ପିପୁଲ୍ସ କଲେଜ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏକତ୍ରୀକରଣ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ…

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ୧୯୯୨-୯୪ ବ୍ଯାଚ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ମା ସଙ୍କୁଳାଈ ପୀଠସ୍ଥ କଲ୍ଯାଣୀ ମଣ୍ଡପ ଠାରେ ଏକତ୍ରୀକରଣ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ପିତାମ୍ବର ଗୌଡଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ

୨୦ ଦିନରେ ୨୫୦ ନିୟୁତ ନୂତନ ସଂକ୍ରମଣ ହୋଇଥିବା ପ୍ରଘଟ ହେବାରୁ ଦୈନିକ କୋଭିଡ୍‌ ଗଣନା ପ୍ରକାଶନ ବନ୍ଦ କରିବ…

ବେଜିଙ୍ଗ୍‌: ମାତ୍ର ୨୦ ଦିନରେ ୨୫୦ ନିୟୁତ ସଦ୍ୟ ସଂକ୍ରମଣ ହୋଇଥିବା କଥା ‘ଲିକ୍‌’ ହୋଇଥିବା କାଗଜପତ୍ରରୁ ପ୍ରଘଟ ହୋଇଯିବା ପରେ ଦୈନିକ କୋଭିଡ୍‌ ଗଣନା ପ୍ରକାଶନ ବନ୍ଦ ରଖିବାକୁ ଚୀନ୍‌ ଘୋଷଣା କରିଛି ବୋଲି କୁହାଯାଉଛି। ଗତ ୩ ବର୍ଷରୁ ଅଧିକ କାଳ ହେବ ଦେଶର ଦୈନିକ କୋଭିଡ୍‌-୧୯

ମାର୍ଚ ମାସଠାରୁ ୫୩ଜଣ ‘ଜିହାଦୀ’ଙ୍କୁ ଗିରଫ କରାଗଲାଣି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା…

ଗ‌ୌହାଟି: ଜଣେ ବାଂଲାଦେଶୀ ସମେତ ଗତ ମାର୍ଚ ମାସଠାରୁ ପ୍ରାୟ ୫୩ଜଣ ‘ଜିହାଦୀ’ଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ବିଧାନସଭାରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି। ଲିଖିତ ଉତ୍ତର ଦେଇ ଉପରୋକ୍ତ ତଥ୍ୟ ପ୍ରଦାନ କରିବା ବେଳେ ସେ କହିଛନ୍ତି, ରାଜ୍ୟରେ

ନୂଆ ଭାରତରେ ବେକାରୀ ମୁଣ୍ଡ ଟେକୁଛି, ମୋଦୀଙ୍କୁ ଜାତୀୟ ପିତା କହିବା ଅପମାନ ସଦୃଶ: ସଞ୍ଜୟ ରାଉତ…

ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆ ଭାରତର ଜାତୀୟ ପିତା ବୋଲି କହିବା ପ୍ରସଙ୍ଗକୁ ନେଇ ବିବାଦ ତେଜିବାରେ ଲାଗିଛି | ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ତଥା ରାଜ୍ୟସଭା ସଦସ୍ୟ

ଯାତ୍ରୀଙ୍କ ପାଇଁ ଏୟାରଇଣ୍ଡିଆର ବଡ ଘୋଷଣା: ବିନା କୌଣସି ଅତିରିକ୍ତ ଦେୟରେ ବାତିଲ କରିପାରିବେ ବିମାନ ଯାତ୍ରା 

ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ଏବେ ବିମାନଯାତ୍ରା ପ୍ରଭାବିତ ହେବାରେ ଲାଗିଛି | ଉତ୍ତରଭାରତର ଅଧିକାଂଶ ବିମାନବନ୍ଦର ବିଶେଷ କରି ଦିଲ୍ଲୀ ବିମାନବନ୍ଦରରେ ବିମାନ ସେବା ବିଶେଷ ପ୍ରଭାବିତ ହୋଇଛି | ଆଉ ଯାତ୍ରୀମାନଙ୍କ ସମସ୍ୟାକୁ ଦେଖି ଏୟାର ଇଣ୍ଡିଆ ‘ଫୋଗକେୟାର’ ନାମକ ଯୋଜନା ଲଞ୍ଚ କରିଛି।

