ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ି ଗଲେ ଶିକ୍ଷକ

ନୟାଗଡ଼: ନଦୀରେ ଜଣେ ଛାତ୍ର ବୁଡ଼ିଯାଉଥିବା ଦେଖି ନିଜକୁ ଅଟକାଇ ପାରିଲେନି ଶିକ୍ଷକ। ତାଙ୍କୁ ବଞ୍ଚାଇବାକୁ ନଦୀର ଗଭୀର ଜଳକୁ ଡେଇଁ ପଡ଼ିଥିଲେ। ପିଲାଟିର ଜୀବନ ବଞ୍ଚିଗଲା, କିନ୍ତୁ ଶିକ୍ଷକ ଜଣଙ୍କ ବୁଡ଼ି ଗଲେ। ଚାଲିଗଲା ତାଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା

ବନ୍ଧୁଙ୍କ ପତ୍ନୀକୁ ନେଇ ପଳାଇବା ପଡ଼ିଲା ମହଙ୍ଗା

ସୋର: ବନ୍ଧୁଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯିବା ଜଣେ ବ୍ୟକ୍ତିଙ୍କୁ ଭାରି ମହଙ୍ଗା ପଡ଼ିଛି। ବନ୍ଧୁ ତାଙ୍କୁ ଧରି ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଛନ୍ତି। ଏହାସହ ତାଙ୍କୁ ପୁଲିସ ଜିମାରେ ଦେଇଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ। ଖନ୍ତାପଡ଼ା ଥାନା ବଡ଼ଗାଁ ଅଞ୍ଚଳର

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୪ଟି ସ୍ଥାନରେ ଚଢ଼ାଉ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସମୀରଙ୍କ ଭବାନୀପାଟଣାସ୍ଥିତ ମହାବୀରପଡ଼ାରେ ଥିବା ତିନି ମହଲା ଘର,

ଜାନୁୟାରୀ ୧୫ ପରେ ସ୍ଥିତି ଜଟିଳ ହୋଇପାରେ

ନୂଆଦିଲ୍ଲୀ: ପୁଣି କାୟା ମେଲାଉଛି କାରୋନା। ଆସନ୍ତା ଜାନୁୟାରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିପାରେ। ଜଟିଳ ହୋଇପାରେ ପରିସ୍ଥିତି। ତେଣୁ ଆଗାମୀ ୪୦ ଦିନ ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର

ଜେଲରେ ୨ କଏଦୀଙ୍କ ମଧ୍ୟରେ ମାରପିଟ୍, ଜଣେ ଆହତ

ମାଲକାନଗିରି:ଜେଲରେ ଦୁଇ କଏଦୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଜଣେ କଏଦୀ ଆକ୍ରମଣରେ ଅନ୍ୟ ଜଣେ କଏଦୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ମାଲକାନଗିର ସଦର ମହାକୁମାସ୍ଥିତ ଉପ କାରାଗାରରେ। ଆହତ କଏଦୀ ଜଣଙ୍କ ହେଲେ ପ୍ରଶାନ୍ତ କୁଣ୍ଡ। ତାଙ୍କୁ ମାଲକାନଗିରି ଜିଲ୍ଲା ହସପିଟାଲରେ ଭର୍ତ୍ତି

୨୦୨୩ରେ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ୨୦୨୩ରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ସହ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ତାପୂର୍ବରୁ ଏହି ରଜ୍ୟ ଗୁଡ଼ିକର ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ୯ଟି ରାଜ୍ୟର ନିର୍ବାଚନ କେନ୍ଦ୍ରରେ କ୍ଷମତାସୀନ ବିଜେପି ସହ

ଜେଲରୁ ମୁକୁଳିଲେ ଅନୀଲ ଦେଶମୁଖ

ମୁମ୍ବାଇ: ଜେଲରୁ ମୁକୁଳିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି ନେତା ଅନୀଲ ଦେଶମୁଖ । ପ୍ରାୟ ୧୩ ମାସ ହେବ ଜେଲରେ ରହିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ଅନୀଲ ଦେଶମୁଖ। ତାଙ୍କ ବିରୋଧରେ ସିବିଆଇ ଫାଇଲ୍‌ କରିଥିବା ୧୦୦ କୋଟି ଟଙ୍କାର ଦୁର୍ନୀତି

ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଅମିତ ଶାହଙ୍କୁ କଂଗ୍ରେସର ଚିଠି

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଏକାଧିକ ତ୍ରୁଟି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଆଗକୁ ଯେମିତି ଏପରି ତ୍ରୁଟି ନ ହେବ ଓ ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ

ହକି ବିଶ୍ବକପ୍ ଟ୍ରଫିକୁ ଭଞ୍ଜନଗରରେ ବିପୁଳ ସ୍ଵାଗତ…

ଭଞ୍ଜନଗର, ୨୮/୧୨- ପୁରୁଷ ହକି ବିଶ୍ବକପ୍ ୨୦୨୩ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ହେଉଛି। ଭୁବନେଶ୍ଵର ଏବଂ ରାଉରକେଲାରେ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ ହେବ । ଏଥିରେ ୧୬ ଟି ଦେଶ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ଯ ସରକାରଙ୍କ

କଂଗ୍ରେସ ପ୍ରତିଷ୍ଠା ଦିବସ : ବିଭାଜନକାରୀ ଶକ୍ତି ବିରୁଦ୍ଧରେ ଏକହୁଅ..!

ବ୍ରହ୍ମପୁର -- ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯାଳୟ ବାପୁଜୀ ଆଶ୍ରମ ଠାରେ ଆଜି ଜାତୀୟ କଂଗ୍ରେସର 138ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଦେଶରେ ବୃଦ୍ଧି ପାଉଥିବା ଧର୍ମ ନାଁ ରେ ରାଜନୀତି, ଜାତିବାଦ ଓ ଆଞ୍ଚଳିକତାବାଦ ବିରୁଦ୍ଧରେ ଏକ ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ l