ନୂଆବର୍ଷକୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼

ପୁରୀ: ଆଜି ନୂଆବର୍ଷର ପ୍ରଥମ ଦିନ । ନୂଆବର୍ଷକୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ । ପ୍ରଥମ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ସମସ୍ତେ। ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ

ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌!

ସମ୍ବଲପୁର : ନୂଆ ବର୍ଷରେ ଦୁର୍ଘଟଣା। ଏକ ଟ୍ରକ୍ ପଛରେ ପିସିଆର୍ ଭ୍ୟାନ୍ ପିଟି ହେବାରୁ ୩ ଜଣ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଭୋରରେ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ

ଡିସେମ୍ବର ନଅତାରିଖରୁ ଟିକାବାଲି ଗଣ୍ଡଗାଁର ଛାତ୍ରୀ ନିଖୋଜ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଗଣ୍ଡଗାଁର ଜିଏନ ଏମ ଛାତ୍ରୀ ଗତ ଡିସେମ୍ବର ୯ତାରିଖ ରୁ ଘରକୁ ଯିବାକୁ କହି କେଉଁ ଆଡେ ନିଖୋଜ ଅଛନ୍ତି।ସୂଚନାଯୋଗ୍ୟ ଯେ ଆଶାମୟୀ ମୁଖି ବୟସ ୧୯ବର୍ଷ ବାପା ଶରତ ଚନ୍ଦ୍ର ମୁଖି ଘର ଗଣ୍ଡଗାଁ ଟିକାବାଲି ଗତ ଦୁଇ ବର୍ଷ ହେଲା

ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ…

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ନିଯୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ଯୋଗ ଦେଇଥିବା

ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ୨ୟ ପ୍ରସ୍ତୁତି ବୈଠକ…

ଦାରିଙ୍ଗବାଡି,୩୧/୧୨ : ଓଡ଼ିଶାର ଭୂସ୍ବର୍ଗ ତଥା କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଜାନୁଆରୀ ୭ ତାରିଖ ଠାରୁ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ପାଳନ ନେଇ ବ୍ଲକ ସଭାଗୃହ ୨ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କ୍ରମେ ଏହି

ବ୍ଲକସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ…

ଦାରିଙ୍ଗବାଡି,୩୧/୧୨ : ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ପ୍ରଶାସନ, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ପ୍ରେମ ଅନୁଷ୍ଠାନର ସହଯୋଗରେ ଟାସ୍କ ଫୋର୍ସ ବ୍ଲକ ସ୍ତରୀୟ କମିଟି ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଛି। ସିଡିପିଓ ଅଞ୍ଜଳି ମହାପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ଦାରିଙ୍ଗବାଡି ବିଡ଼ିଓ

ସୋସିଆଲ ମିଡ଼ିଆ ପ୍ରଭାବରେ ଗ୍ରୀଟିଙ୍ଗ୍ସ କାର୍ଡ ହୋଇଛି ଅଲୋଡା…

ବୁଗୁଡ଼ା : ସଂପ୍ରତି ସୋସିଆଲ ମିଡିଆର ପ୍ରଭାବରେ ଗ୍ରୀଟିଙ୍ଗ୍ସ କାର୍ଡ ଅଲୋଡା ହୋଇ ପଡିଛି । ଏଇ କେତେ ବର୍ଷ ଆଗରୁ ଗ୍ରାମୀଣ ଓ ସହରୀ ପିଲାଙ୍କ ମଧ୍ୟରେ ଗ୍ରୀଟିଙ୍ଗ୍ସକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଥିଲା। ଶୀତ ଛୁଟି ହେବା ପୂର୍ବରୁ ନିଜ ନିଜର ବନ୍ଧୁବାନ୍ଧବଙ୍କ ମଧ୍ୟରେ

ତିନିଜଣ ଏନ୍ଏସି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା…

ବୁଗୁଡା : ବୁଗୁଡା ଏନ୍ଏସିରେ କାର୍ଯ୍ୟରତ ତିନି ଜଣ କର୍ମଚାରୀଙ୍କୁ ଶନିବାର ଦିନ ବଦଳି କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ ଦାସଙ୍କ ଉପସ୍ଥିତିରେ କୋଦଳା ଏନ୍ଏସିକୁ ବଦଳି ହୋଇଥିବା

୨୦୨୩ – ନବବର୍ଷ ସକାଶେ ବିଶ୍ୱପିତା ଶିବ ପରମାତ୍ମାଙ୍କ ଦିବ୍ୟ ସନ୍ଦେଶ…

ବ୍ରହ୍ମପୁର : ଗିରିରୋଡ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସେବାକେନ୍ଦ୍ର ତରଫରୁ ନବବର୍ଷ ୨୦୨୩ ଉପଲକ୍ଷେ ସର୍ବ ମନୁଷ୍ୟ ଆତ୍ମାଙ୍କୁ ଚିନ୍ତାମୁକ୍ତ, ବିଘ୍ନ ଓ ସମସ୍ୟାମୁକ୍ତ ଜୀବନଯାପନ ଉଦ୍ଦେଶ୍ୟରେ ବିଶ୍ୱପିତା ପରମାତ୍ମା ଶିବଙ୍କ ଦିବ୍ୟ ସନ୍ଦେଶ

ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନିର୍ବାଚନ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗି ସ୍ଥିତ ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ନିଖିଳ ଉତ୍କଳ ଚତୃର୍ଥ ଶ୍ରେଣୀ ସରକାରୀ ସଂଘର ବାର୍ଷିକ ସମ୍ମିଳନୀ ନିର୍ବାଚନ ଅନୁଷ୍ଠିତ ହୋଇଅଛି। ଏହି ସମ୍ମିଳନୀରେ ବାଲିଗୁଡା ଉପଖଣ୍ଡର ୯ଟି ବ୍ଲକ ନୂଆଗାଁ,