Sign in
Sign in
Recover your password.
A password will be e-mailed to you.
ଗୋପାଳପୁର ବନ୍ଦର ପକ୍ଷରୁ କାଲିପଲ୍ଲୀ ପଞ୍ଚାୟତରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାକେନ୍ଦ୍ର ଆୟୋଜିତ
ଗୋପାଳପୁର(୬/୮) : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ନିକଟସ୍ଥ କାଲିପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ଭି ଜେ ରାଓ!-->…
ଦାରିଙ୍ଗବାଡିରେ ବ୍ଲକ, ତହସିଲ, ଥାନା ଓ ପଞ୍ଚାୟତ ପକ୍ଷରୁ ସାମୁହିକ ସଫେଇ କାର୍ଯ୍ୟକ୍ରମ
ଦାରିଙ୍ଗବାଡି(୬/୮) : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ସୁନ୍ଦର, ନିର୍ମଳ, ପ୍ରଦୂଷଣ ମୁକ୍ତ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଦାରିଙ୍ଗବାଡ଼ି ପ୍ରଶାସନ ପାଦେ ଆଗକୁ ଆସି, ଦାରିଙ୍ଗବାଡିରେ ଆଜି ବ୍ଲକ ପ୍ରଶାସନ, ତହସିଲ, ପଞ୍ଚାୟତ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ସାମୁହିକ ସଫେଇ!-->…
ଜିଲ୍ଲାସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପରାମର୍ଶଦାତା କମିଟି ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ହୋଇଯାଇଛି ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପଞ୍ଚାୟତି ରାଜ ଓ!-->…
ଜଗଦୀପ ଧନଖଡ଼ ଉପ-ରାଷ୍ଟ୍ରପତି ନିର୍ବାଚିତ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଛନ୍ତି। ଏନ୍ଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି। ସେ ମାର୍ଗାରେଟ ଆଲଭାଙ୍କୁ ୩୪୬ ଭୋଟ୍ରେ ପରାସ୍ତ!-->…
ଜଣେ ମାତ୍ର ପ୍ରାଣୀ ଚିକିତ୍ସକଙ୍କ ଭରସାରେ ୨୫ ଗୋଟି ଗ୍ରାମ ପଞ୍ଚାୟତର ଚାଷୀ
ଦାରିଙ୍ଗବାଡ଼ି, ୬/୮, କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳବାସୀ ପ୍ରାଣୀଧନ ସୁରକ୍ଷା ନେଇ ଚିନ୍ତାରେ। ଏକବର୍ଷ ହେବ ଜଣେ ଡ଼ାକ୍ତରରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ। ଦାରିଙ୍ଗବାଡ଼ି ବ୍ଲକ କନ୍ଧମାଳ ଜିଲ୍ଲାର ବୃହତ ବ୍ଲକ ଅଟେ। ୨୫ ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ଏହି ବ୍ଲକ ଗଠିତ।!-->…
ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ – ଜିଲ୍ଲାପାଳ
ନବରଙ୍ଗପୁର (୦୬/୦୮) : ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଆଉ ପାଦେ ଆଗକୁ ଗଲା ଜିଲ୍ଲା ପ୍ରଶାସନ । ,ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀମାନଙ୍କୁ ବିଦ୍ୟାଳୟ କୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ଅଭିଯାନ ଆରମ୍ଭ!-->…
ଅମୃତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଫୁଲବାଣୀ : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଅମୃତ ମହୋତ୍ସବ ପାଳନ ପାଇଁ ବିଦ୍ୟାଭାରତୀ ତଥା ଭାରତ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ ଏହି ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ!-->…
କଡ଼କନାଥ କୁକୁଡ଼ା ଚାଷ ତାଲିମ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୂ ମିଶନ ଜୀବିକା ମାଧ୍ୟମରେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ କଡ଼କ ନାଥ କୁକୁଡ଼ା ପାଳନ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ!-->…
ଜନ-ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ଏମସି ଏସ ମହାବିଦ୍ୟାଳୟ କନ୍ଧମାଳର ଜିଲ୍ଲା ପ୍ରଶାସନ ଓ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟଗିକା ମନ୍ତ୍ରାଳୟ ତରଫରୁ ଜନ ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ!-->…
ହିଞ୍ଜିଳି ନିର୍ଵାଚନ ମଣ୍ଡଳି ବିଜେଡି ତରଫରୁ ବୃକ୍ଷରୋପଣ ଅନୁଷ୍ଠିତ
ହିଞ୍ଜିଳିକାଟୁ (୬/୮) : ବିଜୁଜନତା ଦଳର ୨୫ ବର୍ଷ ପୂର୍ତି ଉପଲକ୍ଷେ ଦଳ ତରଫରୁ ସାରା ଓଡିଶାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ହିଞ୍ଜିଳି ନିର୍ଵାଚନ ମଣ୍ଡଳି ବିଜୁ ଓ ଯୁବ ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।!-->…