Sign in
Sign in
Recover your password.
A password will be e-mailed to you.
ମେଘାଳୟର ସିଏମ ଭାବରେ ଶପଥ ନେଲେ କୋନାରଡ ସଙ୍ଗମା…
କୋନାରଡ ସଙ୍ଗମା ଦ୍ୱିତୀୟ ଥର ପାଇଁ ମେଘାଳୟର ସିଏମ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଉପସ୍ଥିତ ଥିଲେ।
ମେଘାଳୟ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଫେବୃଆରୀ ୨୭ରେ ମତଦାନ!-->!-->!-->…
ବିଶ୍ଵ ମହିଳାଦିବସ ଉପଲକ୍ଷେ ରାଉରକେଲା ବିଜୁ ମହିଳାଦଳ ତରଫରୁ ପ୍ରସ୍ତୁତି ବୈଠକ…
ରାଉରକେଲା : ଆଜି ବିଜେଡି କାର୍ଜ୍ୟଳୟ ଠାରେ,ରାଉରକେଲା ବିଜୁ ମହିଳା ଜନତାଦଳର ସଭାନେତ୍ରୀ ଜ୍ୟୋତ୍ସ୍ନା ନାୟକଙ୍କ ସଭାପତିତ୍ଵରେ ବିଶ୍ବମହିଳା ଦିବଶ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଜନପ୍ରିୟ ମାନ୍ୟବର ବିଧାୟକ ସାରଦା ପ୍ରସାଦ!-->…
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସର୍ଭେ କରାଇଲା କଂଗ୍ରେସ…
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ସର୍ଭେ କରିଛି। ଆଉ ଏହି ସର୍ଭେକୁ ନେଇ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ଦାବି କରିଛନ୍ତି ଯେ ସର୍ଭେରୁ ଜଣାପଡିଛି ଯେ ଆସନ୍ତା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୨୪ଟି ଆସନ ମଧ୍ୟରୁ ୧୪୦ରୁ ଅଧିକ!-->…
ହୋଲିରେ ଦେଶ ପାଇଁ ଧ୍ୟାନ ଓ ପ୍ରାର୍ଥନା କରିବି : କେଜ୍ରିଓ୍ବାଲ୍…
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତାକାଲି ହୋଲି ଉତ୍ସବରେ ଦେଶ ପାଇଁ ଧ୍ୟାନ ଓ ପ୍ରାର୍ଥନା କରିବେ ବୋଲି ଘୋଷଣା କରିଛନ୍ତି । ଆପର ଦୁଇ ଶୀର୍ଷ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ଘଟଣାକୁ ନେଇ କେଜ୍ରିୱାଲ ପ୍ରଧାନମନ୍ତ୍ରୀ!-->…
ଗ୍ରାମ୍ୟ ପଞ୍ଚାୟତ ବିକାଶ ଯୋଜନାକୁ ସାକାର କରିବା ପାଇଁ ୱାର୍ଡ ସଭ୍ୟ/ସଭ୍ୟାମାନଙ୍କୁ ପ୍ରଶିକ୍ଷଣ
ଗୋପାଳପୁର : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ, ଭୁବନେଶ୍ଵର ପ୍ରଯୋଜନାରେ ଗଞ୍ଜାମ ଜିଲ୍ଲା ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଇ.ଏସ.ଆର.ଡ଼ି (ISRD) ଚାଇଲ୍ଡଲାଇନ ଦ୍ଵାରା ଗୋପାଳ ପୁରର ୟୁଥ ହଷ୍ଟେଲ ଠାରେ ରଙ୍ଗାଇଲୁଣ୍ଡ। ପଞ୍ଚାୟତ ସମିତି ନବନିର୍ବାଚିତ!-->…
ପାକିସ୍ତାନରେ ହୋଲି ପାଳୁଥିବା ହିନ୍ଦୁ ଛାତ୍ରଙ୍କ ଉପରେ ଆକ୍ରମଣ, ୧୫ରୁ ଅଧିକ ଛାତ୍ର ଆହତ…
ନୂଆଦିଲ୍ଲୀ : କାଙ୍ଗାଳ ପାକିସ୍ତାନ ନିଜର ପ୍ରକୃତି ଛାଡ଼ୁନି । ହିନ୍ଦୁଙ୍କ ଉପରେ ବାରମ୍ବାର ଆକ୍ରମଣ କରିବାରେ ଲାଗିଛି । ଆଉ ଏବେ ହୋଲି ଖେଳକୁ ନେଇ ବିବାଦ ଆରମ୍ଭ ହୋଇଛି । ପଞ୍ଜାବ ୟୁନିର୍ଭସିଟିର ଲ’ କଲେଜରେ ହୋଲି ଖେଳିବାକୁ ପ୍ରାୟ ୩୦ ଜଣ ହିନ୍ଦୁ ଛାତ୍ର ଏକାଠି ହୋଇଥିଲେ। ତେବେ!-->…
ବିଦେଶ ଗଲେ ରାହୁଲ ଗାନ୍ଧି ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ଭୁଲିଯାଉଛନ୍ତି : ବିଜେପି
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜିକାଲି ଲଣ୍ଡନ ଗସ୍ତକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିଦେଶମାଟିରେ ସେ ଭାରତରେ ଗଣତନ୍ତ୍ର ନାହିଁ ବୋଲି କହୁଛନ୍ତି । ଏହାର ଜବାବ ଦେଇଛି ବିଜେପି ।
ବିଜେପିର ପାର୍ଟିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ଲଣ୍ଡନ ଗସ୍ତକୁ ନେଇ ରାହୁଲ ଗାନ୍ଧିଙ୍କ!-->!-->!-->…
ଆର୍ମି ଏୟାର ଡିଫେନ୍ସ ଅଗ୍ନିବୀର ଦ୍ବିତୀୟ ବ୍ୟାଚ୍ଙ୍କୁ ତାଲିମ ପ୍ରଦାନ…
ଛତ୍ରପୁର : ପ୍ରତିରକ୍ଷା ସେବାରେ ଆଗ୍ନିଭର୍ସ ଇଣ୍ଡେକ୍ସନ୍ ଭାରତର ପ୍ରତିରକ୍ଷା ବାହିନୀ ଇତିହାସରେ ଏକ ସଫଳତା ହାସଲ କରିଛି | ନୂଆ ବର୍ଷର ଅଗ୍ନିବୀର ପ୍ରଥମ ବ୍ୟାଚ୍ ପ୍ରଶିକ୍ଷଣର ଶୁଭାରମ୍ଭ ସହିତ, ପ୍ରାରମ୍ଭିକ ଦୁଇ ମାସ ଏକ ଭବିଷ୍ୟତ ପାଇଁ ଅନେକ ସକରାତ୍ମକ ମନୋଭାବ ସୃଷ୍ଟି କରିଛି |!-->…
ପ୍ରଗତି ଉତ୍କଳସଂଘ ପକ୍ଷରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଓ କବିତା ପାଠୋତ୍ସବ
ସୁନ୍ଦରଗଡ଼/ ରାଉରକେଲା : ଗତ ରବିବାର ସଂଧ୍ୟାରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଖୁବ ଶ୍ରଦ୍ଧାପୂର୍ଣ୍ଣ ଭାବେ ପାଳନ କରାଯାଇଛି।କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ଉପସଭାପତି!-->…
କନ୍ଧମାଳର ୬୨ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ…
କନ୍ଧମାଳ: ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ ଆସେସମେଣ୍ଟ-୨ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତବର୍ଷ ଜିଲ୍ଲାର ମୋଟ ୨୦୮ଟି ହାଇସ୍କୁଲର ଛାତ୍ରଛାତ୍ରୀ!-->…