Sign in
Sign in
Recover your password.
A password will be e-mailed to you.
୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୧୯୯୮ ବ୍ୟାଚର ୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି । ତେବେ ରାଜ୍ୟ ସରକାରରେ ଅନୁମୋଦିତ ପଦବୀଠୁ ବେଶ୍ ଅଧିକ ସଂଖ୍ୟାରେ ଏବେ ଅତିରିକ୍ତ ଡିଜି କାର୍ଯ୍ୟରତ ଥିବାବେଳେ ଏହି ଅଫିସରମାନଙ୍କୁ ପଦୋନ୍ନତି ଦେବାକୁ!-->…
ଋଷୀୟ ନାଗରିକ ଓ ସାଂସଦ ମୃତ୍ୟୁ ଘଟଣା: ଛାନିଭନ୍ ଆରମ୍ଭ କଲା ସିଆଇବି ଟିମ୍
ରାୟଗଡ଼ା: ରାୟଗଡ଼ାରେ ଋଷ ନାଗରିକ ବ୍ଲାଡିମିର୍ ବିଦାନୋଭା ଓ ସାଂସଦ ପାୱେଲ୍ ଆନ୍ଥେଭ ମୃତ୍ୟୁ ଘଟଣାର ଛାନଭିନ୍ ଆରମ୍ଭ କରିଛି ସେଣ୍ଟ୍ରାଲ ଇଣ୍ଟଲିଜିଏନ୍ସ ବ୍ୟୁରୋ (ସିଆଇବି)। ସିଆଇବି ଡିଏସପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଆଜି ହୋଟେଲରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି। ଏଥି!-->…
ସିଏମ୍ସି କାଉନସିଲ ବୈଠକରେ ବ୍ୟାପକ ହଟ୍ଟଗୋଳ…
କଟକ: କଟକ ମହାନଗର ନିଗମ (ସିଏମସି)ରେ ଗୁରୁବାର ତୁମ୍ବୀ ତୋଫାନ ଦେଖିବାକୁ ମିଳିଛି। ଐତିହାସିକ ବାଲିଯାତ୍ରା ପାଇଁ ଭିତ୍ତିଭୂମି ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗକୁ ନେଇ ସି ଏମ୍ ସି ଅଷ୍ଟମ କାଉନସିଲ ବୈଠକରେ ବ୍ୟାପକ ହଟ୍ଟଗୋଳ ଦେଖାଯାଇଛି। ଜଣେ ଜଣେ କର୍ପୋରେଟର ଓ ଯନ୍ତ୍ରୀଙ୍କ!-->…
ଋଷୀୟ ସାଂସଦଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କଲା କ୍ରାଇମ୍ବ୍ରାଞ୍ଚ
ରାୟଗଡ଼ା/ଭୁବନେଶ୍ବର: ରାୟଗଡ଼ାର ହୋଟେଲ (ସାଈ ଇଣ୍ଟରନ୍ୟାସନାଲ)ରେ ଋଷୀୟ ସାଂସଦଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ତ୍ୱରାନ୍ୱିତ କରିବା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ଟିମ୍ ଗଠନ କରିଛି। ଡିଏସ୍ପି ସରୋଜ ମହାନ୍ତଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଗଠିତ ହୋଇଛି କ୍ରାଇମବ୍ରାଞ୍ଚ ଟିମ୍କୁ!-->…
ଅନୁଗୁଳ ଷ୍ଟେସନରୁ ଗଡ଼ିଲା ସମ୍ବଲପୁର- ଶାଲିମାର (ମହିମା ଗୋସାଇଁ) ଟ୍ରେନ୍
ଅନୁଗୁଳ: ଅନୁଗୁଳ ଷ୍ଟେସନରୁ ଆଜି ଗଡ଼ିଛି ସମ୍ବଲପୁର- ଶାଲିମାର ଟ୍ରେନ୍। ମହିମା ଗୋସାଇଁଙ୍କ ନାମରେ ନାମିତ ହୋଇଛି ଏହି ଟ୍ରେନ୍। ଏହି ଟ୍ରେନ୍ ସମ୍ବଲପୁରରୁ ଅନୁଗୁଳ ଦେଇ ହାୱଡ଼ାକୁ ସଂଯୋଗ କରିବ।
ଆଜି ଅନୁଗୁଳ ଷ୍ଟେସନରେ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର!-->!-->!-->…
ଆଉ କେନ୍ଦ୍ରୀୟ ଅବହେଳା କୁହନ୍ତୁନି ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ରେଳଷ୍ଟେସନ ନବୀକରଣର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଉ କେନ୍ଦ୍ରୀୟ ଅବହେଳା କୁହନ୍ତୁନି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସେ!-->…
ଯାଜପୁର ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା କାର ସହ ଗଞ୍ଜେଇ ଜବତ, ୨ଗିରଫ
ଯାଜପୁର: ଯାଜପୁର ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା କାର ସହ ଗଞ୍ଜେଇ ଜବତ। ୨ଜଣ ଗିରଫ। ସୂଚନା ମୁତାବକ, ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ଚଣ୍ଡିଖୋଲ ନିକଟରୁ ଏକ କାରରୁ ଏହି ଗଞ୍ଜେଇକୁ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୭କିଲୋରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।!-->…
ଅନୁଗୁଳରେ ୧୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…
ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ, ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ ପାଇଁ ଭିତ୍ତି ରଖାଯାଇଛି। ଏହାସହିତ!-->…
କଙ୍ଗାରୁ କୋର୍ଟ: ରାଜନୀତିକ ଶତ୍ରୁତାରୁ ରାଉତ ପରିବାରକୁ ନିଆଁ ପାଣି ବାସନ୍ଦ…
ବଲାଙ୍ଗୀର: ଆଧୁନିକ ସମାଜରେ ମଧ୍ୟଯୁଗ ପରମ୍ପରାର ତାଉ। ହାଇଟେକ ଯୁଗରେ ଡିଙ୍ଗୁରା ବଜାଇ ଦଣ୍ଡ। କୋର୍ଟ କି ପୁଲିସ ନୁହେଁ, ଗାଁର କଙ୍ଗାରୁ କୋର୍ଟରେ ମିଳିଛି ଦଣ୍ଡ। ସାମାନ୍ୟ ବଚସାରୁ ସାମାଜିକ ବାସନ୍ଦ ଭଳି ଦଣ୍ଡ ପାଇଛନ୍ତି ଗାଁର ଗୋଟିଏ ପରିବାର। ବିନା କୌଣସି ଆଇନଗତ ଉପାୟ ଅବଲମ୍ବନ ନ!-->…
ଟ୍ରକ୍ ସହ ଧକ୍କା ହେଲା ଉପବାଚସ୍ପତିଙ୍କ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ରଜନୀକାନ୍ତ ସିଂ…
ଅନୁଗୋଳ: ଦୁର୍ଘଟଣାଗ୍ରସ୍ତ ହୋଇଛି ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଗାଡ଼ି। ଗୋଟିଏ ଟ୍ରକ୍ ସହ ଉପ ବାଚସ୍ପତିଙ୍କ କାର୍ ଧକ୍କା ହୋଇଛି। ଅନୁଗୋଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏହି ଘଟଣା ଘଟିଛି। ଆଜି ଅପରାହ୍ନରେ ଉପବାଚସ୍ପତି ରଜନୀକାନ୍ତ ସିଂ ସରକାରୀ!-->…