ଚୀନ୍‌-ଆମେରିକା ଯୁଦ୍ଧ ବିମାନ ମୁହାଁମୁହିଁ…

ଚୀନ୍‌-ଆମେରିକା ଯୁଦ୍ଧ ବିମାନ ମୁହାଁମୁହିଁ । ଦକ୍ଷିଣ-ଚୀନ୍‌ ସାଗର ଉପରେ ମୁହାଁମୁହିଁ ହୋଇଛନ୍ତି ଚୀନ୍‌-ଆମେରିକା ଯୁଦ୍ଧ ବିମାନ । ଆମେରିକା ଯୁଦ୍ଧ ବିମାନର ୭ ମିଟର ଦୂରରେ ଚୀନ୍‌ ବିମାନ । ଚୀନ୍‌ ଯୁଦ୍ଧ ବିମାନର ଭିଡିଓ ଜାରି କରିଛି ପେଣ୍ଟାଗନ୍‌ । ୨ ଯୁଦ୍ଧ ବିମାନ ଧକ୍କା ହୋଇଥାନ୍ତା

କାର ଡ୍ରାଇଭରଙ୍କର ଲାଗିଗଲା ଆଖି: ଚାଲିଗଲା ୯ ଜୀବନ…

ଗୁଜରାଟ: ଗୁଜରାଟର ନବସାରିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଓ ଏସୟୁଭି କାର ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୯ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାରେ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ହସପିଟାଲରେ

ଚକୋଲେଟ ବିକିବ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ…

ରିଲାଏନ୍ସ କଂଜୁମର ପ୍ରଡକ୍ଟସ୍‌ ଲିମିଟେଡ (ଆରସିପିଏଲ) ଲୋଟସ ଚକୋଲେଟ ପ୍ରବର୍ତ୍ତକ ସହ ବୁଝାମଣା କରିଛି । ଲୋଟସ ଚକୋଲେଟ, କୋକୋ ଉତ୍ପାଦ ଓ କୋକୋ ଡେରିଭେଟିଭ ବାନାଇଥାଏ । ରିଲାଏନ୍ସ ସହ ବୁଝାମଣା କରିବା ପରେ କମ୍ପାନୀର ସିଇଓ ଅଭିଜିତ ପଇ କହିଛନ୍ତି ଯେ ଏହାଦ୍ୱାରା ଲୋଟସ ଆହୁରି ଉପରକୁ ଉଠିବ

ଚୀନରେ କୋଭିଡ ଦିନକୁ ନେଉଛି ୯ ହଜାର ଜୀବନ…

ନୂଆଦିଲ୍ଲୀ : ଚୀନରେ କୋଭିଡ ମହାବିପର୍ଯ୍ୟୟ ଆଡକୁ ଗତି କରୁଛି। ଗୋଟିଏ ସପ୍ତାହରେ ଦିଗୁଣ ହୋଇଛି ଦୈନିକ ମୃତ୍ୟୁ ସଂଖ୍ୟା । ଗତ ସପ୍ତାହରେ ଦିନକୁ ୫ ହଜାର ଜୀବନ ନେଉଥିଲା ମହାମାରୀ । ଏବେ ଦିନକୁ ୯ ହଜାର ଜୀବନ ନେଉଛି। ଆଗକୁ ଆହୁରି ଭୟଙ୍କର ହେବ ସ୍ଥିତି। ଦିନକୁ ୨୫ ହଜାର ଜୀବନ ଯିବ ।

ମାଟିଭାଷା ସମାଜସେବା ସମ୍ମାନ ପାଇଲେ ଡ଼ଃ ନୃସିଂହାନନ୍ଦ ମହାପାତ୍ର…

ଫୁଲବାଣୀ :- କନ୍ଧମାଳର ଅତି ପରିଚିତ ସମାଜ ସେବୀ, ସାହିତ୍ୟିକ, ଶିକ୍ଷାବିତ ଓ ଗବେଷକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମାଟିଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ସମର୍ଦ୍ଧିତ କରାଯାଇଛି l ଭୁବନେଶ୍ୱରରେ ଜୟଦେବ ଭବନ ପରିସରରେ ଆୟୋଜିତ ତାର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ତଥା ରାଜ୍ୟସ୍ତରୀୟ

