ହିନ୍ଦୁମାନଙ୍କୁ ଘରେ ଛୁରୀ ରଖିବାକୁ ଖୋଲାଖୋଲି ଆହ୍ୱାନ ଦେଲେ ବିଜେପି ସାଂସଦ…

ଶିବମୋଗା: ଖୋଲାଖୋଲି ଭାବେ ହିଂସାତ୍ମକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ସେ ଲଭ ଜିହାଦ କରୁଥିବା ଲୋକଙ୍କୁ ଉଚିତ ଜବାବ ଦେବା ପାଇଁ ହିନ୍ଦୁମାନଙ୍କୁ ଘରେ ଛୁରୀ ପ୍ରସ୍ତୁତ କରିବାକୁ ରଖିବାକୁ କହିଛନ୍ତି। ନିଜର ମର୍ଯ୍ୟାଦା ଓ ନିଜ ଉପରେ ହେଉଥିବା

ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ଓଡ଼ିଶାରୁ ୟୁପି ନିଆଯାଇ ନିର୍ଯାତନା…

ଭୁବନେଶ୍ୱର: ଓଡ଼ିଶାରୁ ୟୁପି । ଚାକିରି ଦେବା ନାଁରେ ୨ ଯୁବତୀଙ୍କୁ ୟୁପି ନିଆଯାଇ ନିର୍ଯାତନା ଅଭିଯୋଗ । ଅଭିଯୋଗ ଅନୁଯାୟୀ, ଦିନକୁ ୨ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇଥିଲେ ଦଲାଲ । ଅକ୍ଟୋବର ୩୦ରେ ଉତ୍ତରପ୍ରଦେଶକୁ ନିଆଯିବା ପରେ ଦିଆଯାଇଥିଲା ମାନସିକ ନିର୍ଯାତନା । ଖୋଲା ପେଣ୍ଡାଲରେ

ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ…

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ମୁହଁ ଖୋଲୁ ନାହିଁନ୍ତି ଜଗବନ୍ଧୁ । ଇଡିକୁ ଭୂଆଁ ବୁଲାଉଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଜେରାରେ ଇଡିକୁ କୌଣସି ବି ତଥ୍ୟ ଦେଉନି । ଏପରିକି ବଡବଡିଆଙ୍କ ସହ ତାର ଫୋଟୋକୁ ମଧ୍ୟ ଜାଣିନି ବୋଲି କହୁଛି । ଜଗବନ୍ଧୁର କୁଆଡେ କିଛି ମନେ ପଡୁନି । ଗତକାଲି

ଭାରତୀୟ ସେନାରେ ଟ୍ରେନିଂ ପାଇଁ ସାମିଲ ହେଲେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀର…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଚୟନ ହୋଇଥିବା ପ୍ରଥମ ବ୍ୟାଚ୍‌ର ଅଗ୍ନିବୀରମାନେ ତାଲିମ ପାଇଁ ଭାରତୀୟ ସେନାରେ ସାମିଲ ହୋଇଛନ୍ତି। ପ୍ରାୟ ୨୦୦ ଜଣ ଆଶାୟୀଙ୍କୁ ଶାରୀରିକ, ମେଡିକାଲ, ରିଟିନ ଟେଷ୍ଟ ଓ ପ୍ରମାଣପତ୍ର ଯାଞ୍ଚ ପରେ ତାଲିମ ପାଇଁ ଚୟନ କରାଯାଇଛି। ଶ୍ରୀନଗରରେ ଥିବା ଆର୍ମି

ରାଜଧାନୀର ଏକ ଜୋତା ସୋ-ରୁମ୍‌ ଉପରକୁ ବୋମା ମାଡ଼

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଛାତି ଉପରେ ବୋମା ମାଡ଼ । ସହିଦନଗରର ଏକ ଜୋତା ସୋ-ରୁମ୍‌ ଉପରକୁ ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳକୁ ବୋମା ଫିଙ୍ଗି ଆତଙ୍କ ଖେଳାଇ ଦେଇଥିଲେ । ସୋ-ରୁମ୍‌ ଉପରକୁ ବୋମା ପକାଇବା ସହ ଏହାର

ରାଜ୍ୟରେ ଜାରି ପ୍ରବଳ ଶୀତ ପ୍ରବାହ…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଜାରି ରହିଥିବା ବେଳେ ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ । ଫଳରେ

ମାସାନ୍ତ ରବି ବାସରୀୟ ସାହିତ୍ୟ ଆସର

ଫୁଲବାଣୀ :-ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବୀନ୍ଦ୍ରନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବି l ଅଜୟ ପଟ୍ଟନାୟକ

ବ୍ରହ୍ମପୁରରେ ଘରୋଇ ହସପିଟାଲରେ ଜିଲାପାଳ, ଏସ୍‌ପିଙ୍କ ଚଢ଼ଉ…

ବ୍ରହ୍ମପୁର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) କାର୍ଡର ସୁପରିଚାଳନାକୁ ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସହରର ବିଭିନ୍ନ ଘରୋଇ ହସପିଟାଲରେ ପୁଣି ଥରେ ଯାଞ୍ଚ କରାଯାଇଛି। ରବିବାର ଅପରାହ୍ନରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ,

୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପିଏ ଆଇଟିଡିଏ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଟ୍ରେଜେରି କାର୍ଯ୍ୟାଳୟର ଅଧିକାରୀ ସୁଧାଂଶୁ

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ…

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲାମୁଣ୍ଡୁଳା ଗ୍ରାମର ଏକ ପୋଖରୀରେ ଜନୈକ ବୃଦ୍ଧ ବୁଡିଯାଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ବୃଦ୍ଧ ଜଣକ ହେଲେ ପୋଲସରା ଥାନା ଅଧିନସ୍ଥ ହାତୀପାଦପଲ୍ଲୀ ଗ୍ରାମର ନଟବର ପ୍ରଧାନ (୮୦) ।ଘଟଣାରୁ ପ୍ରକାଶ ଯେ , ଆଜି ଅପରାହ୍ନ ସାଢେ ୨ଟା ବେଳେ