ପର୍ତ୍ତମାରେ ମା ମେରୀଙ୍କ ପର୍ଵ ପାଳନ…

ଦାରିଙ୍ଗବାଡ଼ି (୫/୩) : ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ମେରୀ ଗୁମ୍ଫାଠାରେ ପର୍ତ୍ତମା ମା ମେରୀଙ୍କ ପର୍ଵ ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି । ଏଥିରେ କଟକ-ଭୁବନେଶ୍ୱର ଆର୍ଚ୍ଚ ଡାଇସିୟସ ମହାଧର୍ମାଧ୍ୟକ୍ଷ ଜୋହାନ ବାରୱାଙ୍କ ପୌରହିତରେ ଦିବ୍ୟଯଜ୍ଞ ଅନୁଷ୍ଠିତ ହୋଇଥିଲା ।

କାର୍‌ରୁ ମିଳିଲା ଗଞ୍ଜେଇ ୨ କୋର୍ଟ ଚାଲାଣ…

ବ୍ରହ୍ମପୁର : ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ବେଆଇନ ଭାବେ ଅଣାଯାଇ ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଛି । ଗଜପତି ଜିଲା ମୋହନାରୁ କାଳଷଣ୍ଢପୁର ଓ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ

ଫୁଲବାଣୀ ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ପକ୍ଷରୁ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି l ଓକିଲ ସଂଘର ସଭାପତି ପଦବି ନିମନ୍ତେ ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଉପସଭାପତି ପଦବି ନିମନ୍ତେ ବୀଣାପାଣି ପ୍ରଧାନ, ସମ୍ପାଦକ ଭାବେ କମଳ

୧୩ତମ ବିଜୁ ପଟ୍ଟନାୟକ ମେମୋରିଆଲ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡିଆ ଠାରେ, ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଦିବସ ଉପଲକ୍ଷେ ଅlଲଫା ସ୍ପୋର୍ଟିଙ୍ଗ କ୍ଲୁବ ଆନୁକୂଲ୍ୟରେ ୧୩ ତମ ବିଜୁ ପଟ୍ଟନାୟକ ମେମୋରିଆଲ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟଟି ୫ ତାରିଖ ଠାରୁ

ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ ସଶକ୍ତିକରଣ କର୍ମଶାଳା

ସୁନ୍ଦରଗଡ଼ (୦୫/୦୩) : ଆଜି ଜିଲ୍ଲା ସଭାପତି ତଥା ବିଧାୟକ ତଳସରା ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ତଳସରା ନିର୍ବାଚନ ମଣ୍ଡଳୀର ବାଲିଶଙ୍କରାସ୍ଥିତ ସୁଖା ଶିବ ମନ୍ଦିର ଠାରେ ବିଧାନସଭାସ୍ତରୀୟ ବୁଥ ସଶକ୍ତିକରଣ ଅଭିଯାନ କର୍ମଶାଳା ଅନୁଷ୍ଠିତ

ସୁନ୍ଦରଗଡଠାରେ ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ଉଦଘାଟିତ…

ସୁନ୍ଦରଗଡ଼ (୦୫/୦୩) : ଆଜି ଅପରାହ୍ନରେ ରେ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ଉଦଘାଟିତ ହୋଇଯାଇଛି ।ଆଜିର ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ତଥା ଲୋକ ସେବା ଦିବସ ପାଳିତ..

ସୁନ୍ଦରଗଡ଼ (୦୫/୦୩) : ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ତଥା ଲୋକ ସେବା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାର ଉତ୍ତମ ଗ୍ରାମ ପଞ୍ଚାୟତ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା ।

ପଞ୍ଚାୟତି ରାଜ ଓ ଲୋକସେବା ଦିବସ ପାଳିତ

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ କନ୍‌ଫରେନ୍ସ ହଲ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ଙ୍କ ପ୍ରତେକ୍ଷ ତତ୍ୱବଧାନ ଓ ବ୍ଲକ ଅଧକ୍ଷ ଆପନା ସେଠୀ ଙ୍କ ଅଧକ୍ଷତା ରେ ପଞ୍ଚାୟତ ସମିତି ସ୍ତରୀୟ ପଞ୍ଚାୟତି ରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସମ୍ମାନିତ

ଓଏଭି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା : ୩ କେନ୍ଦ୍ରରେ ପରୀକ୍ଷା ଦେଲେ ୫୭୭ ପରୀକ୍ଷାର୍ଥୀ

ହିଞ୍ଜିଳିକାଟୁ, ୫/୩ : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ସକାଶେ ୬ଷ୍ଠ, ୭ମ, ୮ମ ଓ ୯ମ ଶ୍ରେଣୀରେ ନାମଲେଖା ସକାଶେ ରବିବାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିିଳିକାଟୁ ବ୍ଳକ ଓ ପୌରାଞ୍ଚଳର ୩ଟି କେନ୍ଦ୍ରରେ ୬୦୬

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଦ୍ୱିବାର୍ଷିକୀ ସମ୍ମିଳନୀ ଓ ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମୁଲତବୀ ହୋଇ ରହିଥିବା ଦ୍ୱିବାର୍ଷିକୀ ସମ୍ମିଳନୀ ଓ ନିର୍ବାଚନ ସଂଘର ସଭାପତି ରାଜକିଶୋର ବେହେରାଙ୍କ ସଭାପତିତ୍ବରେ ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର କୋଟଗଡ, ତୁମୁଡିବନ୍ଧ,