Sign in
Sign in
Recover your password.
A password will be e-mailed to you.
ରୁଷ ସାଂସଦ ଓ ବନ୍ଧୁଙ୍କ ମୃତ୍ୟୁ ଘଟଣା: ହୋଟେଲ୍ ମାଲିକଙ୍କୁ ପଚରାଉଚରା, ଅନ୍ୟ କର୍ମଚାରୀଙ୍କ ବୟାନ ରେକର୍ଡ
ରାୟଗଡ଼ା: ରାୟଗଡ଼ାରେ ରୁଷ ସାଂସଦ ପାଭେଲ୍ ଆଣ୍ଟୋଭ ଓ ବନ୍ଧୁଙ୍କ ମୃତ୍ୟୁର ସରଜମିନ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ରାୟଗଡ଼ାରେ ତିନି ଦିନ ହେବ ତନାଘନା ଜାରି ରହିଛି । ରୁଷ ନାଗରିକ ରହୁଥିବା ହୋଟେଲରେ ଖୋଳତାଡ ହୋଇଛି । ଗତକାଲି ହୋଟେଲ୍ ମାଲିକଙ୍କୁ ୨୦ ମିନିଟ ଧରି ପଚରାଉଚରା ହୋଇଥିଲା ।!-->…
ନୂଆବର୍ଷରେ ପ୍ରେମିକାକୁ ଭେଟିବା ପାଇଁ ଆସିଥିଲେ ପ୍ରେମିକ, ହେଲେ ଝିଅ ଘର ସାମ୍ନାରୁ ମିଳିଲା ମୃତଦେହ
ବଲାଙ୍ଗିର: ପ୍ରେମିକା ଘର ଆଗରୁ ପ୍ରେମିକର ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ସଦର ଥାନା ଦୁଆନପାଲି ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ କୁମପଥର ଗାଁର ଗାନ୍ଧି ସାଣ୍ଢ ।
ନୂଆବର୍ଷରେ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଗାଁକୁ ଆସିଥିଲେ । ପ୍ରେମିକା ଘର ଆଗରେ ଆତ୍ମହତ୍ୟା!-->!-->!-->…
ରୁମରୁ ମୃତ ଅବସ୍ଥାରେ ମହିଳା ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ
ଆନନ୍ଦପୁର : ମହିଳା ଡାକ୍ତରଙ୍କ ମୃତଦେହକୁ କବାଟ ଭାଙ୍ଗି ଉଦ୍ଧାର କଲା ପୋଲିସ।ନୂଆବର୍ଷ ସେଲିବ୍ରେସନ ପରେ ରୁମରୁ ମୃତ ଅବସ୍ଥାରେ ଠାବ ହୋଇଥିଲେ ଡାକ୍ତର। ଯୋଡା ଥାନା ଯୋଡା ପୌରପାଳିକା ଅନ୍ତର୍ଗତ ୨ ନଂ ୱାର୍ଡ ବନେଇକଳା ବସ୍ତି ଠାରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ!-->…
ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣେଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା…
ଫୁଲବାଣୀ :- କନ୍ଧମାଳ ଜିଲ୍ଲା ମାନବାଧିକାର ମିଶନର ସଭାପତି ବିରାଜ କୁମାର ପ୍ରଧାନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଶୃଙ୍ଖଳିତ ଆଲୋଚନା ଏବଂ ସହଯୋଗ କ୍ରମେ ୨୦୨୩, ନୂତନ ବର୍ଷ ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ, ଟାଉନ ଥାନା ଅଧିକାରୀ,ସଦର ଥାନା ଅଧିକାରୀ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ!-->!-->!-->…
ସପ୍ତାହ ଵ୍ୟାପି ପ୍ରବଚନ ଉଦଯାପିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହବ୍ୟାପୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି । ଏହି!-->…
ବିଜୁ ପଟ୍ଟନାୟକ ବନ୍ୟ ଜୀବ ସଂରକ୍ଷଣ ନିମନ୍ତେ ପୁରସ୍କୃତ ଓ ସମ୍ମାନିତ ହେଲେ ପକ୍ଷୀରାଣୀ ଦୀପା …
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ବନ ବହୁଳ ଜିଲ୍ଲା ଅଟେ l ଗତ ୧୦ ବର୍ଷ ଧରି ଘର ଚଟିଆ ସଂରକ୍ଷଣ ନିମନ୍ତେ କାର୍ଯ୍ୟକରୀ ଆସୁଛନ୍ତି ଦିପାରାଣୀ ନାୟକ l ମାଲକାନଗିରି ମହାବିଦ୍ୟାଳୟ ରେ ବାଣିଜ୍ୟ ରେ +୩ ପଢ଼ିବା ପରେ ଖଲିକୋଟ ଚାରୁକଳା ମହାବିଦ୍ୟାଳୟରୁ ଭାରତୀୟ ମୁଦ୍ରଣ ଚିତ୍ରକଳା ରେ!-->…
ଦେବାନନ୍ଦ ବିଜେଡି ସାଧାରଣ ସମ୍ପାଦକ, ନିଳମଣୀ ଓଡ଼ିଶା ମୋ ପରିବାର ସମ୍ପାଦକ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳର ବରିଷ୍ଠ ଵିଜେଡି ନେତା ଦେବାନନ୍ଦ ମହାପାତ୍ର ଙ୍କୁ ଵିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ସେ ବିଜେଡ଼ି ହିଞ୍ଜିଳିକାଟୁର ଜଣେ ଅନୁଭବୀ ଓ ପ୍ରଭାବଶାଳୀ ସଙ୍ଗଠକ। ଶ୍ରୀ ମହାପାତ୍ର!-->!-->!-->…
ନୂଆଁବର୍ଷରେ ବୁଦ୍ଧଖୋଲରେ ପର୍ଯ୍ୟଟକଙ୍କ ଭିଡ଼…
ବୁଗୁଡ଼ା : ଇଂରାଜୀ ନବ ବର୍ଷର ଆଦ୍ଯ ଦିବସରେ ଏଠାକାର ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୁଦ୍ଧଖୋଲର ପଞ୍ଚଶମ୍ଭୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ପାଦଦେଶସ୍ଥ ଶିବପାର୍ବତୀଙ୍କ ମୂର୍ତ୍ତି ନିକଟରେ!-->…
କାର୍ଯ୍ୟରେ ଅବହେଳା ଯୋଗୁଁ ୧୦ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ନିଲମ୍ବିତ…
ମାଲକାନଗିରି : କାର୍ଯ୍ୟରେ ଅବହେଳା ଯୋଗୁଁ ମାଲକାନଗିରି ଜିଲ୍ଲାର ୧୦ଜଣ କନିଷ୍ଠ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ଦୀର୍ଘ ଦିନ ଧରି ନିଜ କାର୍ଯ୍ୟରେ ଅବହେଳା କରୁଥିବା!-->!-->!-->…
ଏନ୍.ଟି. ରାମାରାଓ ସ୍ମାରକୀ ପୁରସ୍କାରରେ ସମ୍ବର୍ଦ୍ଧିତା ଓଡ଼ିଆ କଳାକାର ଜାନକୀ ପଣ୍ଡା…
ବ୍ରହ୍ମପୁର : ଆନ୍ଧ୍ର ପ୍ରଦେଶ ଓଡ଼ିଆ କଳାକାର ମହାସଂଘ ଯୁଗ୍ମ ସମ୍ପାଦିକା ତଥା ପ୍ରତିଭା ଓ ପ୍ରଜ୍ଞାଦୀପ୍ତ ଲୋକକଳା କଳାକାର ଜାନକୀ ପଣ୍ଡା ବିଶାଖାପାଟଣା ସ୍ଥିତ ପୌର ଗ୍ରନ୍ଥାଳୟ ଠାରେ ପ୍ରଖ୍ୟାତ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଏନ୍.ଟି. ରାମାରାଓ ଜନ୍ମ ଶତବାର୍ଷକୀ ପାଳନ ଅବସରରେ "ଦାସରୀ!-->…