୀଙ୍କ ମୃତ୍ୟୁ ହତ୍ୟା ନୁହେଁ, ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି : ସମ୍ବଲପୁର ଏସପି

ସମ୍ବଲପୁର: ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି।ସେ ଆହୁରି କହିଛନ୍ତି ଯେ

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ…

ଯାଜପୁର: ଜିଲା ସ୍ପେଶାଲ ସ୍କ୍ୱାର୍ଡ ଓ ବଡ଼ଚଣା ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ଜଣ ଗିରଫ। ବଡ଼ଚଣା ଥାନା କୋଲ ସାହି କାଜୁ ଜଙ୍ଗଲରୁ ଏହି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ଓଜନ ୮୪କେଜି ହେବ ବୋଲି ଯାଜପୁରରୋଡ଼ ଏସଡ଼ିପିଓ ସଂଜୟ ପଟ୍ଟନାୟକଙ୍କ ସୂଚନା।