ଜମ୍ମୁ: ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ; ୭ ଏକେ-୪୭, ଏମ୪ କାର୍ବାଇନ ସମେତ ବିପୁଳ ମାରଣାସ୍ତ୍ର ଜବତ

ଜମ୍ମୁ: ଜମ୍ମୁ ଉପକଣ୍ଠରେ ଆଜି ସକାଳେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଚାରି ଜଣ ଆତଙ୍କବାଦୀ ନିହତ ହେବା ପରେ ସେମାନଙ୍କ ନିକଟରୁ ସାତଟି ଏକେ-୪୭ ରାଇଫଲ, ଗୋଟିଏ ଆମେରିକା ନିର୍ମିିତ ଏମ୪ ରାଇଫଲ, ତିନିଟି ପିସ୍ତଲ ଏବଂ ଗ୍ରେନେଡ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ

ଜଗତସିଂହପୁର ଡେପୁଟି କଲେକ୍ଟର ଗିରଫ

ଭୁବନେଶ୍ୱର: ଗିରଫ ହୋଇଛନ୍ତି ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଂଜନ ପିଲ୍ଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚିତ୍ତରଂଜନ ପିଲ୍ଲା ତାଙ୍କ ଆୟ ଠାରୁ ୧୯୧% ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ବିଶ୍ୱକପ ହକି ବେଳେ ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ବିଶ୍ୱକପ ହକି ବେଳେ ଭୁବନେଶ୍ୱରରେ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। କେବଳ ବିମାନବନ୍ଦରରେ ମୁତୟନ ହେବେ ଦୁଇ ପ୍ଲାଟୁନ୍ ଫୋର୍ସ। ଏଥିସହ ଖେଳାଳିମାନେ ରହୁଥିବା ହୋଟେଲରେ ମଧ୍ୟ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବିଶ୍ୱକପ୍ ହକି ପୂର୍ବରୁ

ରୁଷ୍ ନାଗରିକ ମୃତ୍ୟୁର ତଦନ୍ତ ପାଇଁ ୫ ଜଣିଆ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ୍

କଟକ: ରାୟଗଡା ରେ ଦୁଇ ରୁଷୀୟ ନାଗରିକଙ୍କ ରହସ୍ୟଜନକ ମୃତ୍ୟ ଘଟଣାର ତଦନ୍ତ ପାଇଁ ତତ୍ପର ହୋଇଉଠିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ପକ୍ଷରୁ ପାଞ୍ଚଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।ଏହି ଟିମର ନେତୃତ୍ୱ ନେଉଛନ୍ତି ଡିଏସପି ତପନ କୁମାର ଦାଶ। ଏହା ବ୍ୟତୀତ ଏଥିରେ

ବିମାନ ଭଡ଼ାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ: ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବିମାନ ଭଡ଼ାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଭାରତର ଆର୍ଥିକ ଚାପଗ୍ରସ୍ତ ବିମାନ ସେବାର ଲାଭ ଉପରେ ପ୍ରଭାବ ଜାରି ରହିଥିବାବେଳେ ଗ୍ରାହକମାନେ ଶସ୍ତା ଭଡାରୁ ଉପକୃତ

ପାହାଡ଼ପଦର ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ, ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କଳାହାଣ୍ଡି : ଲାଞ୍ଜିଗଡ଼ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଦେବାନନ୍ଦ ସାଗର ଆଜି ତାଙ୍କ ନିଜ ବାସ ଭବନରେ ରସି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ପଞ୍ଚାୟତର ସରକାରୀ ଅନୁଦାନ ରାଶି

ବାୟାମିରି ପାହାଡରୁ ପୋତା ହୋଇ ରଖାଯାଇଥବା ବିସ୍ପୋରକ ସାମଗ୍ରୀକୁ ଜବତ କଲା ବିଏସଏଫ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ବିସ୍ପୋରକ ଠାବ । ନାରାୟଣପାଟଣା ବ୍ଲଜ ବାଲିପେଟା ନିକଟ ବାୟାମିରି ପାହାଡରୁ ବିସ୍ପୋରକ ଡ୍ରମ ଉଧାର କରି ନଷ୍ଟ କରିଛି ବିଏସଏଫ । ବିଏସଏଫ ପେଟ୍ରୋଲିଂ ପାର୍ଟି ଦ୍ବାରା ଠାବ । ଡ୍ରମ ମଧ୍ୟରେ ମାଟି ତଳେ ପୋତାଯାଇଥିବା ଅବସ୍ଥାରେ ବିସ୍ପୋରକ ଠାବ ।

ଜୀବନ ହାରିଲେ ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ଲୀନା

ରାୟପୁର: ସବୁବେଳେ ସୋଶାଲ ମିଡିଆରେ ସକ୍ରିୟ ରହିବା ସହ ଭିଡିଓ ପୋଷ୍ଟ କରୁଥିବା ୨୩ ବର୍ଷୀୟ ଲୀନା ନାଗବଂଶୀ ଆତ୍ମହତ୍ୟା କରିଛନ୍ତି। ଲୀନାଙ୍କ ଘର ଛତିଶଗଡ଼ର ରାଇଗଡ଼ରେ। ସେ ନିଜ ଘରର ଛାତରେ ବେକରେ ଓଢ଼ଣୀ ବାନ୍ଧି ଝୁଲି ପଡ଼ିଛନ୍ତି। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ

ପୁରୀରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇଛି। ଅଧିକାଂଶ ସ୍ଥାନରେ ୫ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇଛି। ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ କମିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର

କିରାସିନି ଢାଳି ନିଆଁ ଲଗାଇ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଅଭିଯୋଗ, ସ୍ୱାମୀ ଗିରଫ

ବାଙ୍କୀ : ବିବାହର ଛଅ ବର୍ଷ ପରେ ମଧ୍ୟ ଯୌତୁକ ନିର୍ଯାତନା। କଥା କଥାକେ ମାଡ଼ ମାରୁଥିବା ସ୍ୱାମୀ ଶେଷରେ ପାଳଟିଗଲା ରାକ୍ଷାସ। ସବୁଦିନ ରାସ୍ତାରୁ ହଟାଇବା ପାଇଁ ଯୋଜନା ବଦ୍ଧ ଭାବେ ସ୍ୱାମୀ ଓ ସମ୍ପର୍କୀୟ ଦେଢ଼ଶୁର ମିଶି ମାଡ଼ ମାରି ଜୀବନରୁ ମାରି ଦେବା ଉଦେଶ୍ୟରେ ଦେହରେ କିରାସିନି