Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ…
ଫୁଲବାଣୀ : କନ୍ୟା ସନ୍ତାନମାନଙ୍କୁ ପରିବାରରେ ବୋଝ ବୋଲି ଭାବୁଥିଲାବେଳେ ପୁଅମାନଙ୍କୁ ସମ୍ପତି ବୋଲି ମନେ କରିବା ଭଳି ହୀନ ତଥା ଘୃଣ୍ୟ ମାନସିକତାକୁ ସମାଜରୁ ହଟାଇବା ଉଦ୍ଦେଶ୍ୟରେ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧୂନିୟମ, ୧୯୯୪ ସମ୍ବନ୍ଧୀୟ ଆଲୋଚନା!-->…
ହକି ବିଶ୍ଵ କପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ କରିବ ମାଲକାନଗିରି ଜିଲ୍ଲା ପ୍ରଶାସନ…
ମାଲକାନଗିରି : ଓଡ଼ିଶା ଆୟୋଜନ କରୁଛି ୨୦୨୩ ହକି ବିଶ୍ଵକପ୍ । ଆସନ୍ତା ଜାନୁୟାରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ଵକପର ମ୍ୟାଚ୍ ଗୁଡ଼ିକ ଭୁବନେଶ୍ବର ଓ ରାଉରକଲାରେ ଅନୁଷ୍ଠିତ ହେବ । ୧୬ ଟି ଦେଶ ଏଥିରେ ପ୍ରତିନିଧିତ୍ଵ କରିବେ । ହକିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ହକି ବିଶ୍ଵକପ୍!-->…
ସାପ କାମୁଡ଼ାରେ ଶିଶୁ ମୃତ୍ୟୁ…
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଵୁଧବାର ସାପ କାମୁଡାରେ ଶିଶୁର ମୃତ୍ୟୁ ଘଟିଛି।ମୃତକ ଶିଶୁ ଜଣକ ହେଲେ ଶୁଭଲକ୍ଷ୍ମୀ ସାହୁ( ୪)। ସୂଚନା ମୁତାବକ, ମଙ୍ଗଳବାର ଦିନ ଶୁଭଲକ୍ଷ୍ମୀ ନଜ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ଶୁଭଲକ୍ଷ୍ମୀ!-->…
ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା…
ବୁଗୁଡ଼ା : ବୁଗୁଡ଼ା ବ୍ଲକ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦ୍ବିଦିବସୀୟ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବ ଅବସରରେ ନିକଟସ୍ଥ କାଦପଡା ଠାକୁରାଣୀ ମନ୍ଦିରରୁ କ୍ରୀଡା ଜ୍ଯୋତି ଆସି ପହଞ୍ଚିବା ପରେ ଅଧ୍ୟକ୍ଷ!-->…
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଜିଲ୍ଲା ସମ୍ମିଳନୀ…
"ପୁସ୍ତକ ଅପେକ୍ଷା ମୋବାଇଲ ଆଜିର ଯୁବପୀଢ଼ି ଙ୍କ ବେଶୀ ପସନ୍ଦ " ମୁଖ୍ୟ ଅତିଥି"ବ୍ରହ୍ମପୁର : ଗୁରୁବାର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ୍ଟ ବ୍ରହ୍ମପୁର ତରଫରୁ ସ୍ଥାନୀୟ କୁଇନ ଅଫଦି ମିଶନ ସ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟନୀ ଉତ୍ସବ ଓ କାବିତା ପାଠୋତ୍ସବ ଅନୁଷ୍ଠିତ ହୋଇ!-->…
ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ…
ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଗୁରୁବାର ସକାଳୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କକ୍ଷରେ ନିଆଁ ଜଳୁଥିବା ଦେଖି ରାତ୍ର ଜଗୁଆଳ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ!-->…
ପୁଅର ଅତ୍ୟାଚାର ସହିନପାରି ମାର ଆତ୍ମହତ୍ୟା ଉଦ୍ୟମ…
ଛତ୍ରପୁର : ନିଜ ଜନ୍ମ କଲା ମାକୁ ପର କଲା ପୁଅ । ଜନ୍ମ ଦେଇ କୋଳେଇ କାଖେଇ ବଡ କରିଥିବା ମାକୁ ଶୀତ କାକରରେ ରାତିରେ ଘରୁୟ ପଦାକୁ କାଡିଦେଲା ପୁଅ । ଏଭଳି ଏକ କରୁଣ କାହାଣୀ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ଅନ୍ତର୍ଗତ ପାଲିଆ ଛତ୍ରପୁର ଗ୍ରାମରେ । ପାଲିଆ ଛତ୍ରପୁର ଗ୍ରାମର ଏସ୍.!-->…
ପ୍ରାଣୀ ବିଭାଗ ପକ୍ଷରୁ ୭୦ପରିବାରଙ୍କୁ ଗିରିରାଜ କୁକୁଡ଼ା ଚିଆଁ ପ୍ରଦାନ…
ଦାରିଙ୍ଗବାଡ଼ି,୨୯/୧୨ : ଦାରିଙ୍ଗବାଡ଼ି ପ୍ରାଣୀ ବିଭାଗ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଆର୍ଥିକ ଦୁର୍ବଳ ଓ ବିଧବା ହିତାଧି କାରୀଙ୍କୁ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବା ପାଇଁ ୭୦ ପରିବାରଙ୍କୁ ଘର ଅଗଣାରେ କୁକୁଡ଼ା ପାଳନ କରିବା ପାଇଁ ପ୍ରାଣୀ ଚିକିତ୍ସାଳୟ ପରିସରରେ!-->…
କନ୍ଧମାଳର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼…
ବାଲିଗୁଡା : ବରଗଡ଼ ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରା ରେ ଯୋଗଦେଇ ଦର୍ଶକଙ୍କ ମନମୋହିଲେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାର l କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଜଗନ୍ନାଥ ବିଶୋଇ, ଏବଂ!-->…
ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନର ରାଲି ଓ ଧାରଣା…
ଫୁଲବାଣୀ : ଭାରତୀୟ ମଜଦୁର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ କର୍ମଚାରୀ ମାନଙ୍କର ଦୀର୍ଘ ଦିନର ଦାବି ନେଇ ଆଜି ଫୁଲବାଣୀ ସ୍ଥିତ ମାଦିକୁନ୍ଦା ଛକ ଠାରୁ ଏକ ବିଶାଳ ରାଲିରେ ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିବା ଦେଖିବାକୁ ମିଳିଛି!-->…