ତାଣ୍ଡବାଇ ଗ୍ରାମରେ ବିଏସଏଫ ୧୪୨ ବାଟାଲିଆନ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ଗ୍ରାମଠାରେ ଆଜି ସକାଳ ୧୦ ଘଣ୍ଟିକା ସମୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଯତ୍ନରେ ଏମ୍ ଭି ୭୯ ଗ୍ରାମ ସ୍ଥିତ ବି ଏସ ଏଫ ୧୪୨ ବାଟାଲିଆନ ର କୋମଣ୍ଡେଟ ଅଫିସର ଶ୍ରୀ ରାଜପାଲ

ଅଗ୍ନିକାଣ୍ଡରେ ଜଳିଗଲା ଧାନ ଗଦା…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଆଜି ସନ୍ଧ୍ୟା ସାଢେ ୭ ଟା ସମୟରେ ଅଗ୍ନିକାଣ୍ଡ ଘଟି ନାରାୟଣ ସାହୁଙ୍କ ଦଶ ଭରଣର ଧାନ ଗଦା ଜଳି ପାଉଁଶ ହୋଇ ଯାଇଥିବା ବେଳେ ଆଉ ୩ ଟି ଧାନ ଗଦା ଅଳ୍ପକେ ବର୍ତ୍ତି ଯାଇଛି l ଉକ୍ତ ଖଳାରେ ୪ଟି ଧାନ ଗଦା ଥିବା ବେଳେ ମଝିରେ ଥିବା

ଆଇଆରବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ନେଇ ପ୍ରେସକ୍ଳବ ପକ୍ଷରୁ ଏସପିଙ୍କୁ ଦାବି…

ଫୁଲବାଣୀ : ଆଜି ଜିଲ୍ଲା ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଏକ ଲିଖିତ ଅଭିଯୋଗ କନ୍ଧମାଳ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି। ଯାହା ଲିଖିତ ଅଭିଯୋଗ ରହିଛି ଗତ ୨୮/୧୨/ ୨୦୨୨ ତାରିଖ (ବୁଧବାର) ଦିନ ଫୁଲବାଣୀରେ ବିଶ୍ଵ ପୁରୁଷ ହକି କପକୁ ସ୍ଵାଗତ ଏବଂ

ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଆରଡିସିଙ୍କୁ…

ବ୍ରହ୍ମପୁର : ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଆରଡିସିଙ୍କୁ ସ୍ମାରକପତ୍ର ଦିଆଗଲା l ବ୍ରହ୍ମପୁର ଉପଖଣ୍ଡକୁ ବ୍ରହ୍ମପୁର ଜ଼ିଲ୍ଲା ଭାବେ ମାନ୍ୟତା ପ୍ରଦାନ କରିବାକୁ ଦାବି କଲେ କମିଟି, ଯଦି ପଦ୍ମପୁର ପରି କ୍ଷୁଦ୍ର

ବ୍ରହ୍ମପୁର ବିମାନବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଉପ-ଜିଲ୍ଲାପାଳଙ୍କୁ ନୂଆସ୍ଥାନ ନେଇ ପ୍ରସ୍ତାବ…

ବ୍ରହ୍ମପୁର : ବ୍ରହ୍ମପୁର ଠାରେ ଏକ ସବୁଦିନିଆ ଗ୍ରୀନ-ଫିଲଡ଼ ବିମାନ ବନ୍ଦର ପ୍ରତିଷ୍ଠା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ ର କାର୍ଯ୍ୟକର୍ତ୍ତା ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଓ ଚାରୋଟି ନୂଆଁ ସ୍ଥାନ ବିଷୟରେ ପ୍ରସ୍ତାବ ଦେବାକୁ