Sign in
Sign in
Recover your password.
A password will be e-mailed to you.
ନୂଆ ରୂପରେ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ, ଗାଡିରେ ପୁଲିସ ସାଇରନ, ନୂଆ ଡ୍ରେସ କୋଡ୍…
ଭୁବନେଶ୍ୱର : ନୂଆ ବର୍ଷରେ ନୂଆ ରୂପରେ ଘୁରି ବୁଲିବ ରାଜଧାନୀର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ । ଏହି ସ୍କ୍ବାର୍ଡର ପୁଲିସ ସାଇରନ ରହିବ ଓ ଅଧିକାରୀଙ୍କ ସ୍ବତନ୍ତ୍ର ଡ୍ରେସ କୋଡ ରହିବ । ଜବରଦଖଲ, ସୌନ୍ଦର୍ଯ୍ୟକରଣ, ପାର୍କିଂ ସମସ୍ୟା ଆଦିର ତଦାରଖ ପାଇଁ ସାରା ସହରରେ ଏହିପରି ୧୭ଟି ଗାଡ଼ି!-->…
ହକି ବିଶ୍ବକପ ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କଲେ ନବୀନ…
ଭୁବନେଶ୍ବର : ଆସନ୍ତା ଜାନୁଆରି ମାସରେ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ବକପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏହି କ୍ରମରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହକି!-->…
କୋଭିଡ୍ ମକ୍ ଡ୍ରିଲ୍ ବେଳେ ଶୀତରେ ଥରୁଥିବା ରୋଗୀଙ୍କୁ ନିଜ ଜ୍ୟାକେଟ୍ ଦେଇଦେଲେ ଉତ୍ତର ପ୍ରଦେଶ…
ଲକ୍ଷ୍ନୌ: ଲକ୍ଷ୍ନୌର ବଳରାମ ହସ୍ପିଟାଲ୍ରେ ଶୀତରେ ଥରି ଥରି ଡାକ୍ତରଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିବା ଜଣେ ରୋଗୀଙ୍କୁ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ନିଜ ଭେଷ୍ଟ୍-ଜ୍ୟାକେଟ୍ ଦେଇ ଦେଇଛନ୍ତି।ରାଜ୍ୟରେ ଚାଲିଥିବା କୋଭିଡ୍-୧୯ ମକ୍ ଡ୍ରିଲ୍ ତଦାରଖ କରିବା!-->…
ବିଏମସିର ଶେଷ କର୍ପୋରେସନ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ…
ଭୁବନେଶ୍ବର: ଏବର୍ଷ ବିଏମସିର ଶେଷ କର୍ପୋରେସନ ବୈଠକରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦାନକୁ ନେଇ ଚର୍ଚ୍ଚା। କୌଣସି ଥଇଥାନ ବ୍ୟବସ୍ଥା ନକରି ଅନେକ ଉଠା ଦୋକାନୀ ସହ ବସ୍ତି ଘର ଗୁଡ଼ିକୁ ଉଚ୍ଛେଦ କରାଚାଲିଛି। ବିନା ଥଇଥାନରେ ଉଠାଦୋକାନୀ କି ବସ୍ତି ଉଛେଦ ନ କରିବା ପାଇଁ ସାଂସଦ ଆଜିର!-->…
ଓଡ଼ିଶାରେ ସରକାର କିଏ ଚଳାଉଛନ୍ତି ତାହା ଜଣାପଡୁନାହିଁ : ଜେ ପି ନଡ୍ଡା…
ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା!-->…
ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍: ରିପୋର୍ଟ..
ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯୯ ବର୍ଷୀୟ ମାଆ ହୀରାବେନ୍ ଆଜି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।ରିପୋର୍ଟ ଅନୁସାରେ, ତାଙ୍କୁ ଅହମଦାବାଦସ୍ଥିତ ୟୁ. ଏନ୍. ମେହେଟ୍ଟା ହସ୍ପିଟାଲ୍ରେ ଭର୍ତ୍ତି!-->…
ଟ୍ରକ ଚକ ତଳେ ଦୁଇ ଘଣ୍ଟା ଚାପି ହୋଇ ରହିଥିବା ଯୁବକ ଜେସିବି ଦ୍ବାରା ହେଲା ଉଦ୍ଧାର…
ବାଲେଶ୍ବର: ଟ୍ରକ ଚକ ତଳେ ଦୁଇ ଘଣ୍ଟା । ଜେସିବି ଯୋଗେ ରାସ୍ତା ଖୋଳି ଯୁବକଙ୍କୁ କରାଗଲା ଉଦ୍ଧାର । ବାଲେଶ୍ୱର ଔପଦା ବ୍ଲକ ସନ୍ତରାଗଡ଼ିଆ କଲେଜ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ । ୨ ଘଣ୍ଟା ଧରି ଗାଡ଼ି ତଳେ ଚାପି ହୋଇ ରହିିଥିଲେ ଯୁବକ । ଜେସିବି ଯୋଗେ ରାସ୍ତାକୁ!-->…
ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା; ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ, ଦମ୍ପତିଙ୍କ ସମେତ ଗାଇଡ୍ଙ୍କୁ ଜେରା…
ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । କେମିତି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ରୁଷ୍ର କୋଟିପତି ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହେଲା ? ପୁଟିନଙ୍କ ସମାଲୋଚକ ପାଭେଲ୍ଙ୍କର ଓ଼ଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ!-->…
ଉଗ୍ର ହେଉଛି ୟୁକ୍ରେନ୍ ଯୁଦ୍ଧ: ହରାଇଥିବା ସହରକୁ ପୁନର୍ଦଖଲ କରିବା ପାଇଁ ରୁଷ୍ର ଉଦ୍ୟମ…
କିବ୍: ବୁଧବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ରୁଷୀୟ ସେନା ୟୁକ୍ରେନୀୟ ନଗରୀ ଖେର୍ସନ୍ର ସାଧାରଣ ଜନତାଙ୍କ ଅଞ୍ଚଳକୁ ଲକ୍ଷ୍ୟ କରି ୩୩ଟି ରକେଟ୍ ନିକ୍ଷେପ କରିଥିବା କଥା ୟୁକ୍ରେନ୍ ସେନା କହିଛି।
ହରାଇଥିବା ସହରକୁ ପୁଣି ଥରେ ଅକ୍ତିଆର କରିବା ଲାଗି ସୀମାନ୍ତ ଅଞ୍ଚଳରେ!-->!-->!-->…
ନିୟନ୍ତ୍ରଣ ହରାଇ ରାସ୍ତାକୁ ଖସିଲା ବାଇକ, ଚାଳକ ମୃତ
ନୟାଗଡ଼ : ଦ୍ରୁତ ଗତି ହେଲା ମହାବିପତ୍ତି । ବାଇକ ଚଳାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକୁ ଖସିଲେ ଚାଳକ। ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ -ବାଣପୁର ମହାନଦୀ ମାଳବନ୍ଧ ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ!-->…