Sign in
Sign in
Recover your password.
A password will be e-mailed to you.
ମୁଁ ଋଷଭ ପନ୍ତ: ଭୟାବହ କାର୍ ଦୁର୍ଘଟଣା ପରେ ଉଦ୍ଧାରକାରୀଙ୍କୁ ପରିଚୟ ଦେଇ କହିଲେ ପନ୍ତ…
ନୂଆଦିଲ୍ଲୀ: ଆଜି ବଡ଼ି ଭୋର୍ରେ ଦୁର୍ଘଟଣାଗ୍ରସ୍ତ ଜ୍ବଳନ୍ତ କାର୍ରୁ ବାହାରି ଆସିବା ପରେ ଉଦ୍ଧାରକାରୀଙ୍କୁ ନିଜ ପରିଚୟ ପ୍ରଦାନ କରିବାକୁ ଭାରତୀୟ ୱିକେଟ୍କିପର୍ କହିଲେ, ମୁଁ ଋଷଭ ପନ୍ତ।
ଉଲ୍ଲେଖଯୋଗ୍ୟ, ସୁଶୀଳ ନାମକ ଜଣେ ବସ୍ ଚାଳକ ହିଁ ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚି!-->!-->!-->…
ମୁମ୍ବାଇର ମାଉଣ୍ଟ ମେରି ଚର୍ଚ୍ଚ ଉପରେ ଆତଙ୍କବାଦୀ ହାମ୍ଲା କରିବାକୁ ଧମକ ଦେଲା ଲସ୍କର-ଏ-ତୋଏବା…
ମୁମ୍ବାଇ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ମୁମ୍ବାଇର ବାନ୍ଦ୍ରାସ୍ଥିତ ମାଉଣ୍ଟ ମେରି ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ଦେଇଛି। ପାକିସ୍ତାନରେ ଅବସ୍ଥାନ କରି ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିବା ଇସଲାମ ଉଗ୍ରବାଦୀ!-->…
ଉଭୟ ଶବଦାହ ଓ କବର ଋଷୀୟ ପରମ୍ପରା : ରୁଷ ରାଷ୍ଟ୍ରଦୂତ…
ଉଭୟ ଶବଦାହ ଓ କବର ଋଷୀୟ ପରମ୍ପରା। ଏହା କହିଛନ୍ତି ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ। ରାୟଗଡ଼ାରେ ଦୁଇ ମୃତ ରୁଷ ନାଗରିକଙ୍କ ଶବଦାହ କରାଯାଇଥିଲା। ଯାହାକୁ ନେଇ ଉଠିଥିଲା ବିବାଦ। ସାଂସଦ ମନୀଷ ତିୱାରୀ ପ୍ରଶ୍ନ କରିଥିଲେ, ଦୁଇ ଖ୍ରୀଷ୍ଟିଆନଙ୍କ ଶବକୁ କବର ଦିଆନଯାଇ କାହିଁକି ଶବଦାହ କରାଗଲା।!-->…
ଉଜବେକିସ୍ତାନ ଶିଶୁ ମୃତ୍ୟୁ ଭାରତ ପାଇଁ ଦୁର୍ନାମ ଆଣିଛି : ଭାରତୀୟ ଫାର୍ମା କମ୍ପାନିର ସଦସ୍ୟତା ରଦ୍ଦ…
ନୂଆଦିଲ୍ଲୀ : ନୋଇଡା ସ୍ଥିତ ମାରିଅନ ବାୟୋଟେକକୁ ଭାରତର ସର୍ବୋଚ୍ଚ ଫାର୍ମାସୁଟିକାଲ ରପ୍ତାନି ପରିଷଦ ଫାର୍ମେକ୍ସିଲର ସଦସ୍ୟତାରୁ ନିଲମ୍ବିତ କରାଯାଇଛି । ଏହି କମ୍ପାନିର କଫ ସିରପ ପିଇ ଉଦବେକିସ୍ତାନର ୧୮ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ ।
ଏହି କମ୍ପାନି ସମଗ୍ର ବିଶ୍ବରେ ଭାରତୀୟ!-->!-->!-->!-->!-->!-->!-->…
କିଟ୍ ନହ୍ନିପରୀ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଆଏନା, ପାଇଲେ ୩ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର…
ଭୁବନେଶ୍ୱର: କିଟ୍ ନହ୍ନିପରୀ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଆଏନା । ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ହାସଲ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ କିଟ୍ ନହ୍ନିପରୀ ଲିଟିଲ ମିସ୍ ଇଣ୍ଡିଆ ୨୦୨୨ ଫାଇନାଲ ରାଉଣ୍ଡ ଗତକାଲି ଶେଷ ହୋଇଛି ।!-->…
ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼…
ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଧକ୍କା । କାରଣ ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର ପ୍ରଜ୍ଞାପନ ମେଢଙ୍କୁ ସ୍ୱୀକୃତି ଦେଇଛନ୍ତି । ହେଲେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ନ ଥିବା!-->…
ଧନୁଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ମହାରାଜ କଂସଙ୍କ ନିର୍ଦ୍ଦେଶ…
ବରଗଡ଼: ଧନୁଯାତ୍ରା ପାଇଁ ଦୁଲୁକୁଛି ମଥୁରୁ ନଗରୀ ପାଲଟି ଥିବା ବରଗଡ଼। ସେପଟେ ଗୋପପୁରରେ ବି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କାରଣ ନନ୍ଦରାଜା ଓ ନନ୍ଦ ରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡ଼ିଛନ୍ତି। ଏଥିସହ ଆୟୋଜନ କରିଛନ୍ତି ନନ୍ଦୋତ୍ସବ।
ମହାରାଜ କଂସ ଦେବକୀଙ୍କ ଅଷ୍ଟମ!-->!-->!-->…
ଅବକାରୀ ବିଭାଗ ଦ୍ବାରା ୧ ହଜାର ଲିଟର ଦେଶୀ ରନ୍ଧା ମଦ ଜବତ, ୨ଗିରଫ…
ଯାଜପୁର: ପାହାଡ଼ ଉପରେ ଦେଶୀ ମଦ କାରଖାନା। ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ବିପୁଳ ପରିମାଣର ଦେଶୀ ମଦ ଜବତ। ଘଟଣାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯାଜପୁର ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ପାହାଡ଼ ଉପରେ ଏକ ଦେଶୀ ରନ୍ଧା ମଦ ତିଆରି!-->…
ଠକେଇ ମାମଲାରେ ବରିଷ୍ଠ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ସିବିଆଇ କୋର୍ଟ…
ମୁମ୍ବାଇ: ବ୍ୟାଙ୍କ ଠକେଇ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଜଣେ ବରିଷ୍ଠ ବ୍ୟାଙ୍କ ମ୍ୟାନେଜର ଏବଂ ଏକ ଘରୋଇ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସିବିଆଇ ଅଦାଲତର ସ୍ୱତନ୍ତ୍ର ବିଚାରପତି ଏହି ତିନି ଅଭିଯୁକ୍ତଙ୍କୁ ତିନି ବର୍ଷ ସଶ୍ରମ!-->…
ଖଣ୍ଡଗିରି ଓ ଉଦୟଗିରି ମଝିରାସ୍ତାରେ ବ୍ୟାରିକେଡ୍, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ
ଭୁବନେଶ୍ୱର: ଖଣ୍ଡଗିରି ଓ ଉଦୟଗିରିର ମଝିରାସ୍ତା ବନ୍ଦ। ବ୍ୟାରିକେଡ୍ ପକାଇ ବନ୍ଦ କରାଯାଇଛି ଏହି ରାସ୍ତା। ପୂର୍ବରୁ ଓଭରହେଡ୍ ବ୍ୟାରିକେଡ୍ ଲଗାଇ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରାଯାଇଥିଲା। ଏବେ ବ୍ୟାରିକେଡ୍ ପକାଇ ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି।
ଖଣ୍ଡଗିରି!-->!-->!-->…