Sign in
Sign in
Recover your password.
A password will be e-mailed to you.
ସୁଖୋଇ ବିମାନରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ…
ଭୁବନେଶ୍ବର : ଭାରତୀୟ ବାୟୁସେନା ଗୁରୁବାର ଦିନ ଏକ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଂପ୍ରସାରିତ ରେଞ୍ଜ ସଂସ୍କରଣର ସଫଳ ପରୀକ୍ଷଣ କରିଛି। ଏହି ବ୍ରହ୍ମସର ମାରକ ଦୂରତା ୪୦୦ କିଲୋମିଟର ବୋଲି ଜଣାପଡ଼ିଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ!-->!-->!-->…
ଅଭିନେତ୍ରୀଙ୍କୁ ହତ୍ୟା ପାଇଁ ଲୁଟ୍ ଡ୍ରାମା.. ! ସ୍ୱାମୀ ଗିରଫ
ହାୱଡ଼ା: ଝାଡଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ହେଲେ ପ୍ରକାଶ କୁମାର। ଗତକାଲି ପଶ୍ଚିମବଙ୍ଗର ହାଡ଼ାରେ ରିୟା କୁମାରୀଙ୍କୁ଼ ଗୁଳି କରି ହତ୍ୟା କରାଯାଇଥିଲା। ରିୟା କୁମାରୀ ତାଙ୍କ ସ୍ୱାମୀ ପ୍ରକାଶ!-->…
କେନ୍ଦ୍ର ସରକାରଙ୍କୁ ୨ କୋଟି ମାଗଣା ଟିକା ଦେବ ସିରମ୍ ଇନ୍ଷ୍ଟିଚ୍ୟୁଟ୍…
ନୂଆଦିଲ୍ଲୀ: ପୁଣି ଥରେ ଏକ ଭୟଙ୍କର ରୂପରେ କରୋନା ମହାମାରୀ ମୁଣ୍ଡ ଟେକିଥିବା ବେଳେ ସିରମ୍ ଇନଷ୍ଟିଚ୍ୟୁଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍ ମାଗଣାରେ ଯୋଗାଇ ଦେବା ନେଇ ବୁଧବାର କହିଛି। ସିରମ୍ ଇନ୍ଷ୍ଟିଚ୍ୟୁଟ୍ର!-->…
୧୧୩ ଥର ସୁରକ୍ଷା ପ୍ରୋଟୋକଲ ଭାଙ୍ଗିଲେଣି ରାହୁଲ ଗାନ୍ଧି : ସିଆରପିଏଫ…
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଅନେକ ଥର ସୁଚକ୍ଷା ପ୍ରୋଟୋକଲ ଭାଙ୍ଗିଛନ୍ତି । ଡିସେମ୍ବର ୨୪ରେ ରାହୁଲ କରିଥିବା ପଦଯାତ୍ରାରେ ସେ ବାରମ୍ବାର ସୁଚକ୍ଷା ପ୍ରୋଟୋକଲ ଭଙ୍ଗ କରିଛନ୍ତି। କେନ୍ଦ୍ରର ଅର୍ଦ୍ଧସାରମରିକ ବଳ ପକ୍ଷରୁ ଜାରି ଏକ!-->…
ପ୍ରବାସୀ ଭୋଟରଙ୍କ ପାଇଁ ଖୁସି ଖବର, ଏବେ କେନ୍ଦ୍ରକୁ ନଯାଇ ଦେଇପାରିବେ ଭୋଟ୍…
ନୂଆଦିଲ୍ଲୀ: ପ୍ରବାସୀ ଭୋଟର ତଥା ଦାଦନ ଶ୍ରମିକଙ୍କ ପାଇଁ ଖୁସି ଖବର। ଭୋଟ୍ ଦେବାକୁ ହେଲେ ସେମାନଙ୍କୁ ଆଉ ଭୋଟ୍ କେନ୍ଦ୍ରକୁ ଯିବାକୁ ପଡ଼ିବନି। ଯେଉଁଠି ଥିବେ ସେଇଠି ରହି ଭୋଟ୍ ଦେଇ ପାରିବେ। ଦେଶର ଯେଉଁ ସ୍ଥାନରେ ଥିଲେ ବି, ସେଠାରେ ରହି ନିଜ ନିର୍ବାଚନ ମଣ୍ଡଳୀର ନିଜ ମନ ପସନ୍ଦର!-->…
ୟୁକ୍ରେନ୍ ଉପରେ ୧୦୦ ମିଶାଇଲ ମାଡ଼ କଲା ରୁଷ…
