ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାର ଅଭିଯୁକ୍ତ ୟୁବଟ୍ୟୁବରଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ପୁରୀ ଶ୍ରୀମନ୍ଦିରରେ ଡ୍ରୋନ ଉଡିବା ଘଟଣାରେ ଅଭିଯୁକ୍ତ ୟୁବଟ୍ୟୁବର ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନିମେଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ସର୍ତ୍ତମୂଳକ

ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁରରେ ଶିକ୍ଷକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ବ୍ରହ୍ମପୁର ପାଟପୁର ଥାନା ଡେଙ୍ଗାଡ଼ିରେ ଘଟିଛି ଏହି ଆତ୍ମହତ୍ୟା ଉଦ୍ୟମ। ଏଥିରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ

ଯୋଗୀଙ୍କ ମନ୍ତ୍ରୀ ଉପରେ ଅଭିଯୋଗ ଆଣିଲେ ଆତୀକ ଅହମ୍ମଦର ପରିବାର

ପ୍ରୟାଗରାଜ : ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ ହତ୍ୟାକାଣ୍ଡ ପ୍ରସଙ୍ଗରେ ଅଭିଯୁକ୍ତ ଆତୀକ ଅହମ୍ମଦର ପରିବାର ପକ୍ଷରୁ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତାଙ୍କ ଉପରେ ଏକ ବଡ଼ ଆରୋପ ଲଗାଇଛନ୍ତି । ଅତିକ ଅହମ୍ମଦଙ୍କ ଭଉଣୀ ଆୟେଶା ନୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ

ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ସିସିଟିଭି ଜଗିବ ମାଟ୍ରିକ୍ ପରୀକ୍ଷା କପି

ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପରୀକ୍ଷା ସେଣ୍ଟର ଗୁଡ଼ିକୁ ସ୍କ୍ୱାଡ୍ ଅଚାନକ ଗସ୍ତ କରିବେ। ଯାହାର ଗାତିବିଧି ସମ୍ପର୍କରେ କେହି ପୂର୍ବ ସୂଚନା ପାଇବେନି। ସେହିପରି ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା

ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ବନ୍ଦ ହେଲା ଆରି ନିଉଜ୍ ଚ୍ୟାନେଲ…

ଇସଲାମାବାଦ: ବନ୍ଦ ହେଲା ପାକିସ୍ତାନର ଆରି ନିଉଜ୍ ଚ୍ୟାନେଲ। ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ କରିବାରୁ ପାକିସ୍ତାନର ଘରୋଇ ନ୍ୟୁଜ୍ ଚ୍ୟାନେଲ ଆରି ଟିଭିକୁ ଆଜି ବନ୍ଦ କରି ଦିଆଯାଇଛି। ରବିବାର ଇମ୍ରାନ ଖାନଙ୍କ ଭାଷଣ ପ୍ରସାରଣ ହେଉଥିବା ଦେଖି ଗଣମାଧ୍ୟମ

ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର…

ଗୁଣପୁର: ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର। ନାଳ ପାଖରୁ ଉଦ୍ଧାର ହେଲେ ଯୁବତୀ। ରାୟଗଡା ଜିଲ୍ଲା ଗୁଣପୁର ଥାନା ବନ୍ଧୁଗୁଡା ନୀଳକଣ୍ଠ ନଗର ନାଳ ପାଖରେ ଜଣେ ଯୁବତୀ ଅଚେତ ହୋଇ ପଡିଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ

ତୁନିଶା ବଞ୍ଚିଥିଲେ ମୋ ପାଇଁ ଲଢ଼ିଥାନ୍ତେ; ଜେଲରୁ ବାହାରିବା ପରେ କହିଲେ ଶିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନଙ୍କୁ ମାର୍ଚ୍ଚ ୪ରେ ଜାମିନ ମିଳିଥିଲା। ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ। ଗତ ବର୍ଷ ଡିସେମ୍ବର ମାସରେ ତୁନିଶାଙ୍କୁ ଆତ୍ମହତ୍ୟା

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ: ୪ ମୃତ, ୩ ଗୁରୁତର…

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଏହାଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୩ ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ସକାଳେ ଟାଙ୍ଗୀ ଥାନା

୨୬ରେ ଭଦ୍ରକ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଆସିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସମାବେଶରେ ଯୋଗ ଦେବେ। ଏହି ଅବସରରେ

ଭାରତରେ ଗର୍ଜିଲେ ଇରାନୀ ମହିଳା, ନିଜ ଦେଶ ବିରୋଧରେ ଧାରଣା ଦେଲେ

ନୂଆଦିଲ୍ଲୀ : ନାବାଳିକାଙ୍କୁ ତଥା ମହିଳାଙ୍କୁ ଶିକ୍ଷାଠୁ ଦୂରେଇ ରଖିବା ନିମନ୍ତେ ଇରାନରେ ହେଉଥିବା ଅମାନବୀୟ କାର୍ଯ୍ୟକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି। ନାବାଳିକାଙ୍କୁ ସ୍କୁଲରୁ ଦୂରେଇ ରଖିବାକୁ କେତେବେଳେ ସେମାନଙ୍କ ଖାଦ୍ୟରେ ବିଷ ଦିଆଯାଉଛି ତ କେତେବେଳେ ସେମାନଙ୍କ ଉପରକୁ ରସାୟନିକ