Sign in
Sign in
Recover your password.
A password will be e-mailed to you.
ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର ଘଟଣା: ଜଣେ ଏଏସଆଇ ଏବଂ ଦୁଇ ହାବିଲଦାର ନିଲମ୍ବିତ…
କଲ୍ୟାଣସିଂପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଥାନାରୁ ହତ୍ୟା ଅଭିଯୁକ୍ତ ଫେରାର ଘଟଣାରେ ଜଣେ ଏଏସଆଇ ଏବଂ ଦୁଇ ହାବିଲଦାର ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ହେତୁ ତିନିଜଣଙ୍କୁ ସସପେଣ୍ଡ କରାଯାଇଛି। ନିଲମ୍ବିତ ଦୁଇ ହାବିଲଦାର ହେଲେ ରାଙ୍ଗl ରାଓ ମଣ୍ଡlଙ୍ଗୀ ଓ ଡମ୍ବୁରୁ!-->…
ଆସନ୍ତା ୨ ଦିନ ଘନ କୁହୁଡ଼ି…
ଭୁବନେଶ୍ବର : ରବିବାର ସକାଳୁ ରାଜ୍ୟର ପାଗ ଥିଲା ରଜ ପାଗ। ଶୀତର ପ୍ରକୋପ ନଥିଲା। ଖରା ବି ଟାଣ ନଥିଲା। ହାଲୁକା କୁହୁଡ଼ି ପରିବେଶକୁ ଭ୍ରମଣ ଉପଯୋଗୀ କରିଥିଲା। ଆସନ୍ତା ୩ ଦିନ ରାଜ୍ୟରେ ଏହିଭଳି ପାଗ ରହିପାରେ। ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ଶୀତ ପ୍ରଭାବ ରହିବ ନାହିଁ। ରାତିର ସର୍ବନିମ୍ନ!-->…
ଜାନୁଆରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ…
ପଟ୍ଟାମୁଣ୍ଡାଇ: ଜାନୁଆରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା ଆରମ୍ଭ ହେବ । ଏଥିନିମନ୍ତେ ପର୍ଯ୍ୟଟକଙ୍କ ନିମନ୍ତେ ୧୧ ଦିନ ପାଇଁ ଭିତରକନିକା ବନ୍ଦ ରହିବ!-->…
ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା: ୪ ସପ୍ତାହରେ ରିପୋର୍ଟ ମାଗିଲେ NHRC…
ରାୟଗଡ଼ା: ଋଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ (NHRC)। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାୟଗଡ଼ା ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଏହି ଘଟଣାର ସମାଧାନ!-->…
ଅଫଲାଇନ୍ ପରୀକ୍ଷାକୁ ନେଇ ଶଙ୍କାରେ ଯୁକ୍ତ ୨ ଛାତ୍ରଛାତ୍ରୀ…
ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ଟେନ୍ସନ୍ ବଢ଼ାଇଲାଣି କୋଭିଡ୍ର ଚତୁର୍ଥ ଲହର । ତିନି ବର୍ଷ ପରେ ଶତ ପ୍ରତିଶତ ସିଲାବସ୍ରେ ଅଫଲାଇନ୍ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ବେଶ୍ ଉତ୍ସୁକ ଅଛନ୍ତି । ହେଲେ କରୋନା ଯୋଗୁ ପରୀକ୍ଷା!-->…
ଦୁର୍ଘଟଣା ପରେ ହୁ ହୁ ହୋଇ ଜଳିଗଲା ଟ୍ରକ୍ ଓ ବାଇକ୍…
ଅନୁଗୋଳ: ଦୁର୍ଘଟଣା ପରେ ଟ୍ରକ୍ରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଟ୍ରକ୍ ଓ ବାଇକ୍ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଜୁରାଗାଡ଼ିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଟ୍ରକଟି ବଅଁରପାଳ ଅଭିମୁଖେ!-->!-->!-->…
ମାଲକାନଗିରି: ଦୀର୍ଘ ଦିନ ଧରି ଅନୁପସ୍ଥିତ ଯୋଗୁଁ ୧୦ ଶିକ୍ଷକ ବହିଷ୍କୃତ…
ମାଲକାନଗିରି: ଦୀର୍ଘ ଦିନ ଧରି ଅନୁପସ୍ଥିତ ଯୋଗୁଁ ୧୦ ଶିକ୍ଷକ ବହିଷ୍କୃତ । ମାଲକାନଗିରି ଜିଲ୍ଲାରେ କନିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ୧୦ ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ।
ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଯୋଗୁଁ ପ୍ରଥମେ କାରଣ ଦର୍ଶାଅ ନୋଟିସ ପରେ କୌଣସି!-->!-->!-->…
ଜୟପୁରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ପରଲୋକ
ଜୟପୁର: ପରଲୋକରେ ଜୟପୁର ରାଜ ପରିବାରର ଶେଷ ରାଣୀ । ରାଜମାତା ରମାକୁମାରୀ ଦେବୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଜୟପୁର ସ୍ଥିତ ମୋତି ପ୍ୟାଲେସରେ ଦେହାନ୍ତ ହୋଇଛି।
ଏବେ ରାଣୀଙ୍କ ପାଖରେ ସାନବୋହୂ ସାରିକା ଦେବୀ ଓ!-->!-->!-->…
ତାର ଚୋରି କରିବାକୁ ଆସି ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ଖୋର୍ଦ୍ଧା: ତାର ଚୋରି କରିବାକୁ ଆସି ବିଦ୍ୟୁତ୍ ଆଘାତରେ ଯୁବକ ମୃତ। ଖୋର୍ଦ୍ଧା ଜଙ୍କିଆ ଥାନା ଛଣଗିରି ମେଳନ ପଡିିଆ ନିକଟ ବିଦ୍ୟୁତ୍ ଖୁଣ୍ଟରୁ ତାର ଚୋରି କରୁଥିବା ବେଳେ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ ହୋଇଛି।
ମୃତକ ହେଲେ ଛଣଗିରି ଗାଁର ଶେଖ କୁନା। ସ୍ଥାନୀୟ ଅଞ୍ଚଳରେ ଅନେକ!-->!-->!-->…
ଅନୁଗୋଳ ପୋକତୁଙ୍ଗା ଗାଁ ମୁକୁଳା ଡ୍ରେନରେ ପଡି ଜଣେ ମୃତ
ଅନୁଗୋଳ: ନୂତନ ବର୍ଷରେ ଅଘଟଣ। ଅନୁଗୋଳ ଜିଲ୍ଲା ପୋକତୁଙ୍ଗା ଗାଁରେ ଘଟିଛି ଏହି ଅଘଟଣ। ମୁକୁଳା ଡ୍ରେନରେ ପଡି ଜଣଙ୍କର ମୃତ୍ଯୁ ହୋଇଛି। ମୃତକ ଜଣଙ୍କ ହେଲେ ପୋକତୁଙ୍ଗା ଗାଁର ମଙ୍ଗୁଳୁ ଗୋଛାୟାତ। ବିଳମ୍ବିତ ରାତିରେ ଘରକୁ ଯାଉଥିବା ବେଳେ ଡ୍ରେନରେ ପଡି ପ୍ରାଣ ଯାଇଥିବା ଜଣାପଡିଛି।