ଭୟଙ୍କର ବରଫ ଝଡ଼, ୧୯ ମୃତ…

ୱାଶିଂଟନ୍‌: ତାଣ୍ଡବ ରଚିଛି ବମ୍ ସାଇକ୍ଲୋନ୍। ଭୟଙ୍କର ବରଫ ଝଡ଼ରେ ଅସ୍ତବ୍ୟସ୍ତ ଆମେରିକା। ପ୍ରବଳ ବରଫପାତ ଓ ଥଣ୍ଡା ଯୋଗୁଁ ଏଠାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ବରଫ ଝଡ଼ ଲାଗି ଲକ୍ଷାଧିକ ଘରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ରାସ୍ତାଘାଟ ଚାରିଆଡେ ବରଫର ମୋଟା ଆସ୍ତରଣ ଜମି ରହିଛି। ଲୋକେ ଘରୁ

ମନ୍‌ କି ବାତ୍‌ରେ କରୋନା ଲାଗି ମୋଦି ଦେଲେ ପରାମର୍ଶ…

ନୂଆଦିଲ୍ଲୀ: ଆୟୁର୍ବେଦ ମନ୍ତ୍ର ଦେଲେ ମୋଦି । ପ୍ରତିଦିନ ଜୀବନରେ ବ୍ୟବହାର କରନ୍ତୁ ଆୟୁର୍ବେଦ। ନିଇତି ଆୟୁର୍ବେଦ ବ୍ୟବହାର କରିବା ଦ୍ୱାରା ଆମେ ରୋଗ ମୁକ୍ତ ହୋଇପାରିବା ବୋଲି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବାର୍ଡ ଫ୍ଲୁ ଆତଙ୍କ: ୬ ହଜାରରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ…

ଥିରୁଭନନ୍ତପୁରମ୍‌,: କେରଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି। ରାଜ୍ୟ ପଶୁପାଳନ ବିଭାଗ ସତର୍କ ସୂଚନା ଦେଇଛି। ରାଜ୍ୟର କୋଟ୍ଟାୟାମ ଜିଲାର ୩ଟି ଭିନ୍ନ ପଞ୍ଚାୟତରେ ଏହା ଯୋଗୁ ଇତିମଧ୍ୟରେ ୬୦୦୦ରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଛି। ଶନିବାର ଜିଲାର ଭେଚୁର, ନନ୍ଦୁର ଏବଂ ଅର୍ପୁକାରା

ଚାଇନା ସୁନା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଫସିଛନ୍ତି…

ବେଜିଂ: ଚାଇନାର ଏକ ସୁନା ଖଣିରେ ଦୁର୍ଘଟଣା ଘଟି ୧୮ ଜଣ ଫସି ରହିଛନ୍ତି | ଖଣି ଭିତରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ନିର୍ଗତ ହେବା ଯୋଗୁଁ ସେମାନେ ଫସି ରହିଛନ୍ତି । ଚାଇନାର ସରକାରୀ ସମ୍ବାଦ ଏଜେନ୍ସି ସିନହୁଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼

ଆଗ୍ରାରେ ଚାଇନା ଫେରନ୍ତା ଯୁବକ କରୋନା ଚିହ୍ନଟ…

ଆଗ୍ରା: ଚାଇନାରେ କରୋନା ସଂକ୍ରମଣଜନିତ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଦୈନିକ ସଂକ୍ରମଣ ଲକ୍ଷାଧିକ ରହୁଥିବା ବେଳେ ଆକ୍ରାନ୍ତଙ୍କ ପାଇଁ ଚିକିତ୍ସା ସୁବିଧାର ଅଭାବ ଚିନ୍ତାର କାରଣ ପାଲଟିଛି। ବେଜିଂ ସହ ଚାଇନାର ଅନେକ ଛୋଟବଡ଼ ସହରରେ ଆକ୍ରାନ୍ତଙ୍କ ଚିକିତ୍ସା