ହିଞ୍ଜିଳି ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲିଲା…

ହିଞ୍ଜିଳିକାଟୁ ୨୪।୧୨ ହିଞ୍ଜିଳିକାଟୁ ମିନିଷ୍ଟାବିୟମ ନିକଟରେ ଥିବା ହିଞ୍ଜିଳି ସେବାସମବାୟ ସମିତିରେ ଶନିବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ,ଗ୍ରୀଟ୍ ଅଧ୍ୟକ୍ଷ ପଵିତ୍ର ମୋହନ ପାଣିଗ୍ରାହୀ ,ହିଞ୍ଜିଳିକାଟୁ

ନୂଆଵର୍ଷ ଆଗରୁ ଜୁଆ ଆଡ୍ଡା ଉପରେ ଚଢାଉ…

ହିଞ୍ଜିଳିକାଟୁ ୨୪।୧୨ : ଆଗକୁ ନୁଆ ଵର୍ଷ ଆସୁଥିବାବେଳେ ଜୁଆଡ଼ି ମାନେ ବିଭିନ୍ନ ଅଞ୍ଚଳରେ ସକ୍ରିୟ ହୋଇଉଠିଥିବାର ଦେଖାଯାଇଛି। ପୋଲିସ ମଧ୍ୟ ଏମାନଙ୍କ ଉପରେ କଡ଼ା ନଜର ରଖୁଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମାଣିକ ନଗର ରେ ଚାଲିଥିବା ଜୂଆ ଆଡ୍ଡା ଉପରେ ଗତକାଲୀ ପୋଲିସ ଚଢ଼ାଉ କରି

ବ୍ରାହ୍ମଣୀଗାଁରେ ପ୍ରି ଖ୍ରୀଷ୍ଟ ମାସ ପାଳିତ…

ଦାରିଙ୍ଗବାଡ଼ି, ତା ୨୪/୧୨ : ଆଉ ଗୋଟିଏ ଦିନ ପରେ ବଡ଼ ଦିନ ପର୍ବ , ଏହି ସମୟରେ ସମଗ୍ର ବ୍ରାହ୍ମଣୀଗାଁ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ଚର୍ଚ୍ଚ ସାଜସଜ୍ଜା ସହ ନିଜ ଘରର ସମସ୍ତ ପ୍ରସ୍ତୁତି ପ୍ରାୟ ସରି ଆସିଲାଣି, ଦୂର ଦୁରାନ୍ତ୍ ରେ ଥିବା ଲୋକେ ନିଜ ନିଜ ଗାଁରେ ଆସି ପହଞ୍ଚିଲେଣି ,

ଆସନ୍ତା ୨୭ ଓ ୨୮ ଦୁଇ ଦିନ ଧରି ମାଗଣା ଚେସ ତାଲିମ…

ଫୁଲବାଣୀ (୨୪/୧୨) : କନ୍ଧମାଳ ଜିଲାରେ ଚେସଖେଳକୁ ପ୍ରତ୍ସାହନ ଦେବା ପାଇଁ କନ୍ଧମାଳ ଜିଲ୍ଲା ଚେସ ଏସୋସିଏସନ ପକ୍ଷରୁ ସ୍ଥାନୀୟ ଏଜେ ଓ ହାଇସ୍କୁଲ ପରିସରରେ ଆଗାମୀ ଡିସେମ୍ବର ୨ ୭ ଓ ୨ ୮ ଦୁଇଦିନ ଧରି ଏକ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବ lରାଜ୍ୟ ର ଜଣାଶୁଣା ଅଭିଜ୍ଞ

ପାତ୍ରପୁର ବର୍ବର ଆକ୍ରମଣର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ…

ବ୍ରହ୍ମପୁର : ୩ଦିନ ତଳେ ପାତ୍ରପୁର ବ୍ଲକର ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖରେ ଜଣକୁ ହତ୍ୟା ସହ ୨ଜଣକୁ ମରଣାନ୍ତକ ଆକ୍ରମଣ ହେବାର ୩ଦିନ ପରେ ମଧ୍ଯ ପୋଲିସର ହାତ ଖାଲି। ଏହାକୁ ନେଇ ବିଜେପି ରାଜ୍ଯ ଉପସଭାପତି ତଥା ସାଂସଦପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଚିକିଟି ନିର୍ବାଚନ

