ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର : ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବରରେ ୬୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପ୍ରଯୋଜନାରେ ଶୂନ୍ୟସ୍ୱରୂପ, ଆଶା ଭଳି କଳାତ୍ମକ ଫିଲ୍ମ ନିର୍ମାଣ କରିଥିଲେ। ଶୂନ୍ୟସ୍ୱରୂପ

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନରେ ପୁଣି ଏକ ମର୍ଡର। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏପରି ଅଘଟଣ । ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ମାରି ଦେଇଛି ସ୍ୱାମୀ। ସୂଚନା ଅନୁଯାୟୀ, ମୃତ ମହିଳା ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ କାମ

ସୁସ୍ଥ ହେଉଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ, ଏମ୍ସକୁ ସ୍ଥାନାନ୍ତର…

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏବେ ବାଲେଶ୍ୱର ଫକୀର ମୋହମ ମେଡିକାଲର ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ଛାତିରେ ସଂକ୍ରମଣ ଯୋଗଁ ଗତକାଲି ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସଂଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ

ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ‘ର’ର ପୂର୍ବତନ ମୁଖ୍ୟ…

ଲକ୍ଷ୍ନୌ: ବଢ଼ୁଛି ଭାରତ ଯୋଡ଼ୋ ଯାତ୍ରାର ଲୋକପ୍ରିୟତା। ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି ଯାତ୍ରାରେ ସାମିଲ ହେଉଛନ୍ତି। ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ୱଙ୍ଗ(ର’)ର ପୂର୍ବତନ ମୁଖ୍ୟ ଏ.ଏସ୍‌. ଦୁଲତ ଏବଂ ଭାରତୀୟ ଇଣ୍ଟେଲିଜେନ୍ସ ବ୍ୟରୋର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ କଂଗ୍ରେସ

ବସ୍‌ ସହ କାର୍‌ର ମୁହାଁମୁହିଁ ଧକ୍କା; ୨ ମୃତ, ୨ ଗୁରୁତର…

ଭବାନୀପାଟଣା: ଗତକାଲି ବିଳମ୍ବିତ ରାତିରେ ଏକ ବସ୍‌ ଓ କାର୍‌ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍‌ରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି

ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ରୁଷିଆ ଚିପ଼୍ ଇଞ୍ଜିନିୟରଙ୍କର ମୃତ୍ୟୁ…

ପାରାଦୀପ: ଓଡ଼ିଶାରେ ୨ ରୁଷୀୟ ନାଗରିକଙ୍କ ମୃତ୍ୟୁଜନିତ ସସ୍‌ପେନ୍ସ ଉପରୁ ପରଦା ହଟି ନ ଥିବା ବେଳେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ପୁଣି ଜଣେ ରୁଷୀୟ ନାଗରିକ ଓଡ଼ିଶାରେ ଆଖି ବୁଜିଛନ୍ତି। ତାଙ୍କ ନାଁ ମିଲ୍ ୟାକୁବ୍ ସର୍ଜଇ । ପାରାଦୀପ ପୋର୍ଟ ଆଙ୍କରେଜରେ ଥିବା ଏକ ଜାହଜରେ ଏହି

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା: ଆସିଲା ମୃତ ଯୁବତୀଙ୍କ ପୋଷ୍ଟମର୍ଟମ ରିପୋର୍ଟ…

ନୂଆଦିଲ୍ଲୀ: ଦିଲ୍ଲୀ କଞ୍ଝାବଲା ହିଟ୍ ଆଣ୍ଡ ରନ୍ ମାମଲାରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ତାଙ୍କର ଗୁପ୍ତାଙ୍ଗାରେ କୌଣସି କ୍ଷତ ଚିହ୍ନ ନାହିଁ। ଏଥିସହ ଦିଲ୍ଲୀ ପୁଲିସ ମଧ୍ୟ ମୃତ ଅଞ୍ଜଳିଙ୍କ ସହ କୌଣସି ଦୁଷ୍କର୍ମ ହୋଇନଥିବା କହିଛି।ପୁଲିସ ଅନୁସାରେ

ସାରା ସଂସାରର ସବୁଠାରୁ ସୁନ୍ଦର ଶବ୍ଦ – ବୋଉ..

ଭୁବନେଶ୍ୱର: ବୋଉ ଅର୍ଥାତ୍ ସାରା ସଂସାର ସବୁଠୁ ସୁନ୍ଦର ଶବ୍ଦ, ସୁନ୍ଦର ଡାକ । ତେଣୁ ପ୍ରତ୍ୟେକ ଗର୍ବିତ ସ୍ୱାଭିମାନି ଓଡ଼ିଆ କୁହନ୍ତୁ ଯେ ମୋ’ ବୋଉ ସବୁଠୁ ସୁନ୍ଦର, ସବୁଠୁ ନିଆରା । ସମସ୍ତେ ପ୍ରୟାସ କରନ୍ତୁ ସୁମଧୁର ଶବ୍ଦ ଓ ଭାବଭରା ବୋଉ ଡାକକୁ ବଞ୍ଚାଇ ରଖିବାକୁ । ଜୟଦେବ ଭବନ ପରିସରରେ

ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟାଳୟସ୍ଥିତ ସଦଭାବନା ଭବନଠାରେ ସୋମବାର ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଏବଂ ଏସପି ସାଗରିକା ନାଥ

ପୌରାଧ୍ୟକ୍ଷଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଜେପି ତରଫରୁ ଜାତୀୟ ରାଜପଥରେ ଟାୟାର ଜାଳି…

ନବରଙ୍ଗପୁର : ନବରଙ୍ଗପୁର ପୌରାଧ୍ୟକ୍ଷ ଶ୍ରୀ କୁନୁ ନାୟକଙ୍କୁ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରତିବାଦରେ, ନବରଙ୍ଗପୁର ଜିଲ୍ଲା ବିଜେପି ତରଫରୁ ପ୍ରତିବାଦ ସ୍ବରୂପ ୨୬ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରୁଥିବା ବେଳେ୨୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀଙ୍କ ସହ