ସୀମା ବିବାଦ: ବିଧାନସଭାରେ ପ୍ରସ୍ତାବ ପାରିତ କଲେ ସିନ୍ଦେ ସରକାର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସୀମା ବିବାଦ ଚର୍ଚ୍ଚାର ବିଷୟ ପାଲଟିିଛି। ଏହି ବିବାଦ ଭିତାର ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଧାନସଭାରେ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଯାହାକୁ ସର୍ବସମ୍ମତିକ୍ରମେ ପାରିତ କରାଯାଇଛି।ମହାରାଷ୍ଟ୍ରର ଏହି

ରାହୁଲଙ୍କ ଯାତ୍ରାରେ ସାମିଲ ହେବେନି ଅଖିଲେଶ ଓ ମାୟାବତୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ଯାତ୍ରା ଜାରି ରହିଛି। ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ଏଣ୍ଟ୍ରି କରିବାକୁ ଯାଉଛି ଏହି ଯାତ୍ରା। ଏଥିରେ ଅନେକ ବଡ ବଡ ନେତା ସାମିଲ ହେବେ ବୋଲି କୁହାଯାଉଥିଲା। ଉତ୍ତରପ୍ରଦେଶର ପୂର୍ବତନ ତଥା

‘ଘର ୱାପସି’ କାର୍ଯ୍ୟକ୍ରମରେ ୧୦୦ ଜଣ କଲେ ଧର୍ମ ପରିବର୍ତ୍ତନ, ଗ୍ରହଣ କଲେ ହିନ୍ଦୁ ଧର୍ମ

ଲକ୍ଷ୍ନୌ: ବିଜେପି ବିଧାୟକ ମୀନାକ୍ଷୀ ସିଂହଙ୍କ ଉପସ୍ଥିତିରେ ହୋଇଛି ଧର୍ମାନ୍ତୀକରଣ। ୧୦୦ ଜଣ ଲୋକ ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଆୟୋଜିତ ‘ଘର ୱାପସି’ କାର୍ଯ୍ୟକ୍ରମରେ ନିଜ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଏହି ଧର୍ମାନ୍ତୀକରଣ କାର୍ଯ୍ୟକ୍ରମକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ

ଦୁର୍ଘଟଣା ପରେ ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ଓ ପରିବାର ଲୋକ

ମହୀଶୂର: କାର୍‌ ଦୁର୍ଘଟଣା ଯୋଗୁ ଆହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି। ଆଜି କର୍ଣ୍ଣାଟକାର ମହୀଶୂର ନିକଟରେ ପ୍ରହ୍ଲାଦ ମୋଦିଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ କାର ଭିତରେ ପ୍ରହ୍ଲାଦ ମୋଦି, ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି

ପୌର ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କୁ ଶକ୍ତ ଝଟକା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୌର ନିର୍ବାଚନ ପୂର୍ବରୁ କ୍ଷମତାସୀନ ଯୋଗୀ ଆଦିନତ୍ୟନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ଚିଠା ବିଜ୍ଞପ୍ତିକୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଖାରଜ କରି ଦେଇଛନ୍ତି। ଏଥିସହ ଓବିସିଙ୍କ ପାଇଁ ବିନା

ପୁଣି ୟୁ-ଟର୍ଣ୍ଣ ମାରିଲା ବିଜେପି, ମେୟର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ହାରିବା ପରେ ବାରମ୍ବାର ୟୁ-ଟର୍ଣ୍ଣ ମାରିବାରେ ଲାଗିଛି ବିଜେପି। ପରାଜୟ ସତ୍ତ୍ୱେ ଦିଲ୍ଲୀ ଏମସିଡିରେ ବିଜେପି ମେୟର ପଦ ହାତେଇବ ବୋଲି ଦମ୍ଭୋକ୍ତି କରିଥିଲା। ଏହି ଦମ୍ଭୋକ୍ତି ପରେ ଅନ୍ୟ ଦଳର କାଉନସିଲରଙ୍କୁ ବିଜେପି କିଣିବା

ସ୍ଥିତି ସାଂଘାତିକ, ତଥାପି ଟେଷ୍ଟିଂ ଓ କ୍ୱାରେଣ୍ଟାଇନ ବ୍ୟବସ୍ଥା ହଟାଇବ ଚାଇନା

ବେଜିଂ: ଚାଇନାରେ ମହାମାରୀ କରୋନା ସ୍ଥିତି ଅତ୍ୟନ୍ତ ସାଂଘାତିକ ରୂପ ଧାରଣ କରିଛି। ଦୈନିକ କୋଟି କୋଟି ଲୋକ ସଂକ୍ରମିତ ହେଉଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଉଛନ୍ତି। ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ସତ୍ତ୍ୱେ ଚାଇନା ସରକାର କୋଭିଡ୍‌ ସହ ଖାପ ଖୁଆଇ ବଞ୍ଚିବା ଅଭ୍ୟାସ ଆରମ୍ଭ

ଦାରିଙ୍ଗବାଡ଼ିରେ ଶୀତ ଗାଏବ, ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ…

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବ ହୋଇଛି। ଦିନରେ ଖରା ଏବଂ ଗରମ ବଢୁଛି। ମଙ୍ଗଳବାର ପ୍ରାୟ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇ ଦାରିଙ୍ଗବାଡିରେ ସର୍ବନିମ୍ମ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବିଡ଼ିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ବର୍ତ୍ତମାନ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ: ଭାରତୀୟ ଜୁନିୟର ହକି ଟିମ ୧୧-୨ ଗୋଲରେ ବିଜୟୀ…

ରାଉରକେଲା : ୨୬ ଡିସେମ୍ବର ୨୦୨୨: ବିଶ୍ୱକପ ପୂର୍ବରୁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଚାଲିଛି ଅଭ୍ୟାସ ମ୍ୟାଚ। ସୋମବାର ଦିନ ଭାରତୀୟ ଜୁନିୟର ହକି ଟିମ ଏବଂ ଦକ୍ଷିଣ କୋରିଆ ଜୁନିୟର ହକି ଟିମ ସହ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଟିମ୍ ୧୧-୨

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି…

ସୁନ୍ଦରଗଡ଼, : ୨୬ ଡିସେମ୍ବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଲୋକମାନଙ୍କର