ଦୁଇଦିନିଆ ଜିଲ୍ଲାସ୍ତରୀୟ ଚେସ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ…

ଫୁଲବାଣୀ : କନ୍ଧମାଳ ଜିଲାରେ ଚେସ ଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ବୁଧବାର ଉଦଯାପିତ ହୋଇଛି lଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ

କଥାକାର ରଞ୍ଜନ ପ୍ରଧାନଙ୍କୁ ମୃତୁଞ୍ଜୟ ରଥ ଗଳ୍ପ ସମ୍ମାନ…

ଫୁଲବାଣୀ,୨୮/୧୨: କଥାକାର ତଥା ସାମ୍ବାଦିକ ଡ. ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ‘ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନ ପରିସରରେ ନିମାପଡ଼ା ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଅବସରରେ ଡ.

କିଡ଼ନୀ ରୋଗରେ ସାମ୍ବାଦିକ ପୀଡିତ, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର ବର୍ଗ…

ମାଲକାନଗିରି : ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ଦୀର୍ଘ ବର୍ଷ ଧରି ସମାଜସେବା ସହ ସାମ୍ବାଦିକତା କରି ଜଣେ ୩୯ ବର୍ଷର ବ୍ୟକ୍ତି କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଦିନ କାଟୁଛନ୍ତି | ଖିରୋଦ ବେହେରା ନାମକ ଏହି ଅଳ୍ପ ବୟସର ସାମ୍ବାଦିକ ଜଣକ

ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ୱକପ୍‌ର ଟ୍ରଫିକୁ ସ୍ବାଗତ…

ଫୁଲବାଣୀ : ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ୱକପ୍‌ର ଟ୍ରଫିକୁ ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ମହାସମାରୋହର ସହିତ ସ୍ବାଗତ କରିବା ପରେ ସହର ପରିକ୍ରମା କରାଇବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗତକାଲି ଖଜୁରୀପଡ଼ା ଠାରେ ବ୍ଲକ ପ୍ରଶାସନ,

ଚିକିତ୍ସା ନପାଇ ଜୀବନ ମରଣ ସହ ଲଢ଼ୁଛନ୍ତି ଯଶୋଦା, କାମରେ ଆସିଲା ନାହିଁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ…

ଦାରିଙ୍ଗବାଡି,୨୮/୧୨ : ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ଯୁଡ଼ାବାଡି ଗ୍ରାମର ଅମିତ ପ୍ରଧାନଙ୍କ ସ୍ତ୍ରୀ ଯୋଷଦା ପ୍ରଧାନ ଚଳିତ ବର୍ଷ ଗତ ଅଗଷ୍ଟ ମାସରେ ଏକ ବାଇକରେ ଯିବା ସମୟର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ହେବା ପରେ ଯୋଷଦାକୁ ବ୍ରହ୍ମପୁର ବଡ

ଜୟଶ୍ରୀ ମହିଳା ମଣ୍ଡଳ ପୁରସ୍କୃତ…

ଦାରିଙ୍ଗବାଡ଼ି,୨୮/୧୨ : ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା-୨୦୨୨ ମିଶନ ଶକ୍ତି ଉଦ୍ୟୋଗ ସମାବେଶରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ଜୟଶ୍ରୀ ମହିଳା ମଣ୍ଡଳ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୋୖରବ ଆଣିଲେ । ମେକ ଇନ ଓଡ଼ିଶା -୨୦୨୨ ମିଶନ ଶକ୍ତି ଉଦ୍ୟୋଗ ସମାବେଶ ଭୁବନେଶ୍ୱରର ଜନତା

ହିଞ୍ଜିଳିକାଟୁରେ ବିଶ୍ଵକପ୍ ହକି ଟ୍ରଫିକୁ ସମ୍ବର୍ଦ୍ଧନା…

ହିଞ୍ଜିଳିକାଟୁ ୨୮।୧୨ : ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପୌଇଷରରେ ବିଶ୍ଵକପ୍ ହକି ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଏଡିଏମ ପ୍ରିୟରଞ୍ଜନ ପୃଷ୍ଟି, ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପରିଷଦ ପ୍ରତିନିଧୀ ଶରତ ଚନ୍ଦ୍ର ମହାପାତ୍ର ,,ଗ୍ରୀଟ

ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ…

ଦାରିଙ୍ଗବାଡ଼ି, ୨୮/୧୨ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ଜାତୀୟ କଂଗ୍ରେସ ଦିବସ ପାଳନ କରିଛନ୍ତି। ବ୍ଲକ ଅଞ୍ଚଳର ବିଭିନ ପଞ୍ଚାୟତରୁ ଆସିଥିବା କଂଗ୍ରେସ କର୍ମୀମାନେ ଦାରିଙ୍ଗବାଡ଼ି ସ୍ଥିତ ପଥ ପ୍ରାନ୍ତ ସେବା କେନ୍ଦ୍ରରେ ଏକତ୍ରିତ ହୋଇ, ପ୍ରଥମେ ଗଠିତ ହୋଇଥିବା ଜାତୀୟ

ମୁଖ୍ୟ ଶାସନ ସଚିବଙ୍କ ପୁରୀ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ସ୍ୱତନ୍ତ୍ର ପ୍ରଦକ୍ଷଣଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି

କନ୍ଧମାଳ ତୁମୁଡିବନ୍ଧ ଓ ଖୋର୍ଦ୍ଧା ବାଣପୁରରେ ସାଧାରଣ ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ୱର/ତୁମୁଡିବନ୍ଧ/ବାଣପୁର: ଯେଉଁ ମାଟିରେ ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ ମହାପ୍ରଭୁ ମୋ ମନରେ ଗର୍ବ ଅତ୍ୟନ୍ତ ଦିଅନ୍ତୁ, ମୋ ପରେ ମୋ ବଂଶରେ କେହି ନରହୁ । ଏ ଦାବୀ କରିବା ପାଇଁ ଏ ବଡଦେଉଳ ମୋ ପୂର୍ବଜ ବନେଇଛି । ଆଜି ସେହି ମାଟିରେ ଅପ୍ରଜାତାନ୍ତ୍ରିକ ଉପାୟରେ ଆମେ ଶହେ ବର୍ଷ ତିଷ୍ଠି