ଦା’ରେ ସଂଘବଦ୍ଧ ଆକ୍ରମଣ, ଯୁବକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଭଦ୍ରକ: ଧାନ କଟା ଚାଲିଥିବା ବେଳେ ଦା’ରେ ହୋଇଛି ଆକ୍ରମଣ। ଏଥିରେ ଗୁରୁତର ହୋଇଛନ୍ତି ଜଣେ ଯୁବକ। ମୁଣ୍ଡରେ ଆଘାତ ଯୋଗୁ ଯୁବକଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହୋଇଥିବା ଏହି ଆକ୍ରମଣ ଯୋଗୁ ଧାନ କ୍ଷେତ ରକ୍ତରଞ୍ଜିତ ହୋଇଛି। ଭଦ୍ରକ

ରେଳବାଇ ଚାକିରିରୁ ଇସ୍ତଫା ଦେଲେ ମନୋଜ ମିଶ୍ର…

ଭୁବନେଶ୍ୱର: ୧୯୯୯ ବ୍ୟାଚ୍ ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ସରକାରୀ ଚାକିରୀରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫାକୁ ରାଷ୍ଟ୍ରପତି ସ୍ୱୀକାର କରିଥିବା ନେଇ ଗତକାଲି କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି । ତେବେ

କବାଟ ଭାଙ୍ଗି ନେଇଗଲେ ୮ଭରି ସୁନା ଓ ୧ଲକ୍ଷରୁ ଅଧିକ ଟଙ୍କା…

ଖୋର୍ଦ୍ଧା : ଘରେ କେହି ନଥିବାର ସୁଯୋଗ ନେଇ କବାଟ ଭାଙ୍ଗି ଘରେ ପଶିଲେ ଚୋର। ଘରୁ ୮ ଭରି ଓଜନର ସୁନା ଅଳଙ୍କାର ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍ କରି ବାହାର ବାକ୍ସ ଫୋପାଡ଼ି ପଳାଇଲେ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର

ଜାନୁଆରୀ ୪ରୁ ୧୪ ପର୍ଯ୍ୟନ୍ତ କୁମ୍ଭୀର ଗଣନା, ୧୧ଦିନ ବନ୍ଦ ରହିବ ଭିତରକନିକା…

ରାଜନଗର: ଜାନୁଆରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା । ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକାରେ ପ୍ରତିବର୍ଷ ପରି ଚଳିତବର୍ଷ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ ବନକର୍ମଚାରୀ କୁମ୍ଭୀର ଗଣନା କରିବେ।

ଭୁବନେଶ୍ୱର ଷ୍ଟେସନରେ ଦେଖିବାକୁ ମିଳିବ ଜର୍ମାନୀ ଓ ଜାପାନର ଝଲକ…

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନ ହେବ ବିଶ୍ୱସ୍ତରୀୟ। ଏଠାରେ ଜର୍ମାନୀ ଓ ଜାପାନ ଭଳି ଝଲକ ଦେଖିବାକୁ ମିଳିବ। ଏନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ। ଏହି ପ୍ରକଳ୍ପ ଲାଗି ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି ଟଙ୍କା। ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ

ନୂଆବର୍ଷ ପାଇଁ ପ୍ରଶାସନିକ ପ୍ରସ୍ତୁତି: ରାତି ୧ରୁ ଶ୍ରୀମନ୍ଦିର ଦ୍ବାରଫିଟା, ଦର୍ଶନ…

ପୁରୀ: ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ପ୍ରସ୍ତୁତି ଆରମ୍ଭ ହୋଇଛି। ଯେହେତୁ ଏବେଠୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଅସମ୍ଭାଳ ଭିଡ଼ ଲାଗିଲାଣି, ତାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି। ୩୧ ତାରିଖ ପହୁଡ଼ ପରେ

କରୋନାର ୪ର୍ଥ ଲହରକୁ ନେଇ ଏଭଳି ଆକଳନ କରିଛନ୍ତି ଆଇଆଇଟି ପ୍ରଫେସର…

ନୂଆଦିଲ୍ଲୀ: ଚୀନ୍, ଆମେରିକା, ଜାପାନ, ବ୍ରିଟେନ, ଦକ୍ଷିଣ କୋରିଆ ସମେତ ବିଶ୍ବରେ କେତେକ ଦେଶରେ ସଂକ୍ରମଣ ହାର ବିଶେଷ ବୃଦ୍ଧି ପାଇଥିବା ବେେଳେ ଭାରତରେ ମଧ୍ୟ ସଂକ୍ରମଣ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ, ଜାନୁଆରି ମାସରେ ଦେଶରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପାରେ

ରୁଷ ସାଂସଦ ପାଭେଲଙ୍କ ଶବ ଦାହ ବିବାଦ : ଶେଷକୃତ୍ୟ ପାଇଁ ମିଳିଥିଲା ଏନଓସି…

ରାୟଗଡ଼ା:ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ତଥା ପୁଟିନଙ୍କ ସମାଲୋଚକ ପାଭେଲ ଆଣ୍ଟୋଭ୍‌ଙ୍କ ମୃତ୍ୟୁ ରହସ୍ୟର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ତଦନ୍ତ ଭିତରେ ତାଙ୍କର ଶବ ଦାହକୁ ନେଇ ବିବାଦ ଦେଖାଦେଇଥିଲା । ପାଭେଲଙ୍କ ଶହ କାହିଁକି ପୋଡ଼ାଗଲା ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କଳିଙ୍ଗ

ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାକୁ ମିଳିବ 5G ସେବା: ଅଶ୍ୱିନୀ ବୈଷ୍ଣବ…

ଭୁବନେଶ୍ୱର: ମାସେ ଭିତରେ ଓଡ଼ିଶାକୁ ମିଳିବ 5G ସେବା। ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G ସେବା ମିଳିବ। ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି,ରେଲୱେ ଏବଂ

ଦଲାଇଲାମାଙ୍କ ଉପରେ ନଜର ରଖୁଥିବା ସଂଦିଗ୍ଧ ଚୀନ ଗୁପ୍ତଚର ଗିରଫ…

ନୂଆଦିଲ୍ଲୀ : ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉପରେ ଗୁପ୍ତଚରବୃତ୍ତି ଅଭିଯୋଗରେ ବିହାର ପୁଲିସ ବୋଧଗୟାରୁ ଜଣେ ଚୀନ ମହିଳାକୁ ଅଟକ ରଖି ପଚରାଉଚରା କରୁଛି। ପଚରାଉଚରା ପରେ ତାକୁ ଚୀନକୁ ପଠାଇଦେବା ପାଇଁ ପ୍ରସ୍ତୁତି କରାଯାଉଛି । ଏହା ପୂର୍ବରୁ ଏହି ମହିଳାଙ୍କ ସଂପର୍କରେ ଗୁଇନ୍ଦା