କିଭ୍: ଉତୁରୁନି ଯୁଦ୍ଧ ନିଶା। ନୂଆ ବର୍ଷ ପୂର୍ବରୁ ପୁଣିଥରେ ରକ୍ତମୁଖା ହୋଇଛି ରୁଷ। ୟୁକ୍ରେନ୍ ଉପରେ କରିଛି ଘନ ଘନ ମିଶାଇଲ ମାଡ଼। ରୁଷ ଗୁରୁବାର ପୁଣି ଥରେ ୟୁକ୍ରେନ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ମିଶାଇଲ ମାଡ଼ ବେଳେ ଲୋକଙ୍କୁ ସତର୍କ କରିବା ପାଇଁ ୟୁକ୍ରେନରେ ସାଇରନ!-->…
ନୂଆବର୍ଷରୁ କରୋନା ପାଇଁ ନୂଆ ନିୟମ, ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ…
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାରୁ ନୂଆବର୍ଷ ଅର୍ଥାତ ୨୦୨୩ ଜାନୁଆରୀ ୧ରୁ ଦେଶରେ ଲାଗୁ ହେବ ନୂଆ ନିୟମ। ଚାଇନା ଓ ଅନ୍ୟ ୫ ଦେଶରୁ ଆସୁଥିବା ଲୋକମାନଙ୍କୁ ଏଣିକି ନିଜର କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ଭାବେ ଦେଖାଇବାକୁ ପଡ଼ିବ। ସେମାନେ ନେଗେଟିଭ ରିପୋର୍ଟ ଦେବା!-->…
କଂଗ୍ରେସ ଓ ବିଜେପି ସମାନ : ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଏମିତି କହିଲେ ଅଖିଳେଶ ଯାଦବ…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ୋ ଯାତ୍ରା ଜନ ଆଦୃତି ଲାଭ କରି ଚର୍ଚ୍ଚାରେ ଥିବା ବେଳେ ଏହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଭାରତ ଯୋଡ଼ୋ ଯାତ୍ରା ସମ୍ପର୍କରେ ମତ!-->…
ବସରୁ ଓହ୍ଲାଇବାବେଳେ,ସେହି ବସ ଚକା ତଳେ ଖସିପଡି ବୃଦ୍ଧା ଗୁରୁତର..
ହିଞ୍ଜିଳିକାଟୁ, ୨୯/୧୨: ହିଞ୍ଜିଳି ଥାନା ଅନ୍ତର୍ଗତ ବୁରୁପୁଡୋ କାଳୀ ମନ୍ଦିର ଛକ ନିକଟରେ ବସରୁ ଓହ୍ଲାଇବାବେଳେ,ସେହି ବସ ଚକା ତଳେ ଜନୈକ ବୃଦ୍ଧା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ପୋଲସରା ଥାନା ମଥୁରା ଗ୍ରାମର ମନୁ ଗୈାଡ (୫୪)। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି!-->…
ଆଠଦଫା ଦାବି ନେଇ ରାଜରାସ୍ତାକୁ ଆସି ଗର୍ଜିଲେ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା
ମାଲକାନଗିରି,୨୮l୧୨ : ମାଲକାନଗିରି ଜିଲ୍ଲାରେ ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଦୀର୍ଘ ଦିନ ଧରି ବିଭିନ୍ନ ଦାବି ନେଇ ଧାରଣା ଦେଇ ଆସୁଥିବା ବେଳେ ଆଜି ସେମାନେ ରାଜ ରାସ୍ତାକୁ ଆସି ଦାବି ପୂରଣ ପାଇଁ ନାରା ଦେବା ଏକ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । ଆଜକୁ ଦିର୍ଘ ୩୮ ଦିନ!-->…