Sign in
Sign in
Recover your password.
A password will be e-mailed to you.
ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା
ଅନୁଗୁଳ: ମର୍ଡରର ନୂଆ ତରିକା। ଗାଁ ସଭାପତିଙ୍କୁ ବିଷ ଇଞ୍ଜେକସନ ଦେଇ ହତ୍ୟା । ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ। କୁକୁଡ଼ା ଫାର୍ମରେ ଶୋଇଥିବାବେଳେ ଗାଁ ସଭାପତି ବାଳକୃଷ୍ଣ ନାୟକଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା!-->…
ପୂର୍ବ ଶତ୍ରୁତାକୁ ନେଇ କାଠ ଫାଳିଆରେ ପିଟି ପିଟି ହତ୍ୟା
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ର ଫୁଲଝରପଂଚାୟତ ର ହାତୀସଲ ଗ୍ରାମରେ ଜମି ଜମା କୁ ନେଇ ଘଟିଛି ହତ୍ୟାକାଣ୍ଡ । ଏକ କାଠ ଫାଳିଆ ରେ ପିଟି କରଯାଇଛି ହତ୍ୟା । ଅଭିଯୁକ୍ତ ଲକ୍ ନାୟକ ଥାନାରେ ଅଟକ । ପୂର୍ବରୁ ଜମି କୁ ନେଇ ଲକ ନାୟକ ଏବଂ ଚଇତୁ ନାୟକ ପରିବାର ମଧ୍ୟରେ!-->…
ମାଣିକ ସାହା ହେବେ ପୁଣି ମୁଖ୍ୟମନ୍ତ୍ରୀ…
ଅଗରତାଲା : ପୁଣିଥରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବେ ମାଣିକ ସାହା। ଆଜି ବିସିଥିବା ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏହାର ଅର୍ଥ ସେ ଦ୍ୱିତୀୟ ଥର ପାଇଁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ନିକଟରେ ଶେଷ ହୋଇଥିବା ତ୍ରିପୁରା ବିଧାନସଭା!-->…
ଜମି ବଦଳରେ ଚାକିରି’ ସ୍କାମ; ରାବ୍ରି ଦେବୀଙ୍କ ଘରେ ପଶିଲା ସିବିଆଇ…
ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ପଶିଲା ସିବିଆଇ । ‘ଜମି ବଦଳରେ ଚାକିରି’ ସ୍କାମରେ ପଚରାଉଚରା କରିବା ପାଇଁ ସିବିଆଇ ଟିମ୍ ପାଟନାରେ ପହଞ୍ଚିଥିବା ଜଣାଯାଇଛି। ଚଢ଼ାଉ ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରେଳ!-->…
ଜେଲ ଗଲେ ମନୀଷ ସିସୋଦିଆ, ଗୀତା ନେବାକୁ କୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ : ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍)ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଉ ଅଧିକ ଦିନ ରିମାଣ୍ଡରେ ନେଇନି ସିବିଆଇ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଯିବାରୁ ରାଉଜ ଆଭିନ୍ୟୁ କୋର୍ଟ!-->…
୧.୫ ଏକର ପିଆଜ ଫସଲରେ ନିଆଁ ଲଗାଇ ଦେଲେ ଚାଷୀ…
ନାସିକ : କଠିନ ପରିଶ୍ରମ ଓ ଟଙ୍କା ଖର୍ଚ୍ଚ କରି ପିଆଜ ଉତ୍ପାଦନ କରୁଥିଲେ ମଧ୍ୟ ଚାଷୀଙ୍କୁ ମିଳୁନି ଉଚିତ ଦାମ। ପିଆଜ ଦାମ ଅତ୍ୟନ୍ତ କମ ଥିବାରୁ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ମଧ୍ୟ ପାଉ ନାହାନ୍ତି। କେନ୍ଦ୍ର କିମ୍ବା ରାଜ୍ୟ ସରକାର ସବୁ ଜାଣି ମଧ୍ୟ କେବଳ ନୀରବତା ଅବଲମ୍ବନ କରୁଛନ୍ତି।!-->…
ସଡକ ଦୁର୍ଘଟଣା, ବାଇକ ଆରୋହୀ ମୃତ…
ହିଞ୍ଜିଳିକାଟୁ (୬।୩) : ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ଅନ୍ତର୍ଗତ ପୌରପରିଷଦ ୱାର୍ଡ଼ ନଂ ୫ ମୁଖ୍ୟ ଡାକଘର କାର୍ଯ୍ୟାଳୟ ପାଖ କେନାଲ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ବାଇକ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶିକିରି ଗ୍ରାମର ଭାବ ସ୍ବାଇଁ ୫୦ । ମିଳିଥିବା!-->…
ବଳାତ୍କାର ମାମଲାରେ ଯୁବକ ଗିରଫ…
ଦାରିଙ୍ଗବାଡି(୬/୩) : ୨୦୧୮ ମସିହାରେ ଦାରିଙ୍ଗବାଡି ଥାନା ଅଂଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରି ଯୁବକ ଫେରାର ହୋଇଥିବା ବେଳେ ଆଜି ଦାରିଙ୍ଗବାଡି ପୋଲିସ ବଳତ୍କାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇ ଛନ୍ତି । ଗିରଫ ଜଣକ ହେଲେ!-->…
ନୂତନ ମାଆଗୃହ ଶୁଭ ଉଦଘାଟନ କଲେ ବିଧାୟକ
ଦାରିଙ୍ଗବାଡ଼ି (୬/୩) : ପୂର୍ତ୍ତ ବିଭାଗ ଦ୍ୱାରା ନୂତନ ଭାବେ ନିର୍ମାଣ ହୋଇଥିବା ମାଆ ଗୃହ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜି . ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ!-->…
ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକଙ୍କ ଆନ୍ଦୋଳନ..
ଦାରିଙ୍ଗବାଡ଼ି ,୬/୩ : ଆଜି ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକମାନେ କଳାବ୍ୟାଜ ପରିଧାନ କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦର ଶୁଭାରମ୍ଭ କରିଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନକୁ ତିନି ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ମାନଙ୍କ ପ୍ରତି ଅଣଦେଖା କରାଯାଇ!-->…