ଦୀର୍ଘଦିନର ବିରୋଧ ପରେ ଗ୍ରାମବାସୀଙ୍କ ଦ୍ବାରା ବନ୍ଦ ହେଲା ପଥରକ୍ଵାରୀ…

ମାଲକାନଗିରି କାଲିମେଳା : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମାଲାଭରମ ଗ୍ରାମ ପଞ୍ଚାୟତ ଅଧୀନ ଟିନରାଜପାଲି ନିକଟରେ ଏମ: ଭି :୮୧ ଗାଁକୁ ଯିବା ରାସ୍ତା ପାର୍ଶ୍ବରେ ଥିବା ବିଶ୍ଵନାଥ ରେଡି ପଥର କ୍ଵାରିକୁ ମାଲାଓ୍ଵାରାମ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ଶ୍ରୀ ଜଗା ମାଢୀ

ଲୋକ କଳା-ସଂସ୍କୃତି ଭାଇଚାରା ଓ ଗ୍ରାମ୍ୟ ଏକତା ସୃଜେ : ବରିଷ୍ଠ କଳାକାର ମହାସଂଘ…

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ 'ଗାଁକୁ ଚାଲ' କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କୋଦଳା-ସୁମଣ୍ଡଳ ସନ୍ନିକଟ ବୁରୁଝରୀ ଗ୍ରାମସ୍ଥ 'ଶ୍ରୀ ଜଗନ୍ନାଥ ସାଂସ୍କୃତିକ କଳା ପରିଷଦ' ଆଖଡ଼ା ଶାଳରେ ପରିଷଦର ପରିଚାଳକ ଗୁରୁ

ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନକୁ ରୋକିବାକୁ ସରକାରଙ୍କ ପ୍ରୟାସ…

ହିଞ୍ଜିଳିକାଟୁ ୨୪।୧୨ : ଦୀର୍ଘ ଦିନରୁ ସୀମିତ ପାରିଶ୍ରମିକରେ ଶିଶୁବିକାଶ ଯୋଜନାରେ କାର୍ଯ୍ୟ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ। ପାରିଶ୍ରମିକ ତୁଳନାରେ କାର୍ଯ୍ୟର ଚାପ ବୃଦ୍ଧି ପାଉଛି । ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର ଏସୋସିଏସନ ଗତ ୨୦୧୯ ରେ

ଏସ. ରାମସ୍ୱାମୀଙ୍କ ୩୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ…

ବ୍ରହ୍ମପୁର : ସମାଜସେବୀ ଏସ. ରାମସ୍ୱାମୀଙ୍କ 31ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ତାଙ୍କ ଉଧେଶ୍ୟରେ ସ୍ମୃତି ଚାରଣ କରାଯାଇଛି l ସ୍ଥାନୀୟ ବିଜିପୁର କାଳୁଆ ସାହି ସ୍ଥିତ ତାଙ୍କ ମଦୀୟ ବାସଭବନରେ ପୂଜ୍ୟ ପୂଜା ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ

କାଲିମେଳା ବନାଞ୍ଚଳ ସଭାଗୃହଠାରେ ଜଙ୍ଗଲ,ବନ୍ୟପ୍ରାଣୀ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ନେଇ ବୈଠକ…

ମାଲକାନଗିରି : କାଲିମେଳା ଆଜି କାଲିମେଳା ବନାଞ୍ଚଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦଳେଇଙ୍କ ନେତୃତ୍ୱରେ ଜଙ୍ଗଲ ତଥା ବନ୍ୟପ୍ରାଣୀ ସୁରକ୍ଷା,ଜଙ୍ଗଲ ନିଆଁକୁ ଦମନ, ଜଳବାୟୁ ପରିବର୍ତ୍ତନ କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି ଏହିସଭାରେକାଲିମେଳା,ଭେଙ୍କେଟପାଲମ,କୋଇମେଟଲା,ଉଣ୍ଡୁରୁକୋଣ୍ଡା