Sign in
Sign in
Recover your password.
A password will be e-mailed to you.
ବ୍ଲକସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ ୨୦୨୨ପାଇଁ ପ୍ରସ୍ତୁତି ବୈଠକ…
କୋରୁକୋଣ୍ଡା,୨୬।୧୨: ମାଲକାନଗିରି ଜିଲ୍ଲାରେ ଦୀର୍ଘ ଦୁଇବର୍ଷ ପରେ ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି କୋରୁକୋଣ୍ଡା ବ୍ଲକ ବୈଠକ ଗୃହଠାରେ ବ୍ଲକ ସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି । କୋରୁକୋଣ୍ଡା ପଞ୍ଚାୟତ!-->…
ଚାଇଲ୍ଡଲାଇନ୍ ତରଫରୁ ବନବାସୀ ସେବା ସମିତିର ଶିଶୁ ଯତ୍ନ ଅନୁଷ୍ଠାନରେ ୧୨ବର୍ଷର ରାମେ ପ୍ରଧାନକୁ ଥଇଥାନ କରାଗଲା..
ଦାରିଙ୍ଗବାଡ଼ି,୨୬/୧୨ : ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ଗ୍ରାମ ପଞ୍ଚାୟତର ସାଲେଜୁ ଗ୍ରାମରୁ ୧୨ବର୍ଷର ରାମେ ପ୍ରଧାନକୁ ଉଦ୍ଧାର କରି ଜିଲ୍ଲା ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ କରି, ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷଙ୍କ ନିର୍ଦେଶ କ୍ରମେ ବାଲିଗୁଡ଼ା ସ୍ଥିତ ବନବାସୀ ସେବା!-->…
ମାଁ ସୁରାଦେଇ ସେବାସଂଘ ଗଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ ଆଜି ମାଁ ସୁରାଦେଇ ସେବାସଂଘ ଗଠନ ଓ କର୍ମକର୍ତ୍ତା ଚୟନ ହୋଇଯାଇଛି।ଖଜୁରୀପଡା ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତର ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ବହୁବର୍ଷ ପୂର୍ବରୁ ବିଭିନ୍ନ ସମସ୍ୟାରେ ସାମିଲ ହୋଇ ଜନମଙ୍ଗଳ କାର୍ଯ୍ୟ କରିଆସୁଥିବା ବେଳେ!-->…
ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ, ଚାଳକ ମୃତ…
ବାଲିଗୁଡ଼ା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବଡ଼ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଲରେ ପଡ଼ିଲା ମୋଟରସାଇକେଲ । ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ଡାବଲାପଙ୍ଗା ଅଞ୍ଚଳର ଅଜୟ ମଳିକ ହୋଇଥିବା!-->…
ବାଲିପଦର ଡିଗ୍ରୀ କଲେଜର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦଯାପିତ…
ବୁଗୁଡ଼ା : ତା ୨୬/୧୨/୨୨ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ପୋଷ୍ଯଗ୍ରାମ ଡେହୁକା ଠାରେ ଆୟୋଜିତ ଶୀତକାଳୀନ ସ୍ବତନ୍ତ୍ର ଶିବିର ଆଜି ଉଦଯାପିତ ହୋଇଯାଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ଶିବିର ଅବସରରେ ସ୍ବେଚ୍ଛାସେବୀମାନେ!-->…
ବିଶ୍ବ ହକିକପ୍ କୁ ଗଞ୍ଜାମ ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯିବା ନେଇ ବୈଠକ…
ବ୍ରହ୍ମପୁର : ବିଶ୍ବ ହକିକପ୍ କୁ ଗଞ୍ଜାମ ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ନିରାପତ୍ତାର ସହିତ ବିଶ୍ବ ହକିକପ୍ ଟି ଯେପରି ଜିଲ୍ଲାରେ ପରିଭ୍ରମଣ କରିପାରିବ ସେଥି ସକାଶେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ କୁହାଯାଇଛି ।ବୈଠକରେ!-->…
ଜମା ଅର୍ଥକୁ ଫେରାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ…
ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡ଼ା ପ୍ରାଥମିକ ସେବା ସମବାୟ ବ୍ୟାଙ୍କ୍ ଠାରୁ ଜମା ରାଶି ଫେରି ପାଉ ନଥିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଇଛନ୍ତି ସ୍ଥାନୀୟ ବସିନ୍ଧା। ଆଜି ବ୍ରହ୍ମପୁର ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ!-->…
ଜିଏସଟି ଅଧିକାରୀ କହି ଜାତୀୟ ରାଜପଥରେ ଟ୍ରକରୁ ମାଡ ମାରି ଲୁଟ ଘଟଣାରେ ୪ଜଣକୁ ଗିରଫ କଲା ଛତ୍ରପୁର ପୋଲିସ
୧ ଲକ୍ଷ ୪୦ ହଜାର ଟଙ୍କା, ୬୦ ବସ୍ତା ପାନ ମସଲା, ଦୁଇଟି କାର ଓ ୫ ଟି ଫୋନ ଜବତ, ସାମ୍ମାଦିକ ସମ୍ମିଳନୀ ସୂଚନା ଦେଲେ ଗଞ୍ଜାମ ଅତିରିକ୍ତ ଏସପି
ଛତ୍ରପୁର : ଜିଏସଟି ଅଧିକାରୀ କହି ଜାତୀୟ ରାଜପଥରେ ଟ୍ରକକୁ ଅଟକାଇ ଚାଳକକୁ ମାଡ ମାରି ୬୦ ବସ୍ତା ପାନ ମସଲା ଲୁଟ ନେବାସହ ଟଙ୍କା ମାଗିବା!-->!-->!-->…
ହିଞ୍ଜିଳିକାଟୁ ପୂର୍ବତନ ଵ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପ୍ରଧାନଙ୍କ ଦେହାନ୍ତ…
ହିଞ୍ଜିଳିକାଟୁ ୨୬।୧୨ ହିଞ୍ଜିଳିକାଟୁ ବ୍ଳକ ଶିକିରି ପଞ୍ଚାୟତର ପୂର୍ବତନ ବ୍ଳକ ଅଧ୍ୟକ୍ଷା ତଥା ଆଗ ଧାଡିର ନେତା ସୁରେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପ୍ରଧାନଙ୍କ ଦେହାନ୍ତ ।ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ଶ୍ରୀମତୀ ପ୍ରଧାନ ସୋମବାର ପୂର୍ବାହ୍ନ ୯ଘଣ୍ଟ ସମୟରେ ନିଜ!-->…
ବୁଦ୍ଧଖୋଲରେ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବଚ୍ଛତା ରକ୍ଷା କାର୍ଯ୍ୟକ୍ରମ…
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଶୈବପୀଠ ବୁଦ୍ଧଖୋଲରେ ଏକ ସ୍ବଚ୍ଛତା ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭାଗର ୭୦ ଜଣ ଛାତ୍ରଛାତ୍ରୀ ଅଂଶ କରି ଗଙ୍ଗାଧର, ଜଗଦେଶ୍ବର, ମକରେଶ୍ବର, ବୁଦ୍ଧେଶ୍ବର ଓ!-->…