Sign in
Sign in
Recover your password.
A password will be e-mailed to you.
ପ୍ରଥମ ଥର ପାଇଁ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀଙ୍କ ଦୂରଦର୍ଶନରେ ନୃତ୍ୟ ପରିବେଷଣ…
କନ୍ଧମାଳ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ପାରମ୍ପରିକ ଲୋକକଳା ଦିନକୁ ଦିନ ଉନ୍ନତି ହେବା ସହ ସଂସ୍କୃତି ର ପ୍ରଚାର ପ୍ରସାର କରିବା ଦିଗରେ ଅନେକ ସାଂସ୍କୃତିକ ଅନୁଷ୍ଠାନ ନିଜର ପ୍ରଚେଷ୍ଠା ବଳରେ ଦେଶ ଓ ଦେଶ ବାହାରେ ସେମାନଙ୍କର କଳା ପରିବେଷଣ ଜାରି ରଖିପାରିଛନ୍ତି। ଏହି କ୍ରମରେ!-->…
ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ…
ଓଏଏସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞାପନ । ୬୮୩ ସିଭିଲ ସର୍ଭିସ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଛି । ଜାନୁଆରୀ ୧୭ରୁ ଫେବ୍ରୁଆରୀ ୧୬ ଯାଏ କରିପାରିବେ ଆବେଦନ । ୬୮୩ଟି ପଦବୀ ମଧ୍ୟରେ ୨୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ!-->…
ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ…
ଭୁବନେଶ୍ବର: ନୂଆବର୍ଷ-୨୦୨୩ ପୂର୍ବରୁ ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଂଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି!-->…
ହାଜର ପାଇଁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ କୋର୍ଟଙ୍କ ସମନ…
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଜର ପାଇଁ ସମନ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା କୋର୍ଟ । ଜାନୁଆରୀ ୪ ତାରିଖରେ ହାଜର ପାଇଁ କୋର୍ଟ ସମନ କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଷ୍ଟାଫଙ୍କ ପ୍ରତି ବର୍ଷା ଦେଇଥିବା ଜାତିଆଣ ଆକ୍ଷେପ!-->…
କଟକରେ ଜିରୋ ନାଇଟ ପାଇଁ କ୍ଲବ, ପବ ଓ ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ନେବେ ଅନୁମତି…
କଟକ ; ଜିରୋ ନାଇଟ ପାଇଁ କଟକ କମିଶନରେଟର ପ୍ରସ୍ତୁତି। କ୍ଳବ,ପବ, ହୋଟେଲଗୁଡିକ ସେଲିବ୍ରେସନ ପାଇଁ ପୋଲିସ ଠାରୁ ଅନୁମତି ନେବାକୁ ପଡିବ ବୋଲି ଡିସିପି ପିନାକ ମିଶ୍ରଙ୍କ ସୂଚନା ଦେଇଛନ୍ତି ।
ଏଥିସହିତ ରାତି ୧୨ ଟା ପର୍ଯ୍ୟନ୍ତ ଇନଡୋର ସେଲିବ୍ରେସନ ଓ ଆଉଟ ଡୋର ବା ବାହାରେ ମୁକ୍ତା!-->!-->!-->…
ନୂଆବର୍ଷରେ କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…
ଭୁବନେଶ୍ୱର: କୋଭିଡ ନିୟମ ନ ମାନିଲେ ଆସିପାରେ ବିପଦ । ଗହଳିରେ ମାସ୍କ ପିନ୍ଧିବାକୁ ପରାମର୍ଶ । ନୂଆବର୍ଷ ପାଇଁ ପୁଣି ଥରେ ସତର୍କ କରାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କୋଭିଡ ନେଇ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନକୁ ରାଜ୍ୟରେ ଅନୁପାଳନ କରାଯାଉଛି । ଯେଉଁଠାକୁ ଆନ୍ତର୍ଜାତୀୟ ବିମାନ!-->…
ଗାଁ ଦାଣ୍ଡରେ ପ୍ରେମିକର ଘର ଆଗରେ ଶଙ୍ଖା ସିନ୍ଦୁର ପିନ୍ଧିଲା ପ୍ରେମିକା…
ଗଞ୍ଜାମ: ପ୍ରତିଶ୍ରୁତି ଏବଂ ପ୍ରେମର ଅଧିକାର ମାଗିଲା କିନ୍ତୁ ମିଳିଲାନି । କିଛି ଉପାୟ ନପାଇ ଧାରଣାରେ ବସିଲା, ଅଡିବସିଲା ବିବାହ ପାଇଁ । ଶେଷରେ ପ୍ରେମିକର ଘର ଆଗରେ ଏବଂ ଗାଁ ଦାଣ୍ଡରେ ବାହା ମୁକୁଟ ବାନ୍ଧି ଶଙ୍ଖା ସିନ୍ଦୂର ପିନ୍ଧିଲା । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା!-->…
ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ: ଦୁଇ ଦିନ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ…
ପୁରୀ: ଦୁଇ ଦିନ ବଡ଼ ଦାଣ୍ଡରେ ବନ୍ଦ ରହିବ ସମସ୍ତ ଦୋକାନ। ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ କରାଯାଇଛି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା।
ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ!-->!-->!-->…
ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି: ବଢ଼ିଲା ୪ ପ୍ରତିଶତ ମହଙ୍ଗା ଭତ୍ତା…
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ୪ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଜୁଲାଇ ପହିଲାରୁ ବର୍ଦ୍ଧିତ ଭତ୍ତା ଲାଗୁ ହେବ ।
ରାଜ୍ୟ ସରକାର!-->!-->!-->…
ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ନବୀନ…
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦୀ ଓ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।
ଏହାସହିତ ହୀରାବେନଙ୍କ ଶେଷକୃତ୍ୟ କାର୍ଯ୍ୟରେ ଯୋଗ ଦେବା ପାଇଁ ମନ୍ତ୍ରୀ ଶ୍ରୀକାନ୍ତ!-->!-->!-->…