ପତ୍ନୀହନ୍ତାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ…

କଣ୍ଟାବାଞ୍ଜି : ସ୍ତ୍ରୀର ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଜା। ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ସ୍ୱାମୀ ଜୟରାମ ମାଝୀ କୁ ଆଜୀବନ କାରାଦଣ୍ଡ ରାୟ ଦେଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ ହିମାଂଶୁ

ଅର୍ଥ ହେରଫେର ମାମଲା : ଚିଟ୍‌ଫଣ୍ଡ ସଂସ୍ଥାର ୪ ଜଣଙ୍କୁ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ…

ବାଲେଶ୍ବର: ୨୦୧୦ ମସିହା ଶସ୍ତ୍ର ଚିଟଫଣ୍ଡ କମ୍ପାନୀ ଠକେଇ ମାମଲା । ବି. ମଲ୍ଲିକାର୍ଜୁନ ରାଜୁ ଓ ଭି.ସମ୍ପଦଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ। ଉଭୟଙ୍କୁ ୪.୨୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ସଦାଶିବ ନାୟକ, ତପନ ବାରିକଙ୍କୁ ୩ ବର୍ଷ ଜେଲ୍‌।

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା…

ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଡେପୁଟୀ କଲେକ୍ଟର । ଜଗତସିଂହପୁର ଡେପୁଟୀ କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ୱର, ସୋନପୁର ଓ ଜଗତସିଂହପୁରରେ ୯ଟି ସ୍ଥାନରେ ଏକକାଳୀନ ରେଡ୍‌ କରାଯାଇଛି। ଚଢ଼ାଉ ବେଳେ ଘରୁ

ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଦୀର୍ଘ ୧୧ ଦିନ ଧରି ଚାଲିବ କଂସ ମହାରାଜଙ୍କ ଶାସନ…

ବରଗଡ଼ : ଆଜିଠୁ ବରଗଡ଼ରେ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦୁଲୁକିବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ । ଏହାପୂର୍ବରୁ ବାହାରିଛି ସାଂସ୍କୃତିକ ଶୋଭାଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପାରଂପରିକ ବାଦ୍ୟ ବଜାଇଥିଲେ । ଆଉ ଝୁମିିଥିଲେ । ସାଂସ୍କୃତିକ

ହକି ବିଶ୍ୱକପ୍‌ରେ ଯୋଗଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ନବୀନ ପଟ୍ଟନାୟକ…

ଭୁବନେଶ୍ୱର : ହକି ବିଶ୍ୱକପ୍‌ ପାଇଁ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ । ବିଶ୍ୱକପ୍‌ରେ ଯୋଗଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଓଡ଼ିଶାରେ ଆୟୋଜନ ହେଉଛି । ଆଜି ଭୋପାଳରେ

ହକି ମହାକୁମ୍ଭ ପାଇଁ ସଜେଇ ହେଉଛି କଟକ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ…

କଟକ: ହକି ମହାକୁମ୍ଭ ପାଇଁ ଚଳଚଞ୍ଚଳ କଟକ ସହର । କଟକର ପ୍ରବେଶ ପଥ, ରାସ୍ତାଘାଟ, କାନ୍ଥବାଡ଼ ଏବେ ହକିମୟ । ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ । ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାମ

କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ହେଲା କୋଭିଡ ମକଡ୍ରିଲ…

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ଆସିବା ପରେ ସଂକ୍ରମଣ ବଢ଼ିବାର ଆଶାଙ୍କା ରହିଛି। ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି

ରାୟଗଡ଼ା ହୋଟେଲରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ରାୟଗଡ଼ା: ରାୟଗଡ଼ାରେ ପୁଟିନଙ୍କ ସମାଲୋଚକ ତଥା ରାଜନେତା ଓ ଅନ୍ୟଜଣଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ଘଟଣାର ତଦନ୍ତରେ ସହାୟତା କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଆବଶ୍ୟକ ପଡ଼ିଲେ ପୂର୍ଣ୍ଣାଙ୍ଗ କ୍ରାଇମବ୍ରାଞ୍ଚ ତଦନ୍ତ

ଝାରସୁଗୁଡ଼ାର ଏକ ମେଡିକାଲ ଏଜେନ୍ସିରୁ ଲକ୍ଷାଧିକ ଟଙ୍କାର ନକଲି ମେଡିସିନ୍‌ ଜବତ…

ଝାରସୁଗୁଡ଼ା: ଲକ୍ଷାଧିକ ଟଙ୍କାର ନକଲି ମେଡିସିନ୍‌ ଜବତ । ଝାରସୁଗୁଡ଼ାର ଏକ ମେଡିକାଲ ଏଜେନ୍ସିରୁ ୧ ଲକ୍ଷ ୭୦ ହଜାର ନକଲି ମେଡିସିନ୍‌ ଜବତ ହୋଇଛି । ଏଠାରେ ଔଷଧ ବିକ୍ରି ଉପରେ ରୋକ ଲଗାଯାଇଛି । ଡ୍ରଗ ରୁଲ, ଭେଲିଡ଼ ଡିଏଲ, ଭେଲିଡ଼ ଜିଏସଟି ନମ୍ବର ଥିବା ବନାରସର ଏକ ପାର୍ଟୀଠୁ ଔଷଧ

ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର…

ଟାଙ୍ଗୀ: ମଙ୍ଗଳାଯୋଡି ପକ୍ଷୀ ଅଭୟାରଣ୍ୟରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ମଙ୍ଗଳା ଯୋଡିରେ ପହଁଚି ଡଙ୍ଗାରେ ପକ୍ଷୀ ଅଭୟାରଣ୍ୟ ବୁଲି ଦେଖିଛନ୍ତି । ଭିତ୍ତିଭୂମିର ମଧ୍ୟ ସମୀକ୍ଷା କରିଛନ୍ତି ସୁରେଶ ମହାପାତ୍ର । ଶୀତ ଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳା ଯୋଡିକୁ ଶହଶହ ପର୍ଯ୍ୟଟକ ଆସୁଥିବାରୁ