ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ମହାଲିଙ୍ଗ କଲେଜରୁ ରେଜିଷ୍ଟାର ଓ ମୃତକଙ୍କ ଘରୁ ନୋଟ୍‌ବୁକ୍‌ ଜବତ…

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁକୁ ନେଇ ସନ୍ଦେହ ବଢିଚାଲିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି ନା ମୃତ୍ୟୁ ପଛରେ ଆଉ

ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ…

ବ୍ରହ୍ମପୁର : ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ୨୮ ତାରିଖ ଯାଏ ଏହି ମହୋତ୍ସବ ଚାଲିବ। ଏହି ମହୋତ୍ସବରେ ବଲିଉଡ ଓଲିଉଡ କଳାକାରଙ୍କର ସମାଗମ ହୋଇଥାଏ। କରୋନାର ଦୁଇ ବର୍ଷ ପରେ ଆୟୋଜନ ହୋଇଥିବାରୁ ପ୍ରବଳ ଭିଡ଼ ହୋଇପାରେ। ଭିଡ଼ ନିୟନ୍ତ୍ରଣ ପାଇଁ ୪୦ଟି ସିସିଟିଭି

ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳେ ବଞ୍ଚିଥିଲେ ଗୋବିନ୍ଦ… !

ବଲାଙ୍ଗିର : କଣ୍ଟାବାଞ୍ଜି ଉପ-କାରାଗାରରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯିବା ବେଳେ ଗୋବିନ୍ଦ ସାହୁ ବଞ୍ଚିଥିଲେ। ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା। ଆଜି ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି ଗୋବିନ୍ଦଙ୍କ ଓକିଲ ଦୁର୍ଗାମୋହନ ପାଢ଼ୀ। ସେ କହିଛନ୍ତି, ଘଟଣା

୨୪୫ କୋଟି ଟଙ୍କାର ଗଞ୍ଜେଇରେ ନିଆଁ ଲଗାଇଲା ପୁଲିସ…

ବିଶାଖାପାଟଣା : ଜବତ ହୋଇଥିବା ୨୪୫ କୋଟି ଟଙ୍କାର ଗଞ୍ଜେଇ ପୋଡ଼ିଦେଲା ଆନ୍ଧ୍ରପ୍ରଦେଶ ପୁଲିସ୍‌। କଡ଼ା ସୁରକ୍ଷା ବଳୟ ଭିତରେ ଆଜି ଗଞ୍ଜେଇକୁ ପୋଡ଼ି ଦିଆଯାଇଛି। ପୁଲିସ୍‌ର ଏପରି ଉଦ୍ୟମକୁ ଆନ୍ଧ୍ରର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ଆନ୍ଧ୍ର ପୁଲିସ୍‌ର କହିବା ଅନୁସାରେ ଗତ ୮ ମାସରେ ଆଲୁରୀ

ସମୁଦ୍ର ଲହଡ଼ି ମାଡ଼ରେ ମାଛଧରା ଡଙ୍ଗା ଛିନ୍‌ଛତ୍ର, ୨ ମତ୍ସ୍ୟଜୀବୀ ଗୁରୁତର…

ପାରଦୀପ : ସମୁଦ୍ର ଲହଡ଼ି ମାଡ଼ରେ ମାଛଧରା ଡଙ୍ଗା ଛିନ୍‌ଛତ୍ର। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ। ଜୁଆର ମାଡ଼ରେ ଏହି ଡଙ୍ଗା ଓ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ପଥର ବନ୍ଦରେ ମାଡ଼ ହୋଇ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ପାରାଦୀପ

ହାତ ଲେଖା ମେଳାଇବା ପାଇଁ ଅର୍ଚ୍ଚନାଙ୍କ ଦସ୍ତଖତ ନେଲା ପୁଲିସ୍‌

ଭୁବନେଶ୍ୱର : ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗଙ୍କୁ ପୁଲିସ୍‌ ଗିରଫ କରିବାକୁ ଅନେକ ଦିନ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ତା’ର ହସ୍ତାକ୍ଷର ନେଇନଥିଲା। ଆଜି କମିଶନ୍‌ରେଟ୍‌ ଅର୍ଚ୍ଚନାଙ୍କ ହସ୍ତାକ୍ଷର ନେଇଛି। ଅର୍ଚ୍ଚନାଙ୍କ ଡାଏରୀରେ ଲେଖା ସହ ହସ୍ତାକ୍ଷର ମେଳ କରିବାକୁ ଝାରପଡ଼ା

ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ୧୪୫ ରନର ଛୋଟିଆ ଟାର୍ଗେଟ, ଭାରତ ୪୫/୪…

ଢାକା: ବ୍ୟାଟିଂରେ ଫେଲ ମାରିଥିବା ବାଂଲାଦେଶ ବୋଲିଂରେ କମାଲ କରିଛି। ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ୧୪୫ ରନର ଛୋଟିଆ ଟାର୍ଗେଟ ଦେଇଥିବା ବାଂଲାଦେଶ ବୋଲିଂରେ ବିପର୍ଯ୍ୟୟ ସୃଷ୍ଟି କରିଛି। ତୃତୀୟ ଦିନର ଖେଳା ଶେଷ ସୁଦ୍ଧା ୧୪୫ ରନର ଟାର୍ଗେଟ ପିଛା କରୁଥିବା ଭାରତ ୪୫ ରନରେ ୪ ଜଣ

ପାକିସ୍ତାନ ସପକ୍ଷରେ ନାରା ଦେଇ ୫ ଯୁବକ ଗିରଫ…

ପାଟନା: ଭାରତରେ ରହି ପାକିସ୍ତାନ ଜିନ୍ଦାବାଦ ନାରା ଦେବା ୫ ଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି। ପାକିସ୍ତାନ ସପକ୍ଷରେ ନାରାବାଜୀ କରୁଥିବା ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ବିହାରର ଆରା ଜିଲ୍ଲାରୁ ୫ ଜଣ ଯୁବକଙ୍କୁ ଗିରଫ କରିଛି। ପୂରା ଘଟଣା ଭୋଜପୁରର ଚାନ୍ଦି ଗାଁରେ ଘଟିଛି।ଏଠାରେ କିଛି ଯୁବକ

ସରକାରୀ ପାଣ୍ଠିରୁ ବିଜେପି ନେତାଙ୍କ ଖାଇବା ପାଇଁ ଖର୍ଚ୍ଚ ହୋଇଛି ୪୦ କୋଟି..!

ଭୋପାଲ: ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଖାଇବା ବାବଦରେ କୋଟି କୋଟି ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ କରାଯାଉଛି। ୨୦୧୪ରୁ ୨୦୧୮ ମଧ୍ୟରେ ଲୋକଙ୍କ ଟଙ୍କାକୁ ବିଜେପି ନେତାଙ୍କ ଖାଇବା ଖର୍ଚ୍ଚରେ ବ୍ୟବହାର କରାଯାଇଛି ବୋଲି କଂଗ୍ରେସ ବିଧାୟକ ଜିତୁ ପଟୱାରି

ଭାରତରେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି: ପ୍ରଧାନମନ୍ତ୍ରୀ ମୋଦୀ…

ରାଜକୋଟ: ନୂତନ ଜାତୀୟ ଶିକ୍ଷା ନୀତି ଜରିଆରେ ପ୍ରଥମ ଥର ପାଇଁ ଦେଶରେ ପ୍ରଗତିଶୀଳ ଏବଂ ଉଗ୍ର-ଆଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଭିଡିଓ-ଲିଙ୍କ୍‌ ମାଧ୍ୟମରେ ଗୁଜରାଟର ରାଜକୋଟସ୍ଥିତ ‘ଶ୍ରୀ ସ୍ବାମୀନାରାୟଣ