ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସନ୍ତୁଳିତ ଅଟନ୍ତି: କୁଳପତିଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଏକ କର୍ମଶାଳା “ଡିଜିଟାଲ୍ ସମସ୍ତ: ଲିଙ୍ଗଗତ ସମାନତା ପାଇଁ ଅଭିନବ ଏବଂ ପ୍ରଯୁକ୍ତିବିଦ୍ୟା” ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍କୁଲ୍ ଅଫ୍ ମହିଳା ଅଧ୍ୟୟନ ବିଭାଗ ଉତ୍କଳ

ସୀମନବାଡ଼ିରେ ପଞ୍ଚୁଦଣ୍ଡ ନେଇ କମିଟି ଗଠନ

ଦାରିଙ୍ଗବାଡି,୬/୩, ସୀମନବାଡ଼ି ଠାରେ ପଞ୍ଚୁଦଣ୍ଡ ନେଇ ପୂର୍ବରୁ ଦୁଇ ଥର ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ରବିବାର ଦିନ ସନ୍ଧ୍ୟାରେ ଏନେଇ କମିଟି ଗଠନ ହୋଇଥିଲା । ସଭାପତି ଭାବେ ଅରୁଣ କୁମାର ସାହୁଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଜିତେନ୍ଦ୍ର ସାହୁ, ପ୍ରଦୀପ ସାହୁ, ଅଶୋକ

କନ୍ଧମାଳ ଜିଲ୍ଲାର ୨ ଜଣ ଭିନ୍ନକ୍ଷମ ଯୁବକ ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ଚମ୍ପିୟାନ୍

ଫୁଲବାଣୀ : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଜ୍ୟ ପାରା ଆଥେଲେଟିକ୍ ୨୦୨୩ରେ କ୍ରୀଡ଼ା ଓ ଯୁବ ସେବା ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲାର ପାଞ୍ଚ ଜଣ ଭିନ୍ନକ୍ଷମ ଯୁବକ ଯୁବତୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ l ସେମାନଙ୍କ ମଧ୍ୟରୁ

ଦୁଇ ବାଇକ ଚୋର ଗିରଫ ଓ କୋର୍ଟ ଚାଲାଣ…

ଦାରିଙ୍ଗବାଡ଼ି, ୬/୩ : ଦାରିଙ୍ଗବାଡ଼ି ପୋଲିସ ଦୁଇ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଚୋର ଦୁଇ ଜଣ ହେଲେ ଦାରିଙ୍ଗବାଡ଼ି ଥାନା ବାଇମାଲା ଅଞ୍ଚଳ ପାଣ୍ଡାଗାଡୁ ଗ୍ରାମର ମିଥୁନ ଦିଗାଳ(୩୦) ଅନ୍ୟ ଜଣକ ହେଲେ ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ ପୁଡ୍ରାଜଲା ଗ୍ରାମର ରାଜା ପ୍ରଧାନ

ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ମହିଳା ଦିବସ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ କହିଲେ ମହିଳା ମାନେ ସଶକ୍ତ ହେବାକୁ ହେଲେ

ଦଶ ଦିନ ପରେ ଖୋଲିଲା କପିଳେଶ୍ବର ମନ୍ଦିର…

ଭୁବନେଶ୍ୱର: ଖୋଲିଲା କପିଳନାଥ ମନ୍ଦିର । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିବାଦକୁ ନେଇ ମନ୍ଦିରରେ ପଡିଥିଲା ତାଲା । ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଠାକୁରଙ୍କ ସେବାକୁ ନେଇ ବିବାଦ ଦେଖାଦେଇଥିଲା । ଫଳରେ କପିଳନାଥଙ୍କ ଯାତ୍ରା ବା ଲିଙ୍ଗରାଜଙ୍କ

ବେକରେ ଦଉଡ଼ି ଦେଇ ଯୁବତୀଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି, ୬/୩ : ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ କିସୁବାଡ଼ି ଗ୍ରାମର ଜଣେ ଯୁବତୀ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଯୁବତୀ ଜଣକ ହେଲେ କିସୁବାଡ଼ି ଗ୍ରାମର ପିତର ପ୍ରଧାନ ଙ୍କ ସ୍ତ୍ରୀ ଆନ୍ନା ପ୍ରଧାନ (୨୯) । ସୂଚନା ପ୍ରକାରେ ଘରୋଇ କଳହରୁ

ଗଞ୍ଜାମରେ ଶିକ୍ଷକ ଗୁରୁତର ଓ ଶିକ୍ଷୟତ୍ରୀ ମୃତ

ଚ୍ୟାଲେଞ୍ଜ କରୁଛି କି ଅନଲାଇନ ଗେମ ବ୍ରହ୍ମପୁର : ଗଂଜାମ ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାଟି ଘଟିଛି ଯାହାକି ଏକ ଶିକ୍ଷିତ ସମାଜ ପାଇଁ ଯେତିକି ଆଶ୍ଚର୍ଯ୍ୟ ସେହିପରି ଏହା ସନ୍ଦେହ ସୃଷ୍ଟି ହୋଇଛି । ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ଲାଗି ରହିଥିବା ବେଳକୁ ସ୍ବାମୀ ଓ ସ୍ତ୍ରୀ

ନିଜକୁ ଜାଳିଦେଲା ଯୁବକ, ଜଳୁଥିବାବେଳେ ଉଦ୍ଧାର କଲେ ଲୋକେ

ପୁରୀ: ନିଆଁରେ ପୋଡ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ସହ ଦେହରେ ନିଆଁ ଲଗାଇ ଜଣେ ଯୁବକ ନିଜକୁ ଜାଳି ଦେଇଥିବା ସୂଚନା ମିଳିଛି। ପୁରୀର ବାସେଳିସାହି ଥାନା ଶଙ୍କରେଶ୍ବର ମନ୍ଦିର ନିକଟରେ ଏଭଳି ଅଘଟଣ ଘଟିଛି। ମନ୍ଦିର ନିକଟ ଏକ ଭଙ୍ଗା ଘରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇଦେଇଥିଲା। ଏହାପରେ

ହିଞ୍ଜିଳିକାଟୁ ଓ ଶେରଗଡରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସବିବ ଓ ଅତିରିକ୍ତ ସଚିବ

ହିଞ୍ଜିଳିକାଟୁ ୬/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା ଓ ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ସୋମବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ଓ ହିଞିଳିକାଟୁ ର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ପ୍ରଥମେ