Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ କିକ ବକ୍ସିଂରେ ୧୩ ଜଣ ସ୍ବର୍ଣ୍ଣ ଓ ୧୦ଜଣ ରୌପ୍ୟ ଜିତିଲେ…
ଫୁଲବାଣୀ : କନ୍ଧମାଳରୁ ୧୯ ଜଣ ପ୍ରତିଯୋଗୀ ଡିସେମ୍ବର ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟି ଏସ ଜି ଗୁରୁକୁଳ ଗୋଠପାଟଣା, ମଲିପଡା ଠାରେ ଅନୁଷ୍ଠିତ ହେଇଥିବା ୱାକୋ ଓଡିଶା ଷ୍ଟେଟ ଆମତେର କିକ ବକ୍ସିଂ ଚାମ୍ପିୟନଶିପ ୨୦୨୨ ଚିଲଡ୍ରେନ କ୍ୟାଡ଼େ!-->…
ଏବିଭିପିର ରାଜ୍ୟ ସହ ସମ୍ପାଦିକା ହେଲେ କନ୍ଧମାଳର ସଞ୍ଜନା କହଁର…
ଫୁଲବାଣୀ : ଅନୁଗୋଳ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )ର ରାଜ୍ୟ ଅଧିବେଶନ ଅନୁଷ୍ଟିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲାର ଛାତ୍ରୀ ନେତ୍ରୀ ସୁଶ୍ରୀ ସଞ୍ଜନା କହଁରଙ୍କୁ ଏବିଭିପିର ରାଜ୍ୟ ସହ -ସମ୍ପାଦିକା ଭାବେ ନୂତନ ଦାଇତ୍ୱ ଦିଆଯାଇଛି l କନ୍ଧମାଳର ଆଉ ଜଣେ ଛାତ୍ରୀ!-->…
କରଚୁଲି ଶିଶୁ ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ..
ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମସ୍ଥିତ ସରସ୍ବତୀ ଶିଶୁ ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସଭାପତି ହିମାଂଶୁ ଶେଖର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ମୁଖ୍ୟ!-->…
ବରଫ ଝଡ଼ : ଆମେରିକାରେ ୩୨, ଜାପାନରେ ୧୭ ମୃତ…
ନ୍ୟୁୟର୍କ : ପ୍ରବଳ ଥଣ୍ଡା ଓ ବରଫ ପାତ ଯୋଗୁଁ ଆମେରିକା, ୟୁରୋପ ଓ ଜାପାନରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଫ ଝଡ଼ ଯୋଗୁଁ ଆମେରିକାରେ ଏପର୍ଯ୍ୟନ୍ତ ୩୨ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଜାପାନରେ ୧୭ ଜଣ ମୃତ୍ୟୁବରଣ କରିଛନ୍ତି ।ଆମେରିକାରେ ଏବର୍ଷର ଶୀତ ବିଗତ କିଛି ବର୍ଷର ରେକର୍ଡ!-->…
ପୁରୁଣା ଫାଇଲା ଖୋଲିଲା ସିବିଆଇ, ଅଡୁଆରେ ପଡ଼ି ପାରନ୍ତି ଲାଲୁ…
ନୂଆଦିଲ୍ଲୀ: ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନିକଟରେ କିଡନୀ ପ୍ରତିରୋପଣ ହୋଇଥିଲା। ସେ ଧୀରେଧୀରେ ସୁସ୍ଥ ହେବା ପରେ ହସ୍ପିଟାଲରୁ ତାଙ୍କୁ ଘରକୁ ଛୁଟି କରି ଦିଆଯାଇଛି। ଏହି କ୍ରମରେ ତାଙ୍କ ଅଡୁଆ ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।
କାରଣ କେନ୍ଦ୍ରୀୟ!-->!-->!-->…
ଓଆର୍ଏଚ୍ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ସଜା…
ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ୍ ଡେଭଲପମେଣ୍ଟ୍ କର୍ପୋରେସନ୍ (ଓଆର୍ଏଚ୍ଡିସି) ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ବିନୋଦ କୁମାରଙ୍କ ସହିତ ୫ ଜଣଙ୍କୁ ୩ ବର୍ଷ ଲେଖାଏଁ ସଜା ଓ ୫୦ ହଜାର ଟଙ୍କା ଲେଖାଏଁ!-->…
ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ପଦାକୁ ଆସିବ: ଜେଲ୍ ଡିଜି..
କଣ୍ଟାବାଞ୍ଜି: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ନେଇ ଜେଲ୍ ଡିଜି ମନୋଜ ଛାବ୍ରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣା ନିହାତି ଦୁଃଖଦାୟକ। ଜେଲ ବିଭାଗର ପ୍ରୋଟୋକଲ ରହିଛି। ଏନଏଚଆରସିର ନିୟମ ମୁତାବକ ତଦନ୍ତ ଚାଲିଛି। ଯାହାର ଭୁଲ ଥିବ ସେ ଦଣ୍ଡିତ ହେବ। ପୋଷ୍ଟମର୍ଟମର!-->…
ଝିଅର ଅଶ୍ଳୀଳ ଭିଡିଓ ଭାଇରାଲକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା…
ଗାନ୍ଧିନଗର: ଜଣେ ବିଏସଏଫ ଯବାନଙ୍କୁ ଗୁଜରାଟର ନାଦିଆଦ ଠାରେ ପିଟିପିଟି ହତ୍ୟା କରାଯାଇଛି। ଏହି ଯବାନ ଜଣଙ୍କ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ଝିଅର ଅଶ୍ଳୀଳ ଭିଡିଓକୁ ବିରୋଧ କରିଥିଲେ। ଏହାକୁ ନେଇ ଭାଇରାଲ କରିଥିବା ପିଲାର ପରିବାର ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି।!-->…
ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ: ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ପ୍ରତିବାଦ…
ଭୁବନେଶ୍ବର: ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ୨୬ ତାରିଖରେ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିଛି। ଆଜି ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବା ପାଇଁ ସାରା ରାଜ୍ୟରେ ବିଜେପିର ସତ୍ୟାଗ୍ରହ ଜାରି ରହିଛି। ରାଜ୍ୟର ସବୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ଆନ୍ଦୋଳନ!-->…
ଜଏସ୍ଟି ଅଫିସ୍ର ପରିଚୟ ଦେଇ ଲୁଟ୍ କରିଥିବା ୪ ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୁଲିସ…
ଛତ୍ରପୁର : ଜିଏସ୍ଟି ଅଫିସ୍ର ପରିଚୟ ଦେଇ ଟ୍ରକ୍ ଡ୍ରାଇଭର ଠାରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଥିବା ୪ ଦୁର୍ବୃତ୍ତଙ୍କୁ ବାନ୍ଧିଲା ଖଲିକୋଟ ପୁଲିସ। ଏନେଇ ଆଜି ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ପିକେ ଦଲେଇ। ଅଭିଯୁକ୍ତମାନେ ହେଲେ ଛତ୍ରପୁରର ଦେବାଶିଷ!-->…