Sign in
Sign in
Recover your password.
A password will be e-mailed to you.
‘କପି ରାଇଟ୍’ କଥା କହି ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କଲେ ଉମା ଭାରତୀ…
ଛିଣ୍ଡୱାରା: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ବୟାନ କ୍ରମାଗତ ଭାବେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଦଳୀୟ ହାଇକମାଣ୍ଡଙ୍କ ଦ୍ୱାରା ଅଣଦେଖାର ସ୍ୱୀକାର ହୋଇଥିବା ଉମା ଭାରତୀ ସର୍ବସମ୍ମୁଖରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି।
!-->!-->!-->…
ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍, ୬ ଗୁରୁତର ଆହତ…
ବୌଦ୍ଧ: ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍ । ବୌଦ୍ଧ NH ୫୭ ହରେକୃଷ୍ଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ ଗଛରେ ପିଟି ହେଲା ବସ୍ । ୬ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ। ଅଳ୍ପକେ ବର୍ତ୍ତିଲେ ୪୦ଜଣ ତୀର୍ଥଯାତ୍ରୀ । ପୁରୀରେ କାଳିଆ ଦର୍ଶନ ସାରି ନୃସିଂହନାଥଙ୍କୁ ଦର୍ଶନ!-->…
ଆତଙ୍କବାଦକୁ ବ୍ୟବହାର କରି ଆଲୋଚନା ପାଇଁ ବାଧ୍ୟକରାଯାଇ ପାରିବନି: ବୈଦେଶିକ ମନ୍ତ୍ରୀ…
ନିକୋସିଆ: ପାକିସ୍ତାନକୁ ଟାର୍ଗେଟ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି କେହି ବି ଭାରତକୁ ଆଲୋଚନା ପାଇଁ ବାଧ୍ୟ କରିପାରିବେ ନାହିଁ। ସାଇପ୍ରସରେ ଭାରତୀୟ ବଂଶୋଦ୍ଭବମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ପାକିସ୍ତାନ ନାଁ!-->…
ଜନ୍ମଦିନରେ ପତ୍ନୀଙ୍କ ହାତରେ ହାତ ଧରି ନାଚିଲେ ଜୟପୁର ବିଧାୟକ ତାରା ବାହିନୀପତି…
କୋରାପୁଟ: ନାଚୁଛନ୍ତି ଉଭୟ ପତି-ପତ୍ନୀ। ଜୟପୁର ବିଧାୟକ ତାରା ବାହିନୀପତି ନାଚୁଥିବା ବେଳେ ତାଙ୍କ ସହ ନାଚୁଛନ୍ତି ତାଙ୍କ ପତ୍ନୀ ମୀନାକ୍ଷୀ ବାହିନୀ ପତି। ହାତକୁ ହାତ ଧରି ତାରା ବାହିନୀ ପତି ନାଚୁଛନ୍ତି। ତାରା ବାହିନୀଙ୍କ ଜନ୍ମ ଦିନ ପାଳନ ଅବସରରେ କୋରାପୁଟ ପ୍ରେସକ୍ଲବ୍ ଠାରେ!-->…
୧୦ ଦେଶର କଟକଣା ପରେ ଚାଇନାକୁ କରୋନା ମୃତ୍ୟୁର ତଥ୍ୟ ମାଗଲା ହୁ’…
ବେଜିଂ: ଚାଇନାକୁ କରୋନା ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ଚାଇନାରେ କରୋନା ସଂକ୍ରମଣ ଓ ମୃତ୍ୟୁ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ବେଜିଂ ପକ୍ଷରୁ ସଠିକ ତଥ୍ୟ ଦିଆଯାଉନି। ଏହାକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ପ୍ରତିକ୍ରିୟା ପ୍ରକାଶ!-->…
ରୁଷ୍ ସାଂସଦ ପାଭେଲ୍ଙ୍କ ମୃତ୍ୟୁ ଘଟଣା: ହୋଟେଲରେ କ୍ରାଇମବ୍ରାଞ୍ଚର ଛାନବିନ୍, ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କଲା…
ରାୟଗଡା: ରୁଷ୍ର କୋଟିପତି ସାଂସଦ ଆଣ୍ଟୋଭ ପାଭେଲ୍ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବେଦନଭଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ? ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିଛି। ଫରେନସିକ ଟିମ୍ ସହ ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ତଥ୍ୟ ସଂଗ୍ରହ କରିଛନ୍ତି। ପାଭେଲ ଆଣ୍ଟୋଭଙ୍କ ମୃତଦେହ!-->…
କୋରାପୁଟରେ ପୁରୁଷ ହକି ବିଶ୍ଵ କପ ଟ୍ରଫି…
କୋରାପୁଟ: କୋରାପୁଟରେ ପହଞ୍ଚିଲା ପୁରୁଷ ହକି ବିଶ୍ଵ କପ ଟ୍ରଫି। ରାୟଗଡ ଦେଇ ଆସିଥିବା ଟ୍ରଫିକୁ କୋରାପୁଟର ପ୍ରବେଶ ପଥରେ ବିପୁଳ ଭବ୍ୟ ସ୍ୱାଗତ କରାଯାଇଥିଲା । ବାଜା ବାଜେଣା ସହ ଡେମସା ନାଚର ତାଳେ ତାଳେ ଟ୍ରଫିକୁ କୋରାପୁଟ ସହର ପରିକ୍ରମା କରାଯାଇଥିଲା । ଜଗନ୍ନାଥ ମନ୍ଦିର ଛକରେ ସ୍ୱାଗତ!-->…
ଏସ୍ଟିଏଫ୍ ପଞ୍ଝାରେ ଆଉ ଜଣେ ବାଘଛାଲ ବେପାରୀ…
ଉଦଳା: ଏସ୍ଟିଏଫ୍ ପଞ୍ଝାରେ ଆଉ ଜଣେ ବାଘଛାଲ ବେପାରୀ । ଗିରଫ ବେପାରୀ ହେଲେ ଶାସଙ୍ଗବେଡା ଗାଁର ପୂର୍ଣ୍ଣଚନ୍ଦ୍ର ମାଝୀ । ଘଟଣାରେ ପୂର୍ବରୁ ୨ ଜଣ ଗିରଫ ହୋଇଥିଲେ । ବାରିପଦା ରାସ୍ତାର ବିସିପୁର ଛକ ନିକଟରେ ମହାବଳ ବାଘଛାଲ ବିକ୍ରି ପାଇଁ ଡ଼ିଲ ଚାଲିଥିବା ବେଳେ ଚଢାଉ କରିଥିଲା ଏସ୍ଟିଏଫ୍!-->…
ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଦେଖିଲେ ଡିସିପି ପ୍ରତୀକ ସିଂ…
ଭୁବନେଶ୍ୱର: ହକି ବିଶ୍ୱକପ ପୂର୍ବରୁ ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ରାଜଧାନୀ ଭୁବନେଶ୍ୱରର ନଅଟି ହୋଟେଲରେ ରହିବେ ଏବଂ ସମସ୍ତ ହୋଟେଲ ଗୁଡିକରେ ସ୍ୱତନ୍ତ୍ର ସୁରକ୍ଷା!-->…
କଂଗ୍ରେସକୁ ପୁଣି ଫେରିବା ଖବରକୁ ଗୁଲାମନବୀଙ୍କ ଖଣ୍ଡନ…
ନୂଆଦିଲ୍ଲୀ: କଂଗ୍ରେସ ସହ ୫୨ ବର୍ଷର ସମ୍ପର୍କଚ୍ଛିନ୍ନ କରି ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିବା ଗୁଲାମନବୀ ଆଜାଦ ନିଜର ଘର ବାହୁଡ଼ା ଖବରକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ ପୁଣିଥରେ କଂଗ୍ରେସକୁ ଫେରିବା ନେଇ ଶୁକ୍ରବାର କିଛି ଜାତୀୟ ଗଣମାଧ୍ୟମ ଖବର ପ୍ରକାଶ!-->…