ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ ମୋଦି…

ନୂଆଦିଲ୍ଲୀ:ଆସନ୍ତା ଜାନୁଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ସମ୍ବୋଧିତ କରିବେ। ଚଳିତ ବର୍ଷର ଭାରତୀୟ ବିଜ୍ଞାନ କଂଗ୍ରେସର ମୁଖ୍ୟ ପ୍ରସଙ୍ଗ ହେଉଛି ‘ମହିଳା ସଶକ୍ତିକରଣ ସହିତ ନିରନ୍ତର ବିକାଶ ପାଇଁ ବିଜ୍ଞାନ ଓ

ମୋଦିଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଲେ ସୁବ୍ରମଣ୍ୟମ ସ୍ୱାମୀ…

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ଅରୁଚିକର ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆସନ୍ତା ଜାନୁୟାରୀ ୧୨ ପୂର୍ବରୁ ସୁପ୍ରିମକୋର୍ଟରେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ରାମସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବରେ

ମୋ ବସ୍‌ରେ ୬ ଯାତ୍ରୀଙ୍କ ପକେଟ ମାରୁ…

କଟକ: ସୁରକ୍ଷିତ ନୁହେଁ କି ସରକାରଙ୍କ ମୋ ବସ୍? କେତେବେଳେ ଅଧାରାସ୍ତାରେ ଧୋକା ଦେଉଛି ତ, ଆଉ କେତେବେଳେ ବସ୍ ଭିତରେ ହେଉଛି ପକେଟ୍ ମାରୁ। ଆଜି ପୁଣି ମୋ ବସ୍ ଭିତରେ ଭିଡର ଫାଇଦା ନେଇ ମୋବାଇଲ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୧୮ ନମ୍ବର ମୋ ବସ୍‌ରେ ହୋଇଛି ମୋବାଇଲ୍ ଚୋରି। ଗୋଟିଏ କି

ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ…

ମାଲକାନଗିରି : ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ। ମୃତ ଶିକ୍ଷକଙ୍କ ନାଁ ନିରାକାର ସେଠୀ। ମିଳିଥିବା ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଶିକ୍ଷକ ନିରାକାର ସେଠୀ ଓ ପିଅନ ନରେଶ

ବର୍ଷର ଶେଷ ଦିନରେ ଭୋଜି କରିବାକୁ ଡାକି ତଣ୍ଟିକାଟି ମାରିଦେଲେ…

ବଲାଙ୍ଗିର: ବର୍ଷର ଶେଷ ଦିନରେ ଭୋଜି କରିବାକୁ ଡାକି ଜଣେ ଟେଲରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ତଅଁଳା ଗାଁରେ। ମୃତ ଟେଲରଙ୍କ ନାଁ ପୁରୁଷୋତ୍ତମ ବେହେରା। ଗତକାଲି ରାତିରେ ତାଙ୍କ ମୃତଦେହକୁ ତଅଁଳା ଗାଁ ନର୍ସରୀ

ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ବସ୍, ନିଆଁ ଲଗାଇ ଦେଲେ ଲୋକେ…

ବାରିପଦା: ବାରିପଦା ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ବାଇକ କୁ ପିଟିଲା ବସ। ଫଳରେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ବସ ରେ ନିଆଁ ଲଗାଇ ଦେଇଛନ୍ତି। ଦୁର୍ଘଟଣା ଘଟାଇଥିବା ବସଟି ହେଉଛି ରଞ୍ଜିତା ନାମରେ ଏକ ଘରୋଇ ବସ। ବସ ପୋଡି ପରେ ଘଟଣା ସ୍ଥଳରେ

ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ବନ୍ଦ୍‌…

ପୁରୀ: ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ନିଷିଦ୍ଧ ହୋଇଛି। ଏହା ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ଅର୍ଥାତ ନୂଆ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି। ଶ୍ରୀମନ୍ଦିରକୁ

ଦେବଗଡରେ ପୁଅର ଛୁରା ମାଡରେ ବାପାର ମୃତ୍ୟୁ…

ଦେବଗଡ: ନୂଆ ବର୍ଷରେ ପୁଅର ଅମାନବୀୟ କାଣ୍ଡ l ସାମାନ୍ୟ ମଦ ପାଇଁ ବାପାକୁ କଲା ହତ୍ୟା । ଏଭଳି ଅଭାବନୀୟ ଅଘଟଣ ଦେଖିବାକୁ ମିଳିଛି ଦେବଗଡରେ । ନୂଆ ବର୍ଷ ପାଳନ ପାଇଁ ମଦ ପିଇବାକୁ ଟଙ୍କା ନ ଦେବାରୁ ବାପାକୁ ଛୁରୀରେ ଆକ୍ରମଣ କରି ହତ୍ୟା କଲା ପୁଅ l ଦେବଗଡ଼ ଥାନା ଅନ୍ତର୍ଗତ

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ପୁରୀ : ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ। ବିଶ୍ୱବିଦ୍ୟାଳୟର ପରିସରରେ ଥିବା ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ପ୍ରଜ୍ଞା ପାରମିତା ପରିଡ଼ା। ସେ ବେଦାନ୍ତ ବିଭାଗର ପିଜି ପ୍ରଥମ ବର୍ଷର ଛାତ୍ରୀ

ରାଜଧାନୀରେ ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା…

ଭୁବନେଶ୍ବର: ରାଜଧାନୀରେ ବର୍ଷ ଆରମ୍ଭରୁ ବୁଲିଲା ଖଣ୍ଡା। ପତିଆର ଜାହିର କରିବାକୁ ନୂଆବର୍ଷରେ ଖଣ୍ଡା ଧରି ଆତଙ୍କ । ସିସିଟିଭି ରେ କଏଦ ହେଲା ଭଙ୍ଗାରୁଜା ଚିତ୍ର। ଘଟଣା ଘଟିଛି ନୟାପଲ୍ଲୀ ଥାନା ଭୋଇ ସାହିରେ। ଗତକାଲି ରାତିରେ କ୍ଲବ ଏବଂ ସ୍ଥାନୀୟ ଯୁବକଙ୍କ ସହ କିଛି ବଚସା ହୋଇଥିଲା ଯାହା