Sign in
Sign in
Recover your password.
A password will be e-mailed to you.
କୁଆଖାଇ ନଦୀରେ ଭାସୁଛି ଗଳିତ ମୃତଦେହ…
ଭୁବନେଶ୍ୱର: କୁଆଖାଇ ନଦୀରେ ଭାସୁଛି ଗଳିତ ମୃତଦେହ । ମୃତକ ହେଲେ ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାର ତୋଫାନ ସାମଲ । ଗତ ୪ଦିନ ହେଲା ସେ ନିଖୋଜ ଥିଲେ ।
ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୂର୍ବଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।!-->!-->!-->…
ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା…
ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ପରୀକ୍ଷାର ମାସକ ପୂର୍ବରୁ ହେବ ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷା କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ପରୀକ୍ଷା କେନ୍ଦ୍ରଗୁଡ଼ିକର ସିସିଟିଭି ସହ ଭିତ୍ତିଭୂମି!-->!-->!-->…
ଇରାନ ଆନ୍ଦୋଳନ : ଫୁଟବଲ ଖେଳାଳି ଅଲି ଦାଏଇଙ୍କ ପରିବାରକୁ ଦେଶ ଛାଡ଼ିବା ଉପରେ ରୋକ୍…
ତେହେରାନ : ଇରାନରେ ଚାଲିଥିବା ଜନ ଆନ୍ଦୋଳନକୁ ଚପାଇବାକୁ ଇରାନ ସରକାର କଠୋର ପଦକ୍ଷେପ ନେଉଛନ୍ତି । ଆନ୍ଦୋଳନକାରୀଙ୍କୁ ସରକାର ମୃତ୍ୟୁଦଣ୍ଡ ଦେବା ସହ ଦେଶର ଲୋକପ୍ରିୟ କଳାକାର, କ୍ରୀଡ଼ାବିତ, ଲେଖକମାନଙ୍କୁ ବନ୍ଦୀ କରୁଛନ୍ତି । ଯେଉଁମାନେ ସରକାରଙ୍କୁ ସମାଲୋଚନା କରୁଛନ୍ତି ଓ ଆନ୍ଦୋଳନକୁ!-->…
ଷ୍ଟେଟ୍ ଫରେନ୍ସିକ୍ ରିପୋର୍ଟ ଖୋଲିବ ଅର୍ଚ୍ଚନାଙ୍କ ହନିଟ୍ରାପ୍ ଗୁମର, ଇଡିକୁ ମିଳିଛି ମୋବାଇଲ୍ ତଥ୍ୟ..
ଭୁବନେଶ୍ୱର: ଷ୍ଟେଟ୍ ଫରେନ୍ସିକ୍ ରିପୋର୍ଟ ଖୋଲିବ ଅର୍ଚ୍ଚନାଙ୍କ ହନିଟ୍ରାପ୍ ଗୁମର । ଇଡିକୁ ମିଳିଛି ଅର୍ଚ୍ଚନା ନାଗର ମୋବାଇଲ୍ ତଥ୍ୟ । SFSLର ଦ୍ୱିତୀୟ ପର୍ଯ୍ୟାୟ ରିପୋର୍ଟରେ ରହିଛି ସମସ୍ତ ତଥ୍ୟ । ହାର୍ଡଡିସ୍କରେ କ’ଣ ତଥ୍ୟ ରହିଛି? କ’ଣ ସବୁ ସିସିଟିଭିରେ କଏଦ ହୋଇଛି? କେଉଁ ବଡ଼!-->…
ରୋଗୀ ନେଇ ଯାଉଥିବାବେଳେ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ
ଜଳେଶ୍ୱର: ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ । ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ । ଜଳେଶ୍ୱର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖୁସି ପ୍ଲାଜା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ!-->…
ବଡ଼ଦାଣ୍ଡରେ ପ୍ରବଳ ଭିଡ଼: ବର୍ଷ ଶେଷରେ ଓ ନୂଆବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି ଲକ୍ଷାଧିକ ଭକ୍ତ
ପୁରୀ: ବଡ଼ଦାଣ୍ଡ ଭାରି ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟି ଆସୁଛନ୍ତି ଲକ୍ଷାଧିକ ଭକ୍ତ । ଆଗକୁ ନୂଆବର୍ଷ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରକୁ ଛୁଟି ଆସୁଛନ୍ତି । ବର୍ଷ ଶେଷରେ ଓ ନୂଆବର୍ଷ ଆରମ୍ଭରେ ମହାପ୍ରଭୁଙ୍କ ଦର୍ଶନ ପାଇଁ!-->…
ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ
ବଲାଙ୍ଗିର: ପୁଣି ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଖଇରଗୁଡା ଓ କୁମୁରିଆର ସାନଖଳାରେ ପଡିଲା ପଶୁବଳି । ଆଦିବାସୀ ସମ୍ପ୍ରଦାୟର ଲୋକ ଶୋଭାଯାତ୍ରାରେ ଆସି ପଶୁବଳି ପରମ୍ପରା ବଜାୟ ରଖିଲେ ।
ଶାନ୍ତିଶୃଙ୍ଖଳା ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ, ୪୦ଜଣ!-->!-->!-->…
ଚୀନର ମୁକାବିଲା ପାଇଁ ତାଇଓ୍ବାନର ପ୍ରସ୍ତୁତି, ବାଧ୍ୟତାମୂଳକ ସାମରିକ ସେବାକୁ ୧ ବର୍ଷକୁ ବୃଦ୍ଧି କଲା
ତାଇପେଇ : ଚୀନପଟୁ ବିପଦ ବଢୁଥିବାରୁ ତାଇଓ୍ବାନ ସରକାର ନିଜ ଦେଶର ସାମରିକ ବାହିନୀକୁ ଆହୁରି ଶକ୍ତିଶାଳୀ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।ଏହି କ୍ରମରେ ଦେଶରେ ବାଧ୍ୟତାମୂଳକ ସାମରିକ ସେବା ସମୟକୁ ୪ ମାସରୁ ୧ ବର୍ଷକୁ ବୃଦ୍ଧି କରାଯାଇଛି । ଅର୍ଥାତ ପୂର୍ବରୁ ଦେଶର ଯୁବକମାନଙ୍କୁ ୪ ମାସ!-->…
ସାଂସଦଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ନାହିଁ : ରୁଷ୍
ଭୁବନେଶ୍ବର : ଓଡ଼ିଶାର ରାୟଗଡ଼ାଠାରେ ମୃତ୍ୟୁବରଣ କରିଥିବା ରୁଷୀୟ ସାଂସଦ ପଭେଲ ଆଣ୍ଟୋଭ୍ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଡେନୋଭ ପ୍ରସଙ୍ଗରେ ଏକ ବୟାନ ଜାରି କରିଛି ରୁଷ । ରୁଷ ଦୂତାବାସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଏମାନଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଥିବା!-->…
ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ କରିବେ ମେହବୁବା ମୁଫତି
ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆସନ୍ତା ମାସରେ ଜମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଯାତ୍ରାରେ ଯୋଗଦେବେ। ଭାରତ ଯୋଡୋ ଯାତ୍ରାରେ ଅଂଶଗ୍ରହଣ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଛି ବୋଲି ନିଜେ ସୂଚନା ଦେଇଛନ୍ତି ପୂର୍ବତନ!-->…