Sign in
Sign in
Recover your password.
A password will be e-mailed to you.
ସିନେମା ହଲ ଭିତରକୁ ବାହାର ଖାଦ୍ୟ ପ୍ରବେଶ ନେଇ ହଲ ମାଲିକଙ୍କ ନିଷ୍ପତ୍ତି ବୈଧ
ନୂଆଦିଲ୍ଲୀ: ସିନେମା ହଲରେ ବାହାର ଖାଦ୍ୟକୁ ବାରଣ ପ୍ରତିବାଦରେ ଏକ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ଆଜି ଏହି ମାମଲାରେ ଶୁଣାଣି ବେଳେ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆମେ କଣ ହଲ ଭିତରକୁ ଜଲେବି ନେଇପାରିବୁ। ସୁପ୍ରିମକୋର୍ଟ କହିଛନ୍ତି ଯେ, ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ!-->…
ଡାକ୍ତରାଣୀ ଶୁଭଶ୍ରୀ ମୃତ୍ଯୁ ଘଟଣା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ବିଷକ୍ରିୟାରୁ ହୋଇଛି ଶୁଭଶ୍ରୀଙ୍କ ମୃତ୍ୟୁ!
କେନ୍ଦୁଝର: ଯୋଡା ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା । ଆସିଲା ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ବିଷଜନିତ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି । ଫରେନସିକ୍ ଲ୍ୟାବ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ । ଫରେନସିକ ଲ୍ୟାବ ଏ ନେଇ ନମୁନା ପଠାଯାଇଛି ।!-->…
ମାର୍ଚ୍ଚରେ ଆସିପାରେ ଚତୁର୍ଥ ଲହର : ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି।
ସେ କହିଛନ୍ତି, ୨୪ ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍ ଚିହ୍ନଟ ହୋଇଛି। ଓଡ଼ିଶାରେ ଗତ!-->!-->!-->…
ମାଟିରେ ପୋତିହୋଇ ପ୍ରତିବାଦ କଲେ ଚାଷୀ
ମୁମ୍ବାଇ: ଜଣେ ଚାଷୀଙ୍କ ଅଭିନବ ପ୍ରତିବାଦ। ଏକ ଜନକଲ୍ୟାଣ ଯୋଜନାରେ ଜଣେ ଚାଷୀଙ୍କୁ ଜମି ଆଲର୍ଟ ହୋଇଥିବା ବେଳେ ତାଙ୍କୁ ମାଲିକାନାସ୍ୱତ୍ୱ ମିଳୁ ନଥିବାରୁ ସେ ଅଧା ପୋତି ହୋଇ ପ୍ରତିବାଦ କରିଛନ୍ତି। ଏମିତି ଏକ ଘଟଣା ମହାରାଷ୍ଟ୍ରରେ ଜଲନା ଜିଲ୍ଲାର ଦେଖିବାକୁ ମିଳିଛି। ଚାଷୀ ଜଣକ ମାଟି!-->…
ଆସନ୍ତା ୫ରେ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ରାଉରକେଲା : ଆସନ୍ତା ୫ ତାରିଖରେ ଲୋକାର୍ପଣ ହେବ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ହକି ଷ୍ଟାଡିୟମକୁ ଉଦ୍ଘାଟନ କରିବେ । ‘ମୋ ବସ୍ ସେବା’କୁ ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରିଛି ସମସ୍ତ!-->…
ତିନିଦିନ ଉପାସ ରହିବା ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର:ତିନିଦିନ ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଆଜି ଭୁବନେଶ୍ୱର ସର୍କିଟଆଉସ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୪ ସେବାୟତ ନିଯୋଗ ସହ ବସିଥିବା ବୈଠକରେ ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେବାୟତଙ୍କ ସହ ଜିଲ୍ଲାପାଳ ଅଲୋଚନା କରିବା!-->…
ମସ୍ତିଷ୍କକୁ ସଂକ୍ରମିତ କରୁଛି କି କରୋନାର ନୂଆ ଭାରିଏଣ୍ଟ?
ନୂଆଦିଲ୍ଲୀ: ପୁଣି ଥରେ କାୟା ମେଲାଇବାରେ ଲାଗିଲାଣି କରୋନା। ଚୀନ୍ରେ ଏହି ମହାମାରୀ ତାଣ୍ଡବ ରଚିଛି । ସେହିପରି ଅନ୍ୟ କିଛି ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲା ବଢ଼ି ବଢ଼ି ଚାଲିଛି। ଓମିକ୍ରନର ନୂଆ ଭାରିଏଣ୍ଟକୁ ନେଇ ଚାରିଆଡେ ଆତଙ୍କ ଖେଳାଇଛି। ଚୀନ୍ ସମତେ ଅନ୍ୟ ରାଜ୍ୟରେ କରୋନାର!-->…
ସ୍ୱାଭାବିକ ହେଲା ସମ୍ବଲପୁର କୋର୍ଟ; କାର୍ଯ୍ୟକୁ ଫେରିଲେ ଓକିଲ, ଉଠିଲା ୧୪୪ ଧାରା
ସମ୍ବଲପୁର: ପ୍ରାୟ ୨୦ ଦିନ ପରେ ଚଳଚଞ୍ଚଳ ହୋଇଛି ସମ୍ବଲପୁର କୋର୍ଟ । ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇନଜୀବୀ। କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଥିବା ବେଳେ ଫୋର୍ସ ବି ପ୍ରତ୍ୟାହାର କରି ନିଆଯାଇଛି। ମାତ୍ର!-->…
ନକଲି ବିଦେଶୀ ମଦ କାରଖାନା ଠାବ: ଜିଲ୍ଲା ପରିଷଦ ସଭ୍ୟ ସମେତ ୨ ଗିରଫ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରୁ ନକଲି ବିଦେଶୀ ମଦ କାରଖାନା ଠାବ । ଅବକାରୀ ବିଭାଗ ଚଢ଼ାଉ ବେଳେ ଭୁବନ ଏକତାଳି ଗାଁରୁ ଏହି ନକଲି ମଦ କାରଖାନା ଠାବ ହୋଇଛି । ଏହି ଘଟଣାରେ ଜିଲ୍ଲା ପରିଷଦ ସଭ୍ୟ, କନେଷ୍ଟବଳ ଓ ତାଙ୍କ ଭାଇ ଗିରଫ ହୋଇଛନ୍ତି । ସେମାନେ ହେଲେ ଭୁବନ ଜୋନ-୩ର ଜିଲ୍ଲା!-->…
ମୋ ଭାଇ ଭୟଭୀତ ନୁହନ୍ତି, ସତ୍ୟ ହିଁ ତାଙ୍କର ସୁରକ୍ଷା କବଚ: ପ୍ରିୟଙ୍କା ଗାନ୍ଧି
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜ ଭାଇ ତଥା ଦଳର ନେତା ରାହୁଲ ଗାନ୍ଧିଙ୍କ ସୁରକ୍ଷା ପ୍ରସଙ୍ଗ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ସେ ତାଙ୍କ ଜୀବନ ପ୍ରତି ଭୟ କରନ୍ତି ନାହିଁ। କାରଣ ତାଙ୍କୁ ସର୍ବଦା ସତ୍ୟର କବଚ ସୁରକ୍ଷା ଦେଇ ଆସିଛି। ପ୍ରିୟଙ୍କା